27.3 C
Bhubaneswar
Sunday, July 26, 2026
-Advertisement-
video

ବୈଜୟନ୍ତଙ୍କ ବନ୍ଧୁ କଲେ ଲିକ୍, ଅଶାଳୀନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା

ବିବାଦ ଘେରରେ ସାଂସଦ ବୈଜୟନ୍ତ ପଣ୍ଡା । ନିଜ ବନ୍ଧୁ ଖୋଲିଛନ୍ତି ବୈଜୟନ୍ତଙ୍କ ମୁଖା । ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଉପରେ ଉଡିଥିଲା ବୈଜୟନ୍ତଙ୍କ ହେଲିକପ୍ଟର । ବୈଜୟନ୍ତଙ୍କ ହେଲିକପ୍ଟରରେ ବୈଜୟନ୍ତଙ୍କ ସହ ଥିଲେ ଦିଲ୍ଲୀର ଦୁଇ ସାମ୍ବାଦିକ...

ବୈଜୟନ୍ତଙ୍କୁ ରୋକିବାକୁ ଷଡଯନ୍ତ୍ର !

ଗତ ଶନିବାର ଦିନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକା ଆକାଶରେ ଉଡିଥିବା ଅଭିଯୋଗରେ ତାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ପୁରୀ ପୋଲିସ ସିଜ୍ କରିଛି. ଅଭିଯୋଗ ହୋଇଛି, ବୈଜୟନ୍ତ ବେଆଇନ ଭାବେ ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର...

ସାରିଡନକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ସୋମବାର ସୁପ୍ରିମକୋର୍ଟ ସାରିଡନ ଓ ଅନ୍ୟଦୁଇଟି ଔଷଧକୁ ପ୍ରସ୍ତୁତି ଓ ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଏହି ଔଷଧ କମ୍ପାନୀଙ୍କ ଆବେଦନ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହି ଆଦେଶ ଦେଇଛନ୍ତି ।  ସ୍ୱାସ୍ଥ୍ୟ...

ଆସନ୍ତା ୨୦ରେ ପୁରୀ ଆସିବେ ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମନ୍ୟମ୍

ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ନିଯୁକ୍ତ ହୋଇଥିବା ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମନ୍ୟମ୍ ଆସନ୍ତା ଗୁରୁବାର ଦିନ ପୁରୀ ଆସୁଛନ୍ତି. ତେବେ ସେ ପୁରୀ ଆସି ବିଭିନ୍ନ ପ୍ରକାର ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି. ଶୁକ୍ରବାର ଓ ଶନିବାର...

ପରସ୍ପରର ଗୋହି ଖୋଳାଖୋଳି ହେଲେ ଦାମ-ସୂର୍ଯ୍ୟ

ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିବା ପରେ ବରିଷ୍ଠ ବିଜେଡି ନେତାମାନେ ଡା.ଦାମୋଦର ରାଉତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି । ଦାମବାବୁଙ୍କ ବିରୋଧରେ...

୬୮ବର୍ଷରେ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୮ ବର୍ଷ ବୟସରେ ପାଦ ଥାପିଛନ୍ତି । ସାରା ଦେଶରୁ ମୋଦିଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କର ଜନ୍ମ ୧୯୫୦ ମସିହା ସେପ୍ଟେମ୍ବର ୧୭...

ବିଧାନସଭାରେ ପଛକୁ ଘୁଞ୍ଚିଲା ଦାମଙ୍କ ଆସନ

ଚାରିଦିନ ଛୁଟି ପରେ ବିଧାନସଭା ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି । ଦଳ ବିରୋଧି ମନ୍ତବ୍ୟ ଦେଇ ଦଳରୁ ବହିଷ୍କୃତ ହୋଇଥିବା ପାରାଦୀପ ବିଧାୟକ ଡା. ଦାମୋଦର ରାଉତଙ୍କୁ ସ୍ଥାନାନ୍ତର କରାଯାଇଛି । ସେ ଏବେ ଏଫ...

ଆସାମରେ ବନ୍ୟା, ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ସୂଚନା

ଲଗାଣ ବର୍ଷା ଯୋଗୁଁ ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି ।  ଅରୁଣାଞ୍ଚଳ ପ୍ରଦେଶରେ ଲଗାତାର ବର୍ଷା ଫଳରେ ବ୍ରହ୍ମପୁତ୍ର ଏବଂ ଏହାର ସହଯୋଗୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଆସାମରେ...

ତୈଳ ଦର ବୃଦ୍ଧି ପ୍ରସଙ୍ଗ : ଟିକସ କମାଇବା ପାଇଁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ

ତେଲ ଦର ଆକାଶ ଛୁଆଁ । ଦିନକୁ ଦିନ ବୃଦ୍ଧି ପାଉଥିବା ତେଲ ଦର ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଆଉ ଏହାକୁ ନେଇ ରାଜନୀତି ନିଆଁ ବି ତେଜି ଉଠୁଛି ।  ଏପରି ସ୍ଥିତିରେ ମୁହାଁମୁହିଁ...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com