ଚନ୍ଦ୍ରଗ୍ରହଣରେ ମୁହାଁମୁହିଁ
ପରାଗରେ ବିରିୟାନୀ ଖାଇଥିଲେ । ଗ୍ରହଣରେ ହାତାହାତି ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ । ବ୍ରହ୍ମପୁରରେ ଆଜି ପୁଣି ଖାଇବାର ବନ୍ଦୋବସ୍ତ କରିଥିଲେ ହେତୁବାଦୀ । କିନ୍ତୁ ଭୋଜନସ୍ଥଳୀରେ ଧସେଇ ପଶିଥିଲେ ପରମ୍ପରାବାଦୀ ଏବଂ ବଜରଙ୍ଗୀ ଦଳ । ହେତୁବାଦୀଙ୍କ ବ୍ୟାନର...
ପ୍ରେମ ପାଇଁ ଲିଙ୍ଗ ବଦଳାଇଦେଲେ ଶିକ୍ଷୟିତ୍ରୀ
ପ୍ରେମ ପାଖରେ ସବୁକିଛି ସମ୍ଭବ । ପ୍ରେମ ପାଇଁ ପ୍ରେମିକ ପ୍ରେମିକା ମାନେ ଧନୀ-ଗରିବ, ଜାତି-ଅଜାତି ମାନୁନଥିଲେ । କିନ୍ତୁ ଏବେ ଯୁଗ ବଦଳିବା ସହିତ ବଦଳିଯାଇଛି ପ୍ରେମର ତରିକା । ଜଣେ ଖେଳ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଖେଳ ଶିଖାଉ...
ରାଜ ରାଜେଶ୍ୱର ବେଶରେ ଶ୍ରୀଜିଉ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀର ଶେଷ ଦିନ । ଶ୍ରୀମନ୍ଦିରରେ ରାଜ ରାଜେଶ୍ୱର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭୋରରୁ ଭକ୍ତଙ୍କ ଭିଡ ଜମିଥିଲା । ସଅଳ ନୀତି ଯୋଗୁ ସୁନା ବେଶରେ ଶ୍ରୀଜିଉଙ୍କୁ ଦର୍ଶନ...
ଆ-କା-ମା-ବୈ ଗାଇ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଆ କା ମା ବୈ ପାନଗୁଆ ଥୋଇ- ପାନ ଗୁଆ ତୋର.. ମାସକ ଧରମ ମୋର । ଆଜି କାର୍ତ୍ତିକ ମାସର ଶେଷ ଦିନରେ ବିଭିନ୍ନ ପୁସ୍କରଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ଚନ୍ଦ୍ରଗ୍ରହଣ ପାଇଁ ମଧ୍ୟରାତ୍ରୀ ୨...
ଆସୁଛି ୨ଟି ଲଘୁଚାପ
ଘନଉଛି ୨ ଲଘୁଚାପ । ପୁଣି ଥରେ ଅଶାନ୍ତ ହୋଇପାରେ ବଙ୍ଗୋପସାଗର । ପଛକୁ ପଛ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏ ସମ୍ପର୍କରେ ପୂର୍ବାନୁମାନ କରିଛନ୍ତି ଆମେରିକା ପାଣିପାଗ ସଂସ୍ଥା । ଚଳିତ ସପ୍ତାହ ଶେଷ...
ବିଜୟ ପରେ ବିପୁଳ ଭଲପାଇବା
ବିପୁଳ ବିଜୟ ପରେ ଚାଲିଛି ସେଲିବ୍ରେସନ୍ । ଘରକୁ ଘର ବୁଲି ଧନ୍ୟବାଦ ଜଣାଉଛନ୍ତି ନବ ନିର୍ବାଚିତ ବିଧାୟକ । ଆର୍ଶିବାଦ , ଭଲ ପାଇବା ସାଉଁଟୁଛନ୍ତି ସୂର୍ଯ୍ୟବଂଶୀ । ଧାମନଗର ବିଧାୟକଙ୍କୁ ଆରଡିରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି...
କେତେବେଳେ ଡଙ୍ଗା ଭସାଇବେ ଲୋକେ
ଆସନ୍ତାକାଲି ବର୍ଷର ଶେଷ ଗ୍ରହଣ । ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ହୋଇ ସନ୍ଧ୍ୟା ୬ଟା ୧୯ରେ ସର୍ବମୋକ୍ଷ ହେବ । ପୂର୍ଣ୍ଣ ଚନ୍ଦ ଗ୍ରହଣ ଅପରାହ୍ନ ୩ଟା ୪୭ରେ ଆରମ୍ଭ ହେଉଥିଲେ ମଧ୍ୟ ଚନ୍ଦ୍ର ଉଦୟ ହୋଇନଥିବାରୁ...
ହବିଷିଆଳିଙ୍କୁ ମାଡ ମାରି ପୋଲିସ ନିଲମ୍ବିତ
ପୁରୀରେ ଶ୍ରୀମନ୍ଦିର ପରିସରରେ ଜଣେ ହବିଷିଆଳିଙ୍କୁ ପୋଲିସ ମାଡ ମାରି ଲହୁଲୁହାଣ କରିଦେଇଛି । ହବିଷିଆଳି ଜଣକ ହେଉଛନ୍ତି ବ୍ରହ୍ମପୁରର ମାଧୁରୀ ଦାସ । ସେ ବାସେଳି ସାହିରେ ବେସରକାରୀ ହବିଷିଆଳି ଶିବିରରେ ରହୁଥିଲେ । ଆଜି ସେ ଶ୍ରୀମନ୍ଦିରକୁ...
ସବର୍ଣ୍ଣବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ସଂରକ୍ଷଣ କାଏମ
ସବର୍ଣ୍ଣବର୍ଗର ଆର୍ଥିକ ଅନଗ୍ରସରଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ 10 ପ୍ରତିଶତ ସଂରକ୍ଷଣ । 2019ରେ ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବିଧାନ ସଂଶୋଧନ କରି କେନ୍ଦ୍ର ସରକାର ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବା ବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ...
ଜିମ୍ବାଓ୍ବେକୁ ହରାଇ ଭାରତ ଗୃପ୍ ଟପ୍ପର
ଜିମ୍ବାଓ୍ବେକୁ 71 ରନରେ ହରାଇଲା ଭାରତ । ଭାରତର 186 ରନ୍ ଜବାବରେ ଜିମ୍ବାଓ୍ବେ 115 ରନରେ ଅଲଆଉଟ । 8 ପଏଣ୍ଟ ସହ ଭାରତ ଗୃପ୍ ଟପ୍ପର ହୋଇଥିବା ବେଳେ ପାକିସ୍ତାନ 6 ପଏଣ୍ଟ ସହ ଗୃପର ଦ୍ବିତୀୟ...














