ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ବିଜେପି
ଦାରିଙ୍ଗିବାଡି ସେବାଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଭଳି ଦାୟିତ୍ୱହୀନତା ପାଇଁ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀଙ୍କ ଇସ୍ତଫା ଦାବୀ କରିଛି ବିଜେପି । ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର...
ମୋଦିଙ୍କ ଗସ୍ତ ପୂର୍ବରୁ ନିରଞ୍ଜନଙ୍କ ପ୍ରଶ୍ନବାଣ
ଜାନୁଆରୀ ୧୫ରେ ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଞ୍ଚୋଟି ପ୍ରଶ୍ନ । ସ୍ୱାମୀନାଥନ କମିଟି ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଦେଇଥିବା ରିପୋର୍ଟ କାର୍ଯ୍ୟକାରୀ କରିବାକୁ...
ଗରମ ଚା’ ପିଉଛନ୍ତି କି, ଆକ୍ରାନ୍ତ ହୋଇପାରନ୍ତି ଏହି ରୋଗରେ
ସାଧାରଣତଃ ସମସ୍ତେ ଗରମ ଚା’ ପିଇବାକୁ ପସନ୍ଦ କରନ୍ତି. ଯଦି ଆପଣ ବି ଗରମ ଚା’ ପିଉଛନ୍ତି, ତାହେଲେ ଏଥିରେ ବ୍ରେକ ଲଗାନ୍ତୁ. ନହେଲେ ଶିକାର ହୋଇପାରନ୍ତି ଏକ ବଡ ରୋଗରେ. ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନସର...
କାର୍ ଦୁର୍ଘଟଣାରୁ ରକ୍ଷା କରିବ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ
ଲମ୍ବା ସମୟ ଅପେକ୍ଷା ପରେ ଶେଷରେ ମୋଦି ସରକାର କାରରେ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି. 2021 ମସିହା ବେଳକୁ ଏହି ସିଷ୍ଟମକୁ ଆପଣେଇବା ପାଇଁ ସମସ୍ତେ ବାଧ୍ୟ ହେବେ. ଏହା ଲାଗିବା ପରେ...
୪ଦିନ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ
କଳାହାଣ୍ଡି ଘୁମୁରା ଉତ୍ସବ ପାଇଁ ଭବାନୀପାଟଣାର ଲାଲବାହାଦୂର ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ସୋମବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହ ଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ...
ସିସିଟିଭି ନଜରରେ ରହିବ ଛାତ୍ରୀ ନିବାସ
ଏଣିକି ସିସିଟିଭି ବଳୟ ଭିତରେ ରହିବ ଛାତ୍ରୀ ନିବାସ । ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ଖୁବଶୀଘ୍ର ଏକ ହଜାର ସ୍କୁଲରେ ଲାଗିବ ସିସିଟିଭି ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ସୂଚନା ଦେଇଛନ୍ତି । କନ୍ଧମାଳ ସେବାଶ୍ରମର...
ପ୍ରୟାଗରାଜରେ ଅଗ୍ନିକାଣ୍ଡ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ କୁମ୍ଭମେଳା. ହେଲେ ତା ପୂର୍ବରୁ ଘଟିଯାଇଛି ଏକ ବଡ ଧରଣର ଅଘଟଣ. ସୋମବାର ସକାଳ ସମୟରେ ଦିଗମ୍ବର ଆଖଡା ଟେଣ୍ଟରେ ନିଆଁ ଲାଗିଯାଇଥିଲା. ଫଳରେ ଚାହୁଁଚାହୁଁ ନିଆଁ ଚାରିଆଡେ ବ୍ୟାପି...
ପବିତ୍ର ମକର ସଂକ୍ରାନ୍ତି
ସୋମବାର ସାରା ଦେଶରେ ଅତି ଧୂମଧାମରେ ପାଳିତ ହେଉଛି ମକର ସଂକ୍ରାନ୍ତି. ମକରସଂକ୍ରାନ୍ତି ପାଇଁ ବିଭିନ୍ନ ଦେବାଳୟରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି. ବିଶ୍ୱାସ ରହିଛି ଯେ, ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ...
ଶିଶୁକନ୍ୟା ମୃତ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଦାରିଙ୍ଗବାଡିସ୍ଥିତ ସରକାରୀ ସେବାଶ୍ରମ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସରେ କନ୍ୟା ସନ୍ତାନକୁ ଜନ୍ମଦେବା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଗତକାଲି...
ଛାତିରେ ପଶିଲା ଲୁହା ରଡ୍
11 ବର୍ଷର ନାବାଳକ ଚନ୍ଦନ ମହାକୁଡ ଖେଳୁଥିବା ସମୟରେ ଛାତିରେ ଲୁହା ରଡ୍ ପଶିଯାଇଛି. ଫଳରେ ଗୁରୁତର ଅବସ୍ଥାରେ ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି. ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଡିମ୍ବୋ ଗାଁର ନନ୍ଦକିଶୋର ମହାକୁଡ,...







