ସୋଆ ଓଡ଼ିଶାର ପ୍ରଥମ ୫ ଜି କ୍ୟାମ୍ପସ୍ ଘୋଷିତ
ଭୁବନେଶ୍ୱର, ୨୩/୦୮: ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରିଲାୟନ୍ସ ଜିଓ ଦ୍ୱାରା ପ୍ରଥମ ଥର ପାଇଁ ଟ୍ରୁ ୫ ଜି କ୍ୟାମ୍ପସ୍ର ମାନ୍ୟତା ପ୍ରଦାନ କରାଯାଇଛି ।
ଶିକ୍ଷା, ସ୍ୱାସ୍ଥ୍ୟ,...
ଜହ୍ନରେ ଉଡିଲା ତ୍ରିରଙ୍ଗା
ଦେଶ ପାଇଁ ଐତିହାସିକ ସଫଳତା । ଶେଷରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଚନ୍ଦ୍ରାୟନ -3 । ଭାରତର ଚନ୍ଦ୍ର ଅଭିଯାନ ସଫଳ ହୋଇଛି । ଚନ୍ଦ୍ର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଟିଂ କରିଛି । ଇସ୍ରୋ ବୈଜ୍ଞାନିକଙ୍କ...
ଜହ୍ନରୁ ଆସିଛି ଚିଠି
ଚନ୍ଦ୍ରାୟନ-3 ଆଉ ଅଳ୍ପ କେଇଘଣ୍ଟା ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ସମଗ୍ର ବିଶ୍ବ ଏହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛି । ଜୁଲାଇ 14 ରେ ଚନ୍ଦ୍ରାୟନ -3 ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିଲା । ଚନ୍ଦ୍ରପୃଷ୍ଟରେ...
ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଗିରଫ
ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ଗିରଫ କରିଛି ପୋଲିସ । ଶରତଙ୍କ ସହ ଜଗତସିଂହପୁର ଜିଲ୍ଲା ଗୋକନ ହାଇସ୍କୁଲର ଖେଳ ଶିକ୍ଷକ ଅନୁପମ ରାୟଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ମୃତ...
ଏସିଆ କପ୍ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ
ଏସିଆ କପ୍ ପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ । 17 ଜଣିଆ ଟିମର ଅଧିନାୟକ ଭାବେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଉପ-ଅଧିନାୟକ ଭାବେ ଦଳର ନେତୃତ୍ବ ନେବେ । ଦୁଇ ଖେଳାଳି କେ. ଏଲ ରାହୁଲ...
ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ କଲେ ଅଫିସର
ସାଙ୍ଗର ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କଲେ ଦିଲ୍ଲୀ ସରକାରରେ କାର୍ଯ୍ୟ କରୁଥିବା ଜଣେ ଅଫିସର । 14 ବର୍ଷର ନାବାଳିକା ଝିଅ ଯେତେବେଳେ ଗର୍ଭବତୀ ହେଲା, ସେତେବେଳେ ଅଫିସର ଜଣକ ତାଙ୍କ ପତ୍ନୀଙ୍କୁ କହିଲେ । ଆଉ ପତ୍ନୀ...
ଚନ୍ଦ୍ରଯାନ-3 ର ଚନ୍ଦ୍ରପୃଷ୍ଠ ଅବତରଣ ଦୃଶ୍ୟ ଲାଇଭ୍ କରିବ ଇସ୍ରୋ
ଆଉ ତିନିଦିନ ଅପେକ୍ଷା । ଅଗଷ୍ଟ 23ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ । ଚନ୍ଦ୍ରଯାନ-3 କେତେବେଳେ ଏବଂ କେଉଁ ସମୟରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ, ଆଜି ସମୟ ଘୋଷଣା କରିଛି ଇସ୍ରୋ । ଏପର୍ଯ୍ୟନ୍ତ ଇସ୍ରୋ ଆକଳନ ଅନୁଯାୟୀ ଚନ୍ଦ୍ରଯାନ-3...
ଲକ୍ଷ୍ମଣରେଖା ଭିତରେ ରୁହନ୍ତୁ
ଗତକାଲି 5ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଉପରକୁ କାଳିମାଡ କରାଯିବା ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମୁଖ୍ୟ ଶାସନସଚିବ ବିଜୟ ପଟ୍ଟନାୟକ । ଲକ୍ଷ୍ମଣରେଖା ଭିତରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।...
ଲାଦାଖରେ 9 ଯବାନ ସହିଦ
ଲାଦାଖରେ ନ ଜଣ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ଗାଡି ଲାଦାଖର ଏକ ନଦୀ ଭିତରକୁ ଖସି ପଡିବା ଯୋଗୁ ନ ଜଣ ଯବାନ ସହିଦ ହୋିଥିବା ଜଣାପଡିଛି । ଲାଦାଖ ଠାରୁ 150 କିଲୋମିଟର ଦୂର କିୟାରିରେ...
ଚିନ୍ତା ବଢାଉଛି ଡେଙ୍ଗୁ
ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢାଇଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଉଦବେଗଜନକ । ଏପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ 51 ପ୍ରତିଶତ ରୋଗୀଙ୍କୁ ଚିହ୍ନଟ କରାଯାଇଛି...

















