ଦୁଇ ଦିନ ପ୍ରବଳ ବର୍ଷିବ
କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଖସିଛି ତାପମାତ୍ରା । ଅସହ୍ୟ ଖରା ତାତିରୁ ତ୍ରାହି ମିଳିଛି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି ।ଭୁବନେଶ୍ୱର କଟକ ସମେତ ପଶ୍ଚିମ ଏବଂ...
ଲୋକାର୍ପିତ ହେଲା ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନ
ଅକ୍ଷୟ ତୃତୀୟା ଅବସରରେ ଆଜି ଉଦଘାଟିତ ହୋଇଛି ବିଜେଡିର କାର୍ଯ୍ୟାଳୟ ଶଙ୍ଖ ଭବନ । ନୂଆ କାର୍ଯ୍ୟାଳର ଉଦଘାଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱର ୟୁନିଟ୍-୬ରେ ନିର୍ମିତ ବିଜୁ ଜନତା ଦଳର ୩...
ଶେଷରେ ଗିରଫ ହେଲା ପଳାତକ ଅମ୍ରିତପାଲ
ପଳାତକ ଘୋଷିତ ଖଲିସ୍ଥାନୀ ନେତା ଅମ୍ରିତପାଲ ସିଂକୁ ଗିରଫ କରିଛି ପଞ୍ଜାବ ପୋଲିସ । ଗତ ମାସେ ଧରି ପୋଲିସକୁ ଚକମା ଦେଇ ଆସୁଥିବା ଅମ୍ରିତପାଲ ଆଜି ରୋଡେଗାଁ ସ୍ଥିତ ଗୁରୁଦ୍ବାରରେ ଥିବାର ଖବର ମିଳିବା ପରେ ପଞ୍ଜାବ ପୋଲିସ...
ଘର ଛାଡିଲେ ରାହୁଲ
ରାହୁଲ ଗାନ୍ଧୀଙ୍କ ପାଖରେ ବାଟ ଆଉ କିଛି ନାହିଁ । ସୁରତ ସେସନ୍ସ କୋର୍ଟ ରାହୁଲଙ୍କ ମାନହାନୀ ମାମଲା ଖାରଜ କରିଦେବା ପରେ ଆଜି ରାହୁଲ ଗାନ୍ଧୀ ତାଙ୍କ ସରକାରୀ କ୍ବାର୍ଟର ଛାଡିଛନ୍ତି । 2005ରୁ 12, ତୋଗଲକ ଲେନରେ...
ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ
ବିଶିଷ୍ଟ ଶିକ୍ଷାବିତ, ଅର୍ଥନୀତିଜ୍ଞ ତଥା ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ I ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ହୋଇଥିଲା I ଶ୍ରୀ କାନୁନଗୋଙ୍କ ପରଲୋକରେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଓଡିଶା ରାଜ୍ୟପାଳ ପ୍ରଫେସର ଗଣେସୀ...
ରାହୁଲଙ୍କୁ ଅଦାଲତି ଝଟକା
ରାହୁଲ ଗାନ୍ଧୀଙ୍କୁ ପୁଣି ଅଦାଲତି ଝଟକା । ତଳକୋର୍ଟର ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ରାହୁଲଙ୍କ ଅପିଲକୁ ସୁରତ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି । ମୋଦି ସରନେମ୍ ସଂପର୍କିତ ମନ୍ତବ୍ୟ ଉପରେ ରାହୁଲଙ୍କୁ ଦୁଇବର୍ଷ ଜେଲ୍...
ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ୍ ଛୁଟି
ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ୍ ଛୁଟି । ରାଜ୍ୟରେ ବଢ଼ି ଚାଲିଥିବା ଖରାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଆସନ୍ତାକାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା ହୋଇଛି।
ଗ୍ରୀଷ୍ମ...
ନିର୍ବାଚନ ଆସିଲେ ମହାନଦୀ ମନେପଡେ
ମହାନଦୀକୁ ନେଇ ବହୁ ବାଦ ବିବାଦ ଓ ରାଜନୈତିକ ଉଚ୍ଚାଟ ପରେ ଫାଇଲ ଅଟିକିଛି ଟ୍ରିବ୍ୟୁନାଲରେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ମହାନଦୀକୁ ନେଇ ରାଜନୈତିକ ତୁମ୍ବିତୋଫାନ ହେବା ପରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ଟ୍ରିବ୍ୟୁନାଲ...
ଜଗବନ୍ଧୁଙ୍କ ବିସ୍ଫୋରକ ବୟାନ
ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣିଛନ୍ତି । ଜଗବନ୍ଧୁ କହିଛନ୍ତି, ଅକ୍ଷୟ ପରିଜା ଚକ୍ରାନ୍ତ କରି ସେମାନଙ୍କୁ ଫସାଇଛନ୍ତି । ଶ୍ରଦ୍ଧାଞ୍ଜଳି ପଇସା ଲୋଭରେ...
ଆଉ ଦୁଇଦିନ ସ୍କୁଲ ଛୁଟି
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ଆଉ ଦୁଇଦିନ ସବୁ ଅଙ୍ଗନବାଡି ଓ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି I ଆସନ୍ତା 19 ଓ 20 ତାରିଖ ଦୁଇଦିନ ସ୍କୁଲ ବନ୍ଦ ରହିବ I ପୂର୍ବରୁ ସରକାର ସ୍କୁଲକୁ...

















