ଧାମନଗରରେ ସୂର୍ଯ୍ୟୋଦୟ
ପଛରେ ରହିଗଲା ବିଜେଡି । ଶଙ୍ଖକୁ ପଛରେ ପକାଇ ବାଜି ମାରିଲେ ସୂର୍ଯ୍ୟବଂଶୀ । ଧାମନଗରବାସୀଙ୍କ ହୃଦୟ ଜିତିନେଲେ ୨୭ ବର୍ଷୀୟ ଯୁବ ପ୍ରାର୍ଥୀ । ବିଜେପିର ବଡ ବିଜୟ ପରେ ସବୁଠି ଉତ୍ସାହ, ସେଲିବ୍ରେସନର ମାହୋଲେ । ଉପନିର୍ବାଚନରେ...
କନ୍ୟା ସନ୍ତାନର ମା’ ହେଲେ ଆଲିଆ
କପୁର ପରିବାରକୁ ନୂଆ ସଦସ୍ୟଙ୍କ ଆଗମନ । ବାପ-ମା ବନିଯାଇଛନ୍ତି ରଣବୀର-ଆଲିଆ । ଆଲିଆ ଭଟ୍ଟ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଘରକୁ ଝିଅ ଆସିବାରୁ ବେଶ୍ ଖୁସି ଅଛନ୍ତି ରଣବୀର-ଆଲିଆ । ଛୁଟୁଛି ଶୁଭେଚ୍ଛାର ସୁଅ ।...
ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ
ଟି-ଟ୍ୱେଣ୍ଟି ବିଶ୍ୱକପ । ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ ।୧୨୮ ଟାର୍ଗେଟକୁ ପିଛା କରି ପାକିସ୍ତାନ ୫ ୱିକେଟରେ ବିଜୟୀ । ଗ୍ରୁପ୍ ୨ରେ ଭାରତ ସହ ପାକିସ୍ତାନ ସେମିକୁ ଉନ୍ନିତ ।
ବଡସିହାଂର ବେଶରେ ବାବା ଧବଳେଶ୍ୱର
ପବିତ୍ର ପଞ୍ଚୁକର ତୃତୀୟ ଦିନରେ ବାବା ଧବଳେଶ୍ୱରଙ୍କ ଚାଲିଛି ସ୍ୱତନ୍ତ୍ର ବଡଓଷା ପୂଜା । ମନ୍ତ୍ରପାଠରେ ପଡୁଛି ଉଠୁଛି ଧବଳେଶ୍ୱର ପୀଠ । ହେଲେ ପୀଠରେ ନାହାଁନ୍ତି ଭକ୍ତ । ଭଗବାନଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିପାରୁନାହାଁନ୍ତି ଶ୍ରଦ୍ଧାଳୁ...
ଚାଲିଛି କାଉଣ୍ଟିଂ, ଆଗେଇ ଚାଲିଛି ବିଜେପି
ଜାରି ରହିଛି ଧାମନଗର କାଉଣ୍ଟିଂ । ସପ୍ତମ ରାଉଣ୍ଡର ଟ୍ରେଣ୍ଡ ଅନୁସାରେ, ସୂରଜ ସୂର୍ଯ୍ୟବଂଶୀ ୫୨୦୦ ଭୋଟରେ ଆଗୁଆ । ବିଜେଡି ବର୍ତ୍ତମାନ ସୁଦ୍ଧା ୨୫,୯୦୮ ଭୋଟ ପାଇଥିବାବେଳେ ବିଜେପି ୩୧, ୧୦୮ ଭୋଟ ପାଇଛି । ସେହିପରି...
ଦେଶର ପ୍ରଥମ ଭୋଟରଙ୍କ ମୃତ୍ୟୁ
ଆରପାରିରେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ୍ ସରଣ ନେଗୀ । ଜୀବନର ଶେଷ ଭୋଟ ଦେବାର ଦୁଇ ଦିନ ପରେ ଆଜି ସକାଳେ ୧୦୬ ବର୍ଷୀୟ ନେଗୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆସନ୍ତା ୧୨ ତାରିଖରେ...
ଗଙ୍ଗାଧର ବେଶରେ ବାବା ଧବଳେଶ୍ୱର
ପଞ୍ଚକରେ ଆଜି ଦୁର୍ଲଭ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତି ୪ଟାରୁ ବାବାଙ୍କ ଦ୍ୱାର ଖୋଲାଯାଇ ୧୦୮ କଳସ ସୁବାଷିତ ଜଳରେ ସ୍ନାନ କରାଯାଇଥିଲା । ଏହାପରେ ହୋଇଥିଲା ଗଙ୍ଗାଧର ବେଶ । ଏଲଇଡି ସ୍କ୍ରିନରେ...
ଅବନ୍ତୀ ନା ସୂର୍ଯ୍ୟବଂଶୀ, କାଲି ବାହାରିବ ଭାଗ୍ୟ ଫଳ
ଧାମନଗରରେ କିଏ ମାରିବ ବାଜି । କାଲି ଖୋଲିବ ଇଭିଏମ ପେଡି । ୫ ପ୍ରାର୍ଥୀଙ୍କ ଭାଗ୍ୟଫଳ ବାହାରିବ । କାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ...
ବିରାଟଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
୩୪ ବର୍ଷରେ ପାଦ ଦେଲେ ଭାରତର ରନ୍ ମେସିନ୍ ଭାବରେ ପରିଚିତ ବିରାଟ କୋହଲି । ବିଶ୍ୱ କ୍ରିକେଟରେ କିଙ୍ଗ କୋହଲି ଭାବରେ ପରିଚିତ ବିରାଟ କୋହଲି ନଭେମ୍ବର ୫ ୧୯୮୮ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ନିଜ...
ଡିସେମ୍ବର ୫ରେ ପଦ୍ମପୁର ଭୋଟ୍
ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ପଦ୍ମପୁର ପାଇଁ ଡିସେମ୍ବର ୫ ତାରିଖରେ ଭୋଟିଂ । ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ପ୍ରକାଶ ପାଇବ ବିଗ୍ୟପ୍ତି । ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ...















