ଥାନାରେ ପହଁଞ୍ଚିଲେ ସନ୍ତୋଷ
ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ନୂଆ ମୋଡ । ଥାନାରେ ହାଜର ହୋଇଛନ୍ତି ବୟଫ୍ରେଣ୍ଡ ସନ୍ତୋଷ ପାତ୍ର । ନୟାପଲ୍ଲୀ ଥାନାରେ ସେ ହାଜର ହେବା ପରେ ଏସିପିଙ୍କ ନେତୃତ୍ୱରେ ତାଙ୍କୁ ପଚରାଉଚରା ଚାଲିଛି । ଗତକାଲି...
ଆଜି ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ଭରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷାବଳୟ ଭିତରେ ଓଡିଶା ଭବନରୁ ସଂସଦ ଭବନ ଯାତ୍ରା କରିଛନ୍ତି । ସହଯୋଗୀ ଦଳଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବେ...
ଦ୍ରୌପଦୀଙ୍କୁ ସମର୍ଥନ କରିବନି କଂଗ୍ରେସ
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବନି କଂଗ୍ରେସ । ଏହା କହିଛନ୍ତି ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଦ୍ରୌପଦୀ ମୁର୍ମୁ ଜଣେ ଭଲ ବିଧାୟକ ଥିଲେ ଏବଂ ଜଣେ ଭଲ ମଣିଷ...
ଦିଲ୍ଲୀରେ ଦ୍ରୌପଦୀଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା
କଡା ସୁରକ୍ଷା ଭିତରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରୁ ନୂଆଦିଲ୍ଲୀ ଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀ ବିମାନବନ୍ଦରରେ ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ବିଜେପିର ବହୁ ନେତା ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଥିଲେ । ସେଠାରୁ...
ନୂଆଦିଲ୍ଲୀ ଅଭିମୁଖେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସହଯୋଗର କାମନା କରି କଡା ସୁରକ୍ଷା ଭିତରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଯାତ୍ରା କରିଛନ୍ତି ଦ୍ରୌପଦୀ । ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁବନେଶ୍ୱର ବିମାନ ବନ୍ଦରରେ...
ଏମିତି ଥିଲା ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଯାତ୍ରା
ମହିଳା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ । ସେ ପ୍ରଥମେ ଶିକ୍ଷୟିତ୍ରୀ ଥିଲେ । ପରେ ଶିକ୍ଷୟିତ୍ରୀ ଚାକିରୀ ଛାଡି ରାଜନୀତିରେ ସାମିଲ ହୋଇଥିଲେ । ରାଇରଙ୍ଗପୁରର କାଉନସିଲ ଭାବରେ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଦ୍ରୌପଦୀ ।୨୦୦୦ରୁ...
ଦ୍ରୌପଦୀ ମୁର୍ମୁ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ
ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ I ଦ୍ରୌପଦୀଙ୍କ ନାଁ ବହୁ ପୂର୍ବରୁ ଚର୍ଚ୍ଚାରେ ଥିବାବେଳେ ଆଜି ଦ୍ରୌପଦୀଙ୍କ ନାଁ ଘୋଷଣା କରିଛି ଏନ ଡି ଏ I ମିଳିତ ବିରୋଧୀଦଳ ପ୍ରାର୍ଥୀ ଯଶୋବନ୍ତଙ୍କ...
ଅନୁଭବଙ୍କୁ ଝଟକା
ବର୍ଷା-ଅନୁଭୁବ ପାରିବାରିକ ବିବାଦ ମାମଲା । ପୁଣି ଅନୁଭବଙ୍କୁ ଲାଗିଛି ଝଟକା । ଅନୁଭବଙ୍କ ପୈତୃକ ଘରେ ହିଁ ରହିବେ ବର୍ଷା ପ୍ରିୟଦର୍ଶିନୀ । ନିକଟରେ ଏସଡିଜେଏମ କୋର୍ଟ ଶୁଶାଣି କରି ନିର୍ଦ୍ଦେଶ ଦେଇଥିଲେ ଯେ, ଅନୁଭବଙ୍କ ଘର ଛାଡି...
ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ
ଯଶୱନ୍ତ ସିହ୍ନା ହେବେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ । ମିଳିତ ବିରୋଧୀ ଦଳ ବୈଠକରେ ସିହ୍ନାଙ୍କ ନାଁ ଚୂଡାନ୍ତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖାର୍ଗେ ଘୋଷଣା କରିଛନ୍ତି । ଏନସିପି ସୁପ୍ରିମୋ...
ବବିଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ
ବିଜୁ ଜନତା ଦଳରେ ସାମିଲ ହେଲେ କଟକ ସୂତାହାଟର ମିନତୀ ପଟ୍ଟନାୟକ । କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ରିକ୍ସା ଚାଳକଙ୍କ ନାଁରେ ଲେଖି ଚର୍ଚ୍ଚାକୁ ଆସିଥିଲେ ମିନତୀ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ...
















