ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟଙ୍କ ବଡ ରାୟ
ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟଙ୍କ ବଡ ରାୟ । ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ତେବେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ପ୍ୟୁଟର ଟେଷ୍ଟ କଲେ ବି ଚୂଡାନ୍ତ...
ଚାଲିଗଲେ ବର୍ଷିୟାନ ଅଭିନେତ୍ରୀ
ତାଙ୍କ କଣ୍ଠସ୍ୱର ଲୋକଙ୍କୁ ଆକର୍ଷିତ କରୁଥିଲା, ଝରଣା ଦାସଙ୍କ ନାଁ ଶୁଣିଲେ ଲୋକେ ରେଡ଼ିଓ ଧରି ବସି ଯାଉଥିଲେ l ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି। କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ...
ପୁଣି ଉଠିଲା ମମତା ମେହେର ତାତି
ବହୁ ଚର୍ଚ୍ଚିତ ମମତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ ଯୁକ୍ତ ଦୁଇ କଲେଜ ଅଧକ୍ଷ୍ୟଙ୍କୁ ଗିରଫ କରାଯାଇଛି । ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ଦ୍ୱୟ ହେଲେ- କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ, ଅଧ୍ୟାପକ...
କିଟ୍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର
ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟ୍କୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ...
ଆଉ ୧ ଲକ୍ଷ କୋଟି ଟଙ୍କାର ନିବେଶ ଘୋଷଣା କଲା JSW
ଓଡିଶାରେ ଆଉ ୧ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ଷ୍ଟିଲ ଓ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ମେକ୍ ଇନ୍ ଓଡିଶା କନକ୍ଲେଭରେ ଜେଏସଡବ୍ଲ୍ୟୁ ଅଧକ୍ଷ୍ୟ ସଜ୍ଜନ ଜିନ୍ଦଲ ଏହି ଘୋଷଣା...
ପଦ୍ମପୁରରେ ପଦ୍ମ ଧରିଲେ କଂଗ୍ରେସ ନେତା
ଦିନ ଗଡୁଛି ରାଜନୀତି ବଢୁଛି । ପଦ୍ମପୁର ଉପନିର୍ବାଚନ ପାଇଁ ୩ରେ ସରୁଛି ପ୍ରଚାର । ଏନେଇ ବିଭିନ୍ନ ଦଳର ନେତାଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ଅନ୍ୟପଟେ ଆଜି ପଦ୍ମପୁରରେ ପଦ୍ମ ଧରିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ...
ଆଜିଠୁ ଡିଜିଟାଲ ଟଙ୍କା
ଆଜିଠୁ ଆରମ୍ଭ ହୋଇଛି ଡିଜିଟାଲ ଟଙ୍କା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଉଛି । ଡିଜିଟାଲ ନେଣଦେଣ କରୁଥିବା ଗ୍ରାହକଙ୍କ ଲାଗି ଖୁସି ଖବର । ପ୍ରଥମେ ଦେଶରେ କିଛି ବଛାବଛା ସହରରେ ...
ବିନୋଦ କୁମାରଙ୍କୁ ପୁଣି ସଜ୍ଜା
ଓଆରଏଚଡିସି ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କୁ ପୁଣି ସଜ୍ଜା । ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ । ୩ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା କଲେ ଭିଜିଲାନ୍ସ କୋର୍ଟ ।...
ହ୍ୱାଟସଆପର ୩ ନୂଆ ଫିଚର
ସୋସିଆଲ ମିଡିଆ ମେସେଜିଂ ଆପ୍ ହ୍ୱାଟସଆପ ଆଣିଛି ୩ଟି ନୂଆ ଫିଚର । ଏଗୁଡିକ ହେଲା ପୋଲସ, ମେସେଜ୍ ୟୋରସେଲଫ ଓ ଫରୱାର୍ଡ ୱିଥ୍ କ୍ୟାପସନ । ପୋଲିସ ଅପସନ ଗ୍ରୁପ୍ ଚାଟ କ୍ଷେତ୍ରରେ ଉପଲବ୍ଧ ହେବ ।...
ମିଳିଲାନି ଜାମିନ୍
ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଭୁବନେଶ୍ୱର ଜେଏମଏଫସି-3 ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଏନେଇ ଭୁବନେଶ୍ୱର...
















