ଲେବାନନ ପଟରୁ ଇସ୍ରାଏଲ ଉପରେ ଆକ୍ରମଣ
ଇସ୍ରାଏଲ ଓ ଗାଜା ଯୁଦ୍ଧ ଲାଗି ରହିଥିବା ବେଳେ ଲେବାନନ ପଟରୁ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ ହୋଇଥିବା ଇସ୍ରାଏଲ ସେନା କହିଛି । ପାଲେଷ୍ଟାଇନ ହମାସ ବିରୋଧରେ ଇସ୍ରାଏଲ ଯୁଦ୍ଧ ଜାରି ରଖିଥିବା ବେଳେ ଏବେ ପାଲେଷ୍ଟାଇନକୁ ଲେବାନନର...
ନଭେମ୍ବର 7 ରୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ
ନଭେମ୍ବର 7 ରୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ପାଞ୍ଚଟିଯାକ ରାଜ୍ୟରେ ନିର୍ବାଚନୀ ପ୍ରକ୍ରିୟା ନଭେମ୍ବର...
ଯୁଦ୍ଧରେ ଦୁଇଦିନରେ ଏକ ହଜାରରୁ ଅଧିକ ମୃତ
ଇସ୍ରାଏଲ- ପାଲେଷ୍ଟାଇନ ହମାସ ଯୁଦ୍ଧରେ ଦୁଇଦିନରେ ଏକ ହଜାରରୁ ଅଧିକ ସାଧାରଣ ଲୋକ ଓ ଯବାନଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲରେ 600 ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ହମାସରେ 400 ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି...
ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା 107, ପାକିସ୍ତାନ 3
ଏସୀୟ କ୍ରୀଡାରେ ଭାରତର ଐତିହାସିକ ସଫଳତା । ପ୍ରଥମଥର ପାଇଁ ଭାରତ ଏସୀୟ କ୍ରୀଡାରେ ଶହେରୁ ଅଧିକ ପଦ ହାସଲ କରିଛି । 107 ପଦକ ଭିତରେ ଭାରତ 28ଟି ସ୍ବର୍ଣ୍ଣ ପଦକ ପାଇଥିବା ବେଳେ 38ଟି ରୌପ୍ୟ ଏବଂ...
ଘମାଘୋଟ ଲଢେଇ, 300 ମୃତ
ଇସ୍ରାଏଲ ଓ ପାଲେଷ୍ଟାଇନ ହମାସ ମଧ୍ୟରେ ଘମାଘୋଟ ଲଢେଇ । ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ରକେଟ ଆକ୍ରମଣ ଜବାବରେ ଇସ୍ରାଏଲ ମଧ୍ୟ ପ୍ରତିଆକ୍ରମଣ କରିଛି । ଦୁଇଦେଶ ମଧ୍ୟରେ ଯୁଦ୍ଧର ପ୍ରଥମ ଦିନରେ ତିନିଶହରୁ ଅଧିକ ମୃତ୍ୟୁବରଣ କରିଥିବା...
ଯୁଦ୍ଧ ଆରମ୍ଭ : ପ୍ରଥମ କୋଡିଏ ମିନିଟରେ ପାଞ୍ଚ ହଜାର ରକେଟ ମାଡ
ଦୁଇ ଦେଶ ମଧ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଯୁଦ୍ଧ । ପ୍ରଥମ କୋଡିଏ ମିନିଟରେ ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ମାଡ କରିଛି ହମାସ୍ । ଶନିବାର ଦିନ ପାଲେଷ୍ଟାନୀୟ ଦେଶ ହମାସର ଏହି ଆକ୍ରମଣ ପରେ ଇସ୍ରାଏଲ...
ଇତିହାସ ରଚିଲା ଭାରତ, 100 ଛୁଇଁଲା ପଦକ
ଏସୀୟ କ୍ରିଡାରେ ଭାରତର ପଦକ ସଂଖ୍ୟା ଶହେ ଛୁଇଁଛି । ଭାରତୀୟ ମହିଳା କବାଡି ଟିମ୍ ଫାଇନାଲରେ ଚାଇନା ତାଇପେଇକୁ ହରାଇ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ଶହେ ଛୁଇଁଥିଲା । ଏସୀୟ କ୍ରିଡାରେ ଭାରତ...
ହକିରେ ଭାରତ ଜିତିଲା ସ୍ବର୍ଣ୍ଣ
ଏସିଆନ ଗେମ୍ସରେ 2018ର ଚାମ୍ପିଅନ ଜାପାନକୁ ହରାଇ ଭାରତ ହକିରେ ସ୍ବର୍ଣ୍ଣ ପଦକ ଜିତିଛି । ଏସିଆନ ଗେମ୍ସ ହକିରେ ସ୍ବର୍ଣ୍ଣ ଜିତିବାରେ ପଦକ ହାସଲ କରିବାରେ ଏହା ହେଉଛି ଭାରତର ଚତୁର୍ଥ ସ୍ବର୍ଣ୍ଣ ପଦକ । ଏହା ପୂର୍ବରୁ...
ବିଜେପିର ରାବଣ ପୋଷ୍ଟରରେ ରାହୁଲ
ବିଜେପି ଏକ ରାବଣର ପୋଷ୍ଟର ପ୍ରସ୍ତୁତ କରିଛି, ଯେଉଁଥିରେ ରାବଣ ଭାବେ ରାହୁଲଙ୍କ ଚିତ୍ର ରହିଛି । ଦଶମୁଣ୍ଡ ବିଶିଷ୍ଟ ରାହୁଲଙ୍କୁ ରାବଣ ବୋଲି ଚିତ୍ରଣ କରିଛି ବିଜେପି । ଫିଲ୍ମ ପୋଷ୍ଟର ଷ୍ଟାଇଲରେ ପ୍ରସ୍ତୁତ ଏହି ପୋଷ୍ଟର ସଂପର୍କରେ...
କିସ୍ ଫାଉଣ୍ଡେସନ୍ର ସହାୟତା: ବଦଳିଲା ୪ ଅନାଥ ଝିଅଙ୍କ ଭାଗ୍ୟ
କିସ୍ ଫାଉଣ୍ଡେସନ୍ ଯୋଗୁଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କ ଭାଗ୍ୟ ବଦଳିଯାଇଛି । ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ...


















