ଦିନଟିଏ ବନ୍ଦ ରହିଲା ଧବଳେଶ୍ବର ଝୁଲା ପୋଲ
ଗୁଜରାଟ ମର୍ବି ଝୁଲାପୋଲ ଦୁର୍ଘଟଣା ପରେ କାଲିଠାରୁ ଦିନକ ପାଇଁ ଧବଳେଶ୍ବର ଝୁଲାପୋଲରେ ଯାତ୍ରୀଙ୍କ ଯାତାୟତକୁ ବନ୍ଦ କରିଛି ପ୍ରଶାସନ । ପୋଲର ସୁରକ୍ଷା ଯାଞ୍ଚ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଷୟିକ ଟିମ୍ ଭଲଭାବରେ ଯାଞ୍ଚ...
ଗୁଜରାଟ ଝୁଲାପୋଲ ଟ୍ରାଜେଡି : 141 ମୃତ
ଗୁଜରାଟ ଝୁଲାପୋଲ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 141 ଛୁଇଁଲା । ଗୁଜରାଟର ମର୍ବିରେ ଥିବା ଦେଢଶହ ବର୍ଷ ତଳର ବ୍ରିଟିଶ ଅମଳର ଏହି ଝୁଲାପୋଲରେ ଶହ ଶହ ଯାତ୍ରୀ ଛଟ୍ ପୂଜା ପାଇଁ ଯାଉଥିବା ବେଳେ ଗତକାଲି ସଂଧ୍ୟାରେ ପୋଲଟି...
ଧବଳେଶ୍ବର ଝୁଲାପୋଲରେ ଯାତାୟତ କ୍ଷମତା କମିଲା
ଗୁଜରାଟ ଝୁଲାପୋଲ ଟ୍ରାଜେଡି ପରେ କଟକ ଧବଳେଶ୍ବର ପୀଠ ଝୁଲାପୋଲରେ ଯାତ୍ରୀଙ୍କ ଯାତାୟତ କ୍ଷମତାକୁ ହ୍ରାସ କରାଯାଇଛି । କୋଲକତାର ଏକ ବୈଷୟିକ ସଂସ୍ଖା ଯାଞ୍ଚ କରିବା ପରେ ଧବଳେଶ୍ବର ଝୁଲାପୋଲରେ ଏକକାଳୀନ 200 ଯାତ୍ରୀ ଯାଇପାରିବେ ବୋଲି ଆଠଗଡ...
ରାମକୃଷ୍ଣଙ୍କୁ ନାଗରିକ ସମ୍ବର୍ଦ୍ଧନା
ସିପିଆଇ ଜାତୀୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ରାମକୃଷ୍ଣ ପଣ୍ଡାଙ୍କୁ ନାଗରିକ ସମ୍ବର୍ଦ୍ଧନା I ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା I ଶରତ ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ...
ଭୁଶୁୁଡିଲା ବ୍ରିଜ୍, ତଳକୁ ଖସି ପଡିଲା ୨ଟି କାର୍
କଳାହାଣ୍ଡି ଥୂ.ରାମପୁର ରାସ୍ତାର ସାଇଧାମ ନିକଟରେ ଥିବା ବ୍ରିଜ୍ ଭୁଶୁଡିପଡିଛି । ବ୍ରିଜ୍ ଉପରେ ଯାଉଥିବା ୨ଟି କାର୍ ଖସି ପଡିବା ଫଳରେ ଚାପି ହୋଇ ରହିଛି । ୨ଟି କାରରେ ପ୍ରାୟ ୬ ଜଣ ଥିବା ସୂଚନା ରହିଛି...
ଓଡିଆ ଝିଅ କୁନିଙ୍କୁ ମୋଦିଙ୍କ ପ୍ରଶଂସା
ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ମୋଦି ଓଡିଶାର କୁନି ଦେହୁରୀ ଓ ଭୁବନେଶ୍ୱର ଆଇଆଇଟିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କେନ୍ଦୁଝରର କୁନି ଦେହୁରୀ ସୌର ଶକ୍ତି...
ମୃତ୍ୟୁସଂଖ୍ୟା ୧୫୧ ଛୁଇଁଲାଣି
ଦକ୍ଷିଣ କୋରିଆର ରାଜଧାନୀ ସିୱେଲରେ ହାଲୋୱିନ୍ ପର୍ବ ପାଳନ ବେଳେ ଅଘଟଣ । ପ୍ରବଳ ଦଳାଚକଟା ଯୋଗୁଁ ଏପର୍ଯ୍ୟନ୍ତ ୧୫୦ ଜଣଙ୍କ ଜୀବନ ଚାଲିଯାଇଛି । ୧୦୦ ଲୋକ ଆହତ ହୋଇଛନ୍ତି । ଶନିବାର ଦିନ ସିଓଲର...
ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ, ଦିଆଯିବ ଚାକିରୀ
ଥମିଛି ଦାରୁଠେଙ୍ଗରେ ଉତ୍ତେଜନା । ରାସ୍ତାରୋକରୁ ହଟିଛନ୍ତି ସ୍ଥାନୀୟ ଲୋକେ । ଆଜି ବିଏମସି ଅଳିଆ ଗାଡି ଧକ୍କାରେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି । ଏହାପରେ ଘଟଣାସ୍ଥଳରେ ବିରୋଧ ପ୍ରଦର୍ଶନ କରିଥିଲେ ଲୋକେ । ଘଟଣାସ୍ଥଳରେ ବିଏମସି...
ସୁପର ସଣ୍ଡେରେ ସୁପର ମୁକାବିଲା
ଟି-୨୦ ବିଶ୍ୱକପରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍ । ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ୨ ଟିମ୍ । ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ ।...
ମୂଲ୍ୟ ରହିଛି ୩୫ ହଜାର
ପେଟ୍ରୋଲ ଦାମ୍ ରୁ ରକ୍ଷା ପାଇବା ପାଇଁ ଏବେ ଲୋକମାନେ ବାଛୁଛନ୍ତି ନିଜ ପ୍ରିୟ କମ୍ପାନୀର ବିଦ୍ୟୁତଚାଳିତ ଗାଡି । କେଉଁ ବିଦ୍ୟୁତ୍ଚାଳିତ ଗାଡିର ଦାମ କେତେ , ଫିଚର କାହାର କଣ ରହିଛି ସେ ସବୁକୁ ଦେଖି ଗାଡି...















