ପାକିସ୍ତାନର ନୂଆ ସେନା ମୁଖ୍ୟ
ପାକିସ୍ତାନର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫନାଣ୍ଟଜେନେରାଲ ସୟଦ ଅସିମ ମୁନିର । ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ୍ ସରିଫ ଦେଶର ନୂତନ ସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି । ସେନା ମୁଖ୍ୟ...
ଗୋଟିଏ ଦିନରେ ୩୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ
ଚୀନରେ ପୁଣି କରୋନା କାୟା ମେଲାଇଲାଣି । ଗୋଟିଏ ଦିନରେ ପଜିଟିଭ୍ ସଂଖ୍ୟା ଏବେ ଉପରମୁହାଁ । ବୁଧବାର ୩୧, ୪୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ବିନା ଲକ୍ଷଣରେ ୨୭, ୫୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...
ଇଡିରେ ବିଜେଡି ବିଧାୟକଙ୍କ ଭାଇ
ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ । ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ଇଡିରେ ହାଜର ହୋଇଛନ୍ତି । ଗଙ୍ଗାଧର ସାମଲ କାର ସୋ ରୁମ ମାଲିକ ହୋଇଥିବା ସୂଚନା ରହିଛି । ଅର୍ଚ୍ଚନା ନାଗଙ୍କ...
ରିମାଣ୍ଡରେ ଆସିବେ ଅର୍ଚ୍ଚନା
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ରିମାଣ୍ଡରେ ଆସିବେ । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ଇଡି । ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇଡି । କାଲି କୋର୍ଟରେ ପ୍ରଡକ୍ସନ ରିମାଣ୍ଡ ଆବେଦନ ପାଇଁ ପ୍ରସ୍ତୁତି କରୁଛି...
ବିଧାନସଭା ପାଇଁ ୩୪ ପ୍ଲାଟୁନ୍ ଫୋର୍ସ
କାଲିଠୁ ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ । ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଶୀତ ଅଧିବେଶନ ହୁଲସ୍ତୁଲ ହେବ । ସେହିପରି ଧାନ ମଣ୍ଡି, ପ୍ରଧାନମନ୍ତ୍ରୀ...
କୁକୁର ବେକରେ ଝୁଲିବ ମାଲିକର ନାଁ
ପୋଷା କୁକୁର ବେକରେ ଝୁଲିବ ମାଲିକଙ୍କ ନାଁ । ଲାଗିବ ମାଇକ୍ରୋ ଚିଫ୍ । ଯଦି କୁକୁର କାହାକୁ ଆକ୍ରମଣ କରେ ତେବେ ମାଲିକ ତଣ୍ଡ ଗଣିବେ । ଆବଶ୍ୟକ ପଡିଲେ ପଞ୍ଜିକରଣ ବାତିଲ କରାଯିବ । କୁକୁର ରଖିବା...
୩ ଜଣଙ୍କୁ ମୁହାଁମୁହିଁ ଜେରା
ଅର୍ଚ୍ଚନା ନାଗ ମାମଲାରେ ଘାଣ୍ଟୁଛି ଇଡି । ଆଜି ଇଡିରେ ହାଜର ହୋଇଛନ୍ତି ବହୁ ଚର୍ଚ୍ଚିତ ଯୁବତୀ ଶ୍ରଦ୍ଧାଞ୍ଜଳୀ ବେହେରା, ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳୀ । ବିଶେଷଭାବରେ ଶ୍ରଦ୍ଧାଞ୍ଜଳୀକୁ ଅକ୍ଷୟ ପରିଜା...
ପ୍ରଚଣ୍ଡ ଶଦ୍ଦ, ଥରିଲା ୩ ଜିଲ୍ଲ।
ପ୍ରଚଣ୍ଡ ଶଦ୍ଦରେ ଥରିଲା ଭଦ୍ରକ, ଯାଜପୁର, ଆନନ୍ଦପୁର ଅଞ୍ଚଳ । ବଡ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶଦ୍ଦରେ ଥରିଲା ସମଗ୍ର ଅଞ୍ଚଳ । ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲିଆସିଥିଲେ । କେଉଁ କାରଣରୁ ଏଭଳି...
ଟି-୨୦ ସିରିଜ୍ ଜିତିଲା ଭାରତ
ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଜିତିଲା ଭାରତ । ଆଜି ଭାରତ-ନ୍ୟୁଜିଲାଣ୍ଡ ଭିତରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ହେଲେ ବର୍ଷା କାରଣରୁ ଏହି ମ୍ୟାଚର ଫଳାଫଳ ବାହାରି ପାରିନଥିଲା । ତେଣୁ ପ୍ରଥମ ଓ...
ମୋତିଆବିନ୍ଦୁ ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ
କାନପୁର ସ୍ୱାସ୍ଥ୍ୟବିଭାଗର ଅବହେଳା ଏବେ ସାମ୍ନାକୁ ଆସିଛି । ଏଠାରେ ଏକ ନର୍ସିିଂହୋମର ଚକ୍ଷୁ ଶିବିରରେ ମୋତିଆବିନ୍ଦୁ ଅପରେସନ କରିଥିବା ୬ ଜଣ ରୋଗୀ ନିଜ ଦୃଷ୍ଟି ଶକ୍ତି ହରାଇଥିଲେ । ଅପରେସନ ପରେ ଆଖି ଏତେ ବିଗିଡିବାରେ ଲାଗିଥିଲା...















