ନାମାଙ୍କନ ଭରିଲେ ଟଙ୍କଧର
ଜୋର ଧରିଲାଣଇ ଝାରସୁଗୁଡା ଉପନିର୍ବାଚନ ତାତି । ମୈଦାନ ତୟାର, ୩ଦଳର ପ୍ରାର୍ଥି ବି ତୟାର । ଆଜି ଦ୍ୱିତୀୟ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠି । ସ୍ଥାନୀୟ ଝାଡେଶ୍ୱର ମନ୍ଦିରରେ ପୂଜାଚ୍ଚନା...
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ ହୋଇଛି । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ ହେବ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଲାଗୁ ହେଲା ଏସମା । ନର୍ସ, ଫାର୍ମାସିଷ୍ଟ, ପାରାମେଡିକାଲ, ଟେକ୍ନିସିୟାନଙ୍କ...
ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ମେ ଦ୍ୱିତୀୟାର୍ଦ୍ଧରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା । ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶ ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି ।
ମାଫିଆ ଡନ୍ ହତ୍ୟା ପାଇଁ ସୁପାରୀ
ମାଫିଆ ଡନ୍ ଅତିକ ଅହମ୍ମଦକୁ ମାରିବାକୁ ଦିଆଯାଇଥିଲା କି ସୁପାରୀ । ଅତିକକୁ ହତ୍ୟା କରିବାକୁ ଗ୍ୟାଙ୍ଗଷ୍ଟାର ସୁନ୍ଦରଭାଟି ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି । ତେବେ ଅତିକ ଅହମ୍ମଦ ଏବଂ ତାଙ୍କ ତା ଭାଇ ହତ୍ୟାର ମୁଖ୍ୟ...
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଦେଶୀ ରାଜନେତା ଓ ପ୍ରତିନିଧିଙ୍କ ପ୍ରଶଂସା
ଭୁବନେଶ୍ୱର : ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଥିବା ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ଶନିବାର ଉଚ୍ଚ ପ୍ରଶଂସା କରିଛନ୍ତି ।
ଭାରତ ବିଶ୍ୱର କେବଳ...
ଜି-୨୦ ଜନ ଭାଗିଦାରୀ : ସୋଆରେ ଫୁଡ ମିନି ମାରାଥନ ଆୟୋଜିତ
ଭୁବନେଶ୍ୱର, 16/04: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ରବିବାର ଦିନ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି ।
ସୋଆର ବିଭିନ୍ନ ଅନୁଷ୍ଠାନର ସହ...
ଅତିକ ଅହମଦ ହତ୍ୟାକାଣ୍ଡ ପରେ ୟୁପିରେ 144, ଇଣ୍ଟରନେଟ ବନ୍ଦ
ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତା ଭାଇକୁ ସମସ୍ତଙ୍କ ସାମନାରେ ଗୁଳି କରି ହତ୍ୟା କରାଯିବା ପରେ ସାରା ଉତ୍ତର ପ୍ରଦେଶରେ ହଇଚଇ ସୃଷ୍ଟି ହୋଇଛି I ଯୋଗୀ ସରକାର ଘଟଣାର ନ୍ୟାୟିକ ତଦନ୍ତ ଆଦେଶ ଦେଇଥିବା ବେଳେ ସାରା...
ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ 300 ଡେଇଁଲା
କୋଭିଡ ସଂକ୍ରମଣ ପୁଣି ଭୟଙ୍କର ଭାବେ ବଢିବା ଆରମ୍ଭ କରିଛି I ରାଜ୍ୟରେ ଦୈନିକ ସଂକ୍ରମଣ 300 ଅତିକ୍ରମ କରିଥିବା ବେଳେ ମୋଟ ପଜିଟିଭ ସଂକ୍ରମିତଙ୍କ ସଂଖ୍ୟା 1500 ପାର କରିଛି I
ଅନ୍ୟପକ୍ଷରେ ଦେଶରେ ଦୈନିକ ସଂକ୍ରମଣ 10 ହଜାର...
ମୋଦିଙ୍କ ଉପରେ ବର୍ଷିଲେ କେଜ୍ରିୱାଲ
ଦିଲ୍ଲୀ ମଦ ନୀତି ମାମଲା । ସିବିଆଇ ସମନ ନେଇ କଡା ପ୍ରତୀକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯାଞ୍ଚ ନାଁରେ ଲୋକଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଲୋକଙ୍କୁ...
କାଲିଠୁ ତାତି କମିବ, ବର୍ଷା ସମ୍ଭାବନା
ଚବିଶ ଘଣ୍ଟା ପରେ ରାଜ୍ୟ ତାପମାତ୍ରା ହ୍ରାସ ପାଇବ । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲିଠୁ ତାତି କମିବ ଏବଂ ପାଞ୍ଚଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ...















