ଏବେ ଖୋଲିବନି ପ୍ରଥମରୁ ପଞ୍ଚମ ସ୍କୁଲ
ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ଦ୍ୱନ୍ଦ ଲାଗି ରହିଥିଲା । ତାହା ଆଜି ସ୍ପଷ୍ଟ ହୋଇଛି । ଏବେ ଖୋଲିବନି ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ...
ପ୍ରଧାନମନ୍ତ୍ରୀଙ୍କ ଭେଟି
ନୂଆବର୍ଷରେ ଦେଶର ଚାଷୀଙ୍କୁ ପିଏମ କିଷାନ ଯୋଜନାର ଦଶମ କିସ୍ତି ପ୍ରଦାନ କରାଯାଇଛି । ଚାଷୀଙ୍କୁ ନୂଆବର୍ଷ ଭେଟିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇ ଏହି ରାଶି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ।...
ନୂଆ ବର୍ଷରେ ରାଜଧାନୀରେ ରକ୍ତର ଛିଟା
ବର୍ଷ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଗଡିଲା ମୁଣ୍ଡ । ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ନିର୍ମମ ହତ୍ୟାକାଣ୍ଡ । ଗତକାଲି ବଳିମ୍ବିତ ରାତିରେ ନୂଆବର୍ଷର ଭୋଜିକୁ ନେଇ ଗଣ୍ଡୋଗୋଳ ପରେ ଜଣଙ୍କୁ ପିଟି ପିଟି ହତ୍ୟା କରିଦିଆଯାଇଥିବା ଅଭିଯୋଗ ହୋଇଛି...
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି । ରାଜ୍ୟ ସରକାରୀ କର୍ମଚାରୀଙ୍କର ବଢିଲା ମହଙ୍ଗା ଭତ୍ତା । ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି । ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବଢିଲା ମହଙ୍ଗା ଭତ୍ତା । ବର୍ଦ୍ଧିତ...
ନୂଆବର୍ଷକୁ ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ
ବିଶ୍ୱର ପ୍ରଥମ ଦେଶ ଭାବରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ନ୍ୟୁଜିଲାଣ୍ଡର ଅକଲାଣ୍ଡବାସୀ । ସାରା ଦେଶରେ ନୂଆବର୍ଷକୁ ସ୍ୱାଗତ ପାଇଁ ବିଶେଷ ପ୍ରସ୍ତୁତି କରାଯାଇଥିଲା । ସୁନ୍ଦର ଆଲୋକମାଳା ସାଙ୍ଗକୁ ଆତସବାଜୀ ସହିତ ନୂଆବର୍ଷକୁ ଏଠାରେ ସ୍ୱାଗତ କରାଯାଇଛି ।...
୫ ମହାନଗରରେ ଜାଗା ମିଶନ
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୋଟ୍ ୯ଟି ପସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ଜଣାପଡିଛି । ୫ଟି ମହାନଗର ନିଗମରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ୫ଟି ମହାନଗର ନିଗମର ବସ୍ତି...
ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ
ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନିଷ୍ପତ୍ତି । ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ । ଏଡେଡ ବେସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ ଶିକ୍ଷକ ପାଇବେ । ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ...
ମାସସାରା ହୋଇପାରିବନି ପିକନିକ୍
ଜାନୁଆରୀରେ ପୂର୍ବମାସ ଭଳି ସମସ୍ତ ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ସକାଳ ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସମସ୍ତ...
ଟିମ୍ ଇଣ୍ଡିଆର ସେଞ୍ଚୁରିଅନ୍ ବିଜୟ
ସେଞ୍ଚୁରିଅନ ବିଜୟ ସହ 2021 ବର୍ଷ ଶେଷ କଲା ଟିମ୍ ଇଣ୍ଡିଆ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରିକାରେ ଭାରତ ୧୧୩ ରନରେ ବିଜୟୀ ହୋଇଛି ।
ଆଜିର ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ...
ବୁଷ୍ଟର ଡୋଜ୍ ପାଇଁ ପ୍ରସ୍ତୁତ ରୁହ
ବୁଷ୍ଟର ଡୋଜ୍ ବା ପ୍ରତିଷେଧମୂଳକ ଡୋଜ୍ ପାଇଁ ଆସିବ ମେସେଜ୍ । ଟିକା ପାଇଁ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ପାଖକୁ ଆସିବ ଏସଏମଏସ । ଏସଏମଏସ ଯୋଗେ ସେମାନଙ୍କ ପାଖକୁ ସୂଚନା ଆସିବ ବୋଲି କହିଛି କେନ୍ଦ୍ର । ଜାନୁଆରୀ...
















