ବିରୋଧୀଙ୍କ ମହାମେଣ୍ଟର ଜବାବ ଦେଲେ ମୋଦି
ବିରୋଧୀଙ୍କ ମହାମେଣ୍ଟର ନୂଆ ନାଁ ଇଣ୍ଡିଆ ରଖାଯିବା ପରେ ଦିଲ୍ଲୀରେ ତାହାକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନଡିଏ ସମେତ 38ଟି ଦଳକୁ ନେଇ ନୂଆଦିଲ୍ଲୀରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିରୋଧୀଙ୍କ ଇଣ୍ଡିଆକୁ ସମାଲୋଚନା...
ମୋଦିଙ୍କୁ ବ୍ରେକ୍ ଦେବ ‘ଇଣ୍ଡିଆ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସନ୍ତା ନିର୍ବାଚନରେ ଚେକ୍ ଦେବ 'ଇଣ୍ଡିଆ' - ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ । ଆଜି ବେଙ୍ଗାଲୁରରେ ଏକାଠି ହୋଇଥିବା ବିରୋଧୀ 2024 ସାଧାରଣ ନିର୍ବାଚନ ପାଇଁ ମହାମେଣ୍ଟ ଗଠନ କରିଛନ୍ତି, ଯାହାର ନାଁ...
ଓଡିଶା ଦେଶର ଅଷ୍ଟମ ଗରିବ ରାଜ୍ୟ
ଗତ ପାଞ୍ଚବର୍ଷ ଭିତରେ ଦେଶରେ ଦାରିଦ୍ର୍ୟ ହାର କମିଛି । ନୀତି ଆୟୋଗର ଦ୍ବିତୀୟ ସଂସ୍କରଣ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଦେଶରେ ସାଢେ ନ କୋଟି ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଥିବା ବେଳେ ଓଡିଶାରେ...
ତପସ୍ୟା ଫାଉଣ୍ଡେସନ୍ ସାହିତ୍ୟ ପୁରସ୍କାର-୨୦୨୨ ଘୋଷିତ
* ଦେବ୍ରାଜ ଲେଙ୍କା, ନିଗମାନନ୍ଦ ଷଡ଼ଙ୍ଗୀ, ରଞ୍ଜନା ପାଢ଼ୀ ଏବଂ ଯୀଶୁକ୍ରିଷ୍ଣ ଦାସ ପାଇବେ ପୁରସ୍କାର
* ସୂର୍ଯ୍ୟ ମିଶ୍ରଙ୍କୁ ପ୍ରଥମ ତପସ୍ୟା ଫାଉଣ୍ଡେସନ ଫେଲୋସିପ
* ମୋଟ୍ ପୁରସ୍କାର ରାଶି ୧,୧୦,୦୦୦ ଟଙ୍କା
ଭୁବନେଶ୍ୱର ୧୭/୦୭: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨...
ଗବେଷଣା କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଭାଗିତା ନେଇ ସୋଆ ଆଗ୍ରହୀ
ଭୁବନେଶ୍ୱର, ୧୭/୦୭ : ଜ୍ଞାନର ବିଭିନ୍ନ ଶାଖା ସମ୍ବନ୍ଧୀୟ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ସ୍ତରୀୟ ସହଭାଗିତା ନିମନ୍ତେ ଆଗ୍ରହୀ ବୋଲି ସୋମବାର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି...
ଶିକ୍ଷା ଓ ଅନୁସନ୍ଧାନ – ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସ୍ବର୍ଣ୍ଣିମ ଅଧ୍ୟାୟ
ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଭିନ୍ନ କ୍ଷେତ୍ରରେ ଓ ନୂତନ ସମସ୍ୟାକୁ ସାମ୍ନା କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ବୃତିଗତ ସ୍ତରରେ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି । ସୋଆର ମୁଖ୍ୟ ଉଦେଶ୍ୟ ହେଉଛି...
ମୁହଁ ଖୋଲିଲେ ଚିରଞ୍ଜୀବି
କଂଗ୍ରେସରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ । ଦୁଇଦିନ ତଳେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ...
ବାରମ୍ବାର ଦୁଷ୍କର୍ମ କରୁଥିଲା, ମାରିଦେଲି
ଜଣେ 20 ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କ ସମେତ ଜଣେ ଯୁବକଙ୍କୁ ଗିରଫ କରିଛି । ଦିଲ୍ଲୀ ବେଲା ଫାର୍ମ ଅଞ୍ଚଳରୁ ଯୁବକଙ୍କୁ ମୃତଦେହ ମିଳିବା ପରେ ପୋଲିସ ସିସିଟିଭି ଆଧାରରେ ଛାନଭିନ କରିଥିଲା...
କଂଗ୍ରେସ-ଆପ୍ ପ୍ୟାଚ୍
ଦିଲ୍ଲୀ ବ୍ୟୁରୋକ୍ରାଟଙ୍କ ନିଯୁକ୍ତି ଓ ବଦଳିକୁ ନେଇ କେନ୍ଦ୍ର ସରକାରଙ୍କ ଅର୍ଡିନାନ୍ସ ବିରୋଧୀ ଅଭିଯାନରେ ସାମିଲ ହେବ କଂଗ୍ରେସ । ପୂର୍ବରୁ କଂଗ୍ରେସକୁ ଛାଡି ଅନ୍ୟ ସମସ୍ତ ବିରୋଧୀ ଦଳ ଆପକୁ ଅର୍ଡିନାନ୍ସ ବିରୋଧୀ ଅଭିଯାନରେ ସମର୍ଥନ କରିଥିଲେ ।...
ଇନ୍ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ ଛାଡ଼ି ଛାତ୍ରଛାତ୍ରୀ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାନ୍ତୁ: ବିଶେଷଜ୍ଞ
ଭୁବନେଶ୍ୱର : ବର୍ତମାନ ବିଶ୍ୱରେ ପ୍ରତ୍ୟେକ ୩ ମାସରେ ଥରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତନ ଘଟୁଛି । ଭବିଷ୍ୟତରେ ପ୍ରତ୍ୟେକ ୩ ସପ୍ତାହରେ ଥରେ ଏ କ୍ଷେତ୍ରରେ ପରିବର୍ତନ ଘଟିବ । ତେଣୁ ଛାତ୍ରଛାତ୍ରୀମାନେ ଦ୍ରୁତ ଗତିରେ ପରିବର୍ତନ...


















