ନେଦରଲାଣ୍ଡସକୁ ୧୮୦ ରନରେ ଟାର୍ଗେଟ ଦେଲା ଭାରତ
ନେଦରଲାଣ୍ଡସକୁ ୧୮୦ ରନରେ ଟାର୍ଗେଟ ଦେଲା ଭାରତ l ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୭୯ ରନ କରିଛି । କେ.ଏଲ ରାହୁଲ ୯ ରନ୍...
ମିଳିବ ସମାନ ପାଉଣା
ଭାରତୀୟ କ୍ରିକେଟରେ ଏବେ ମହିଳା ଏବଂ ପୁରୁଷ ମଧ୍ୟରେ ରହିବନି ଭେଦଭାବ । ଉଭୟଙ୍କୁ ମିଳିବ ବରାବର ମ୍ୟାଚ୍ ଫି’ । ମ୍ୟାଚ୍ ଫି’ କୁ ନେଇ ବିସିସିଆଇ ବଡ ଘୋଷଣା କରିଛି । ପୁରୁଷ କ୍ରିକେଟରଙ୍କ ସହ ସମାନ...
ଗାଧେଇଲେ ବୋଲି ଜୀବନ ଚାଲିଗଲା
ପ୍ରଥମ ଥର ସ୍ନାନ କରିବା ପରେ ଆଖି ବୁଜିଛନ୍ତି ଅମୁ ହାଜି । ବିଶ୍ୱାସ ଥିଲା ଅପରିଷ୍କାର ରହିଲେ ଲମ୍ବା ଆୟୁଷ ରହିବ । ହେଲେ ୯୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଇରାନରେ ରହୁଥିବା ଦୁନିଆର ସବୁଠାରୁ ଅପରିଷ୍ମାର...
ସ୍ତ୍ରୀକୁ ବଞ୍ଚାଇବା ବଦଳରେ ଭିଡିଓ କରୁଥିଲା ସ୍ୱାମୀ
ଉତ୍ତର ପ୍ରଦେଶ କାନପୁରରେ ଯୁବକଙ୍କ ଜଘନ୍ୟ କାଣ୍ଡ । ପତ୍ନୀ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ସ୍ୱାମୀ ତାଙ୍କ ଜୀବନ ବଞ୍ଚାଇବା ବଦଳରେ କରୁଥିଲେ ଭିଡିଓ ସୁଟିଂ । ମହିଳା ଜଣକ ପ୍ରଥମ ଉଦ୍ୟମରେ ବଞ୍ଚି ଯାଇଥିବା...
ନମ୍ବର ପ୍ଲେଟ:ସତ୍ୟପାଠ ମାଗିଲେ ହାଇକୋର୍ଟ
ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । ସତ୍ୟପାଠ ଦାଖଲ ପାଇଁ ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସ୍ଲଟ ବୁକିିଂର ସ୍ଥିତି, ଭିତ୍ତିଭୂମି ବାବଦରେ ଜଣାଇବାକୁ ନିର୍ଦ୍ଦେଶ । ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।...
ଜାମିନ ଆବେଦନ କଲେ ଅର୍ଚ୍ଚନା ନାଗ୍
ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ । ବ୍ଲାକେମେଲିଂ ମାମଲାରେ ହାଜର କଲା ପୋଲିସ । ଝାରପଡା ଜେଲରୁ କଡା ସୁରକ୍ଷାରେ ଆସି କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା । ଗିରଫ ପରେ ପ୍ରଥମ...
ଗ୍ୟାଙ୍ଗଷ୍ଟାର ସକିଲଙ୍କୁ ତଡିପାର୍ ନିର୍ଦ୍ଦେଶ
କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲଙ୍କୁ ତଡିପାର୍ । ସକିଲଙ୍କୁ ତଡିପାର୍ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ । ନିକଟରେ ଜେଲରୁ ବେଲ୍ରେ ମୁକୁଳିଥିଲା ସକିଲ । ମୁକୁଳିବା ପରେ ସେ ବିବାହ କରିଥିଲା । ହତ୍ୟାକାଣ୍ଡ, ଅପହରଣ...
କେଜ୍ରିୱାଲଙ୍କ ଅନୁରୋଧ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନୁରୋଧ । କେଜ୍ରିୱାଲ କହିଛନ୍ତି ଯେ, ଆମେ ସମସ୍ତେ ଚାହୁଁଛୁ ଭାରତ ବିକଶିତ ଦେଶ ହେଉ । ଭାରତର ପ୍ରତ୍ୟେକ ପରିବାର ଧନୀ ହୁଅନ୍ତୁ । ଏଥିପାଇଁ ଅନେକ କାମ କରିବାର ଅଛି ।...
କଂଗ୍ରେସ ଦାୟିତ୍ୱ ନେଲେ ଖଡଗେ
କଂଗ୍ରେସ ପାର୍ଟିରେ ନୂଆ ଯୁଗର ଆରମ୍ଭ । ୨୪ ବର୍ଷ ପରେ ପାର୍ଟିକୁ ଅଣ ଗାନ୍ଧି ଅକ୍ଷଧ୍ୟ ମିଳିଛି । କଂଗ୍ରେସ ଅଧକ୍ଷ୍ୟ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖଡଗେ । ନୂଆଦିଲ୍ଲୀ ଏଆଇସିସି କାର୍ଯ୍ୟଳୟରେ ଦଳର ନିର୍ବାଚନ ଅଧିକାରୀଙ୍କ...
ନେଟ୍ ପ୍ରାକ୍ଟିସ୍ ପାଇଁ ମନାକଲା ଟିମ୍ ଇଣ୍ଡିଆ
ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆକୁ ଯାଇଥିବା ଟିମ୍ ଇଣ୍ଡିଆକୁ ଅଣଦେଖା । ସିଡନୀରେ ଖାଇବାକୁ ଥଣ୍ଡା ସ୍ୟାଣ୍ଡୱିଚ୍ ଦିଆଯାଇଥିବାର ଅଭିଯୋଗ ଆଣିଛି ବିସିସିଆଇ । କୌଣସି ଆନୁସଙ୍ଗିକ ସୁବିଧା ମଧ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି । ଟିମ୍ ଇଣ୍ଡିଆ ରହୁଥିବା...















