27.1 C
Bhubaneswar
Sunday, August 16, 2026
-Advertisement-

ନିଜକୁ ନିଜେ ବାହାହେବେ

ମୁଁ ଏ ଦୁନିଆ ଆଉ ସମାଜରୁ ଅଲଗା । ପିଲାବେଳୁ ସବୁବେଳେ ଅଜବ କାରନାମା କରେ । ଘରେ ମୋତେ କହିଲେ ତୋର ଯାହା ଇଛା ସେୟା କର । ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି ନିଜକୁ ନିଜେ ବାହାହେବି...

ଅନୁଭବଙ୍କ ଘର ଛାଡିବେ ବର୍ଷା

ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଏସଡିଜେଏମ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡିବା ପାଇଁ ଏସଡିଜେଏମ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ଷାଙ୍କ ରହିବା ପାଇଁ ଅନୁଭବ...

ଗଛକଟାରେ ଲାଗିଲା ରୋକ୍

ଗଛକଟା ଉପରେ ଲାଗିଲା ରୋକ୍ । ରାଜଧାନୀରେ ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ ନିର୍ମାଣ ନିମନ୍ତେ ସରକାର ଆରମ୍ଭ କରିଥିବା ଗଛକଟା ଅଭିଯାନ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଏଥିସହିତ ସତ୍ୟପାଠ ଜରିଆରେ ବହୁତଳ ପ୍ରାସାଦ ସଂପର୍କରେ ବିସ୍ତୃତ...

ପଦ୍ମ ଧରିଲେ ହାର୍ଦ୍ଧିକ ପଟେଲ

ହାତ ଛାଡି ପଦ୍ମ ଧରିଲେ ହାର୍ଦ୍ଧିକ ପଟେଲ । ଗାନ୍ଧୀନଗରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ବିଜେପିରେ ସାମିଲ ହୋଇଛନ୍ତି ଯୁବ ନେତା ହାର୍ଦ୍ଧିକ ପଟେଲ । ନିକଟରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ବିଜେପିରେ ଯୋଗଦେବା ପରେ ହାର୍ଦ୍ଧିକ...

ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣୀ

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଣାଣୀ ଆରମ୍ଭ ହୋଇଛି । ପ୍ରକଳ୍ପକୁ ନେଇ ବହୁ ବାଦ ବିବାଦ ଦେଖାଦେବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ପରିକ୍ରମା ପ୍ରକଳ୍ପ ପାଇଁ କୌଣସି ଅନୁମତି ଦିଆଯାଇ ନ ଥିବା ବରିଷ୍ଠ ଆଇନଜୀବୀ...

ରାତିରେ ଧଉଳି ଭିତରେ ପଶି ମୂର୍ତ୍ତୀ ଭାଙ୍ଗିଦେଲେ

ଶାନ୍ତିସ୍ତୁପ ଧଉଳିର ନବୀକରଣ ବେଳେ ବିଭ୍ରାଟ । ନିର୍ମାଣ କାମ ଚାଲିଥିବାବେଳେ ଭୂମି ସ୍ପର୍ଶ ମୁଦ୍ରାରେ ଥିବା ବୁଦ୍ଧଙ୍କ ମୂର୍ତ୍ତି ଭାଙ୍ଗିଥିବା ଅଭିଯୋଗ ହୋଇଛି । ଓଡିଶା ସେତୁ ନିର୍ମାଣ ନିଗମ ବିଭାଗର ତତ୍ତ୍ୱାବଧାନରେ ଏକ ଠିକା ସଂସ୍ଥା ନବୀକରଣ...

ଇସ୍ତଫା ନୁହେଁ, ନୂଆ କାମ ଆରମ୍ଭ କରୁଛି

ବିସିସିଆଇ ଅଧକ୍ଷ୍ୟ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଟୁଇଟକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ଲାଗିଲା ବ୍ରେକ୍ । ଟୁଇଟ୍ ପରେ ଗାଙ୍ଗୁଲି ବିିସିସିଆଇ ପଦ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଗାଙ୍ଗୁଲି...

ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା

ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା । ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟରରେ ସ୍ପଷ୍ଟ କରିଛନ୍ତି ଗାଙ୍ଗୁଲି । ସେ ଲେଖିଛନ୍ତି କ୍ରିକେଟରେ ୩୦ ବର୍ଷ ପୂରଣ କରିଛି, ଆପଣଙ୍କ ସ୍ନେହଶ୍ରଦ୍ଧା ପାଇଛି । ଏବେ ନୂଆ...

9 ରୁ କଂଗ୍ରେସର ପଦଯାତ୍ରା

ପ୍ରତି ଜିଲ୍ଲାରେ ପଦଯାତ୍ରା କରିବ କଂଗ୍ରେସ । ଆସନ୍ତା 9 ତାରିଖରୁ ଏହି ପଦଯାତ୍ରା ଆରମ୍ଭ ହେବ । ନିଜେ ପିସିସି ସଭାପତି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତି ଜିଲ୍ଲାରେ 75 କିଲୋମିଟର ପଦଯାତ୍ରା କରିବେ ।...

କେକେଙ୍କ ଦେହରେ କ୍ଷତ ଚିହ୍ନ ନେଇ ବଢିଲା ସସପେନ୍ସ

ସମସ୍ତଙ୍କର ଅତିପ୍ରିୟ ସିଙ୍ଗର କେକେ ଆଉ ନାହାଁନ୍ତି । ତାଙ୍କର ଅକାଳ ବିୟୋଗରେ ମର୍ମାହତ ଫ୍ୟାନ୍ , ସିଙ୍ଗର ଜଗତ । ତେବେ ଲାଇଭ୍ କନସର୍ଟରେ ଏମିତି କଣ ହେଲା ଯେ, କେକେଙ୍କ ଜୀବନ ଚାଲିଗଲା । କେକେଙ୍କ...
- Advertisement -

Latest article

¿Se pueden tener dos cuentas en Golisimo? Normas sobre duplicados explicadas

ÍndiceLa Política Oficial de Golisimo sobre Múltiples CuentasProcedimiento para Solicitar el Cierre o Fusión de una Cuenta DuplicadaCasos Especiales y Excepciones a la ReglaConsecuencias...

Lucky7 Complaint Response Time Trends

ContentsCommon Issues and Expected Initial Response TimesThe Step-by-Step Process for Submitting a ComplaintFactors That Influence Resolution SpeedWhat to Do If Your Complaint is DelayedBest...

Bonus di Benvenuto Kyngs Deposito Minimo Spiegato

IndiceCos'è il Deposito Minimo per il Bonus di Benvenuto?Guida Passo-Passo per Reclamare il BonusMetodi di Pagamento e Tempi di ElaborazioneTermini e Condizioni Chiave da...