27.1 C
Bhubaneswar
Friday, August 14, 2026
-Advertisement-

ଦୁନିଆର ସବୁଠୁ ଉଚ୍ଚ ଶିବ ପ୍ରତିମୂର୍ତ୍ତି , କେଉଁଠି ରହିଛି

ଆଜି ଲୋକାର୍ପଣ ହେବ ଦୁନିଆର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି । ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ୱାରରେ ନିର୍ମିତ ହୋଇଛି ଶିବ ପ୍ରତିମା । ଏହି ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ୩୬୯ ଫୁଟ । ସବୁଠୁ ଉଚ୍ଚ ଏହି ଶିବ...

ତାତିଲେ ଛାତ୍ର କଂଗ୍ରେସ, ଫିଙ୍ଗିଲେ ଅଣ୍ଡା, ଟମାଟୋ

ରାଜଧାନୀ ଭୁବନେଶ୍ୱରରେ ଗର୍ଜିଛନ୍ତି ଛାତ୍ର କଂଗ୍ରେସ । ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ତାତିଛନ୍ତି ଛାତ୍ର କଂଗ୍ରେସ । ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୋଲିସ ଅଟକାଇବାରୁ ଅଣ୍ଡା, ଟମାଟୋ ମାଡ କରିଛନ୍ତି ଛାତ୍ର କଂଗ୍ରେସ...

ହାଇକୋର୍ଟଙ୍କ ଐତିହାସିକ ରାୟ

ବିବାହିତ ଝିଅଙ୍କୁ ମିଳିପାରିବ ଅନୁକମ୍ପା ମୂଳକ ଚାକିରୀ । କୌଣସି ସରକାରୀ କର୍ମଚାରୀଙ୍କର ଚାକିରୀରେ ଥାଇ ମୃତ୍ୟୁ ଘଟିଲେ ତାଙ୍କ ପଦବୀରେ ତାଙ୍କର ବିବାହିତ ଝିଅଙ୍କୁ ଚାକିରୀ ମିଳିପାରିବ । ଏକ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଏମିତି...

କଟକ କାଳୀପୂଜା ଭସାଣିରେ ନାଚିଲେ ଅଘୋରୀ ବାବା

ଲୋକଙ୍କ ମନ ମୋହୁଛି ଅଘୋରୀ ନୃତ୍ୟ । ଢେଙ୍କାନାଳ ଲକ୍ଷ୍ମୀ ପୂଜା ଭସାଣିରେ ଅଘୋରୀଙ୍କ ନୃତ୍ୟ ବେଶ୍ ଭାଇରାଲ ହୋଇଥିଲା । ଏହାପରେ କଟକରେ ଆଜି କାଳୀପୂଜା ଭସାଣିରେ ଦେଖିବାକୁ ମିଳିଥିଲା ଅଘୋରୀଙ୍କ ନୃତ୍ୟ । ଶେଖ୍ ବଜାର ପୂଜା...

ଆମାଜନ/ଫ୍ଲିପ୍‌କାର୍ଟରେ କାହିଁକି ଶସ୍ତାରେ ମିଳୁଛି ସାମାନ୍‌

ସପିଂର ତରିକା ବଦଳାଇଦେଲାଣି ଅନଲାଇନ୍ ବିକ୍ରୀ । ଏବେ ଅନଲାଇନରେ ସପିଂ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଆଗରୁ ଲୋକମାନେ ମାର୍କେଟ ଯାଇ ଅଫଲାଇନ ସପିଂ କରୁଥିଲେ । କିନ୍ତୁ ଏବେ ପେମେଣ୍ଟ ଠାରୁ ଆରମ୍ଭ କରି ସପିଂ...

ହେତୁବାଦୀଙ୍କୁ ଲିଗାଲ୍ ନୋଟିସ୍

ସୂର୍ଯ୍ୟ ଦେବତା ନୁହଁନ୍ତି । ଏତ ଅଗ୍ନିପିଣ୍ଡ । ତେଣୁ ସୂର୍ଯ୍ୟୋପରାଗରେ ହିନ୍ଦୁଶାସ୍ତ୍ର ଅନୁଯାୟୀ ହାଣ୍ଡିଛାଡ, ପରାଗ ସମୟରେ ଖାଦ୍ୟ ଗ୍ରହଣକୁ ବାରଣ କରାଯିବା ଭଳି ପରାମର୍ଶକୁ ବିରୋଧ କରିଥିଲେ ହେତୁବାଦୀ । ଏହାକୁ ନେଇ ବିଭିନ୍ନ ଚାନେଲରେ ତର୍କବିତର୍କ...

ଧଉଳିରେ ଶାନ୍ତିସ୍ତୁପ ପ୍ରତିଷ୍ଠାର ସୁବର୍ଣ୍ଣ ଦିବସ

ଧଉଳିରେ ଶାନ୍ତିସ୍ତୁପ ପ୍ରତିଷ୍ଠାର ସୁବର୍ଣ୍ଣ ଦିବସ ପାଳନ । ଶାନ୍ତିସ୍ତୁପ ପ୍ରତିଷ୍ଠାର ପଚାଶ ବର୍ଷ ପୂର୍ତ୍ତିକୁ ଧଉଳିରେ ଖୁବ୍ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି । ଏହି ଅବସରରେ ଦେଶ ଓ ଦେଶ ବାହାରର ବିଭିନ୍ନ ପ୍ରାନ୍ତରରୁ ବୌଦ୍ଧଭିକ୍ଷୁ ଓ...

ଗେମ୍ କରିବ ବିଜେଡି !

ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜ ସ୍ଥିତି ବଜାୟ ରଖିବାକୁ ବିଜେପି କରୁଛି ଆପ୍ରାଣ ଉଦ୍ୟମ । ବିଷ୍ଣ ସେଠୀଙ୍କ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ନିର୍ବାଚନ ଜିତାଇବା ପାଇଁ ଦଳୀୟ ନେତା ଲାଗି ପଡିଛନ୍ତି । ପୂର୍ବତନ ବିଜେଡି...

ପୁଣି ବାଜି ମାରିଲା ଟିମ୍ ଇଣ୍ଡିଆ

ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ବିଜୟ । ନେଦରଲାଣ୍ଡସକୁ ୫୬ ରନରେ ହରାଇଲା ଟିମ୍ ଇଣ୍ଡିଆ । ୧୮୦ ଟାର୍ଗେଟକୁ ପିଛା କରି ନେଦରଲାଣ୍ଡସ ୧୨୩/୯ରେ ସୀମିତ । ଭୁବନେଶ୍ୱର, ଅର୍ଶଦୀପ, ଅକ୍ଷର, ଅଶ୍ୱିନୀଙ୍କୁ ୨ଟି ଲେଖାଏଁ ୱିକେଟ୍...

ଆଜମ୍ ଖାନ୍ ଦୋଷୀ ସାବ୍ୟସ୍ତ

ବିଧାୟକ ଆଜମ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ । ଦଣ୍ଡାଦେଶ ଦେଲେ ରାମପୁର କୋର୍ଟ । ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା । ଦଣ୍ଡାଦେଶ ପରେ ଯାଇପାରେ ଆଜମ ଖାନଙ୍କ ବିଧାୟକ...
- Advertisement -

Latest article

Coolbet Mobil Ytelsestips

Innhold1. Velg Rett Plattform: App eller Mobilnettleser?2. Optimaliser Din Enhet for Topp ytelse3. Sjekk og Forbedre Nettverkstilkoblingen4. Feilsøking av Vanlige Problemer5. Ytterligere Tips for...

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...