୫୦ ହଜାର ପାଇଁ ୧୧ ଦିନର ପୁଅକୁ ବିକିଥିଲା ବାପା, ମା’ର ଅଭିଯୋଗ ପରେ..
ରାଜଧାନୀରେ ଶିଶୁ ବିକ୍ରୀ ଅଭିଯୋଗରେ ଜଣେ ଗିରଫ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାଙ୍କୁ ଗିରଫ କରିଛି ପୋଲିସ । ନୟାଗଡରୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ତେବେ ୫୦ ହଜାର ଟଙ୍କାରେ ବିକ୍ରୀ କରିଥିବା...
ଲ୍ୟାଣ୍ଡଫଲ ପୂର୍ବରୁ ତାଣ୍ଡବ ରଚିଲାଣି ‘ତୌକତେ’
ଗୋଆ ଉପକୂଳରେ ତାଣ୍ଡବ ରଚୁଛି ବାତ୍ୟା ତୌକତେ । ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁଁ ବହୁ କ୍ଷୟକ୍ଷତି ଘଟୁଥିବା ଦେଖିବାକୁ ମିଳୁଛି । ରାସ୍ତା ଉପରେ ବଡବଡ ଗଛ ପଡିଥିବାବେଳେ ଗାଡି ମଟର ଭାଙ୍ଗିଯାଇଛି । କର୍ଣ୍ଣାଟକରେ ୭୫...
ବାହା ଭୋଜି ପାଇଁ ନୂଆ ନିୟମ
ଗଞ୍ଜାମରେ ବାହାଭୋଜି ପାଇଁ ନୂଆ ନିୟମ । ଜିଲ୍ଲାରେ ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କର କରୋନା ଟେଷ୍ଟ ହେବ । ଏପରିକି ପଜିଟିଭ୍ ଆସିଲେ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ । କରୋନା ସଙ୍କ୍ରମଣ...
ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ୍
ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲକଡାଉନ ଅବଧି ବୃଦ୍ଧି ଘୋଷଣା କରିବା ସହ ସ୍ଥିତିରେ ସୁଧାର ଆସିଥିବା କହିଛନ୍ତି । ଲକଡାଉନ ଯୋଗୁ ସଂକ୍ରମଣ ଏବେ ତଳମୁହାଁ ହେବାରେ ଲାଗିଛି...
ଫିଲ୍ମ, ସିରିଏଲ ସୁଟିଂ ଉପରେ ଲାଗିଲା କଟକଣା
ରାଜ୍ୟରେ ଦ୍ରୁତ ବେଗରେ ବଢିବାରେ ଲାଗିଛି କରୋନା ପଜିଟିଭ୍ଙ୍କ ସଂଖ୍ୟା । ମୃତ୍ୟୁ ହାରରେ ମଧ୍ୟ ବ୍ରେକ ଲାଗୁନି । ବଢୁଥିବା ସଙ୍କ୍ରମଣରେ ବ୍ରେକ୍ ଲଗାଇବାକୁ ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସୁଟିଂ ଉପରେ...
ମାଡି ଆସୁଛି ତଉକ୍ତେ
ଭୟଙ୍କର ରୂପ ଧାରଣ କରି ଗୁଜୁରାଟ ଉପକୂଳକୁ ମାଡି ଆସୁଛି ବାତ୍ୟା ତଉକ୍ତେ । ଶନିବାର ସଂଧ୍ୟା ସୁଦ୍ଧା ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ବାରଘଣ୍ଟା ଭିତରେ ଏହା...
କରୋନାରେ ଆଖି ବୁଜିଲେ ମମତା ବାନାର୍ଜୀଙ୍କ ଭାଇ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଡୀଙ୍କ ଭାଇ ଅସୀମ ବାନାର୍ଜୀଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କ ପରଲୋକ ଘଟିଥିବା କୁହାଯାଇଛି । କୋଭିଡ ପଜିଟିଭ ରିପୋର୍ଟ ଆସିବା ପରେ ହସପିଟାଲରେ ତାଙ୍କୁ ଭର୍ତ୍ତି...
ପଶ୍ଚିମବଙ୍ଗରେ ବଢିଲା ଲକଡାଉନ୍
ପଶ୍ଚିମବଙ୍ଗରେ ଆସନ୍ତାକାଲିଠାରୁ ଲକ୍ ଡାଉନ ଅବଧି ଦୁଇ ସପ୍ତାହ ପାଇଁ ବଢିଲା । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଲକ୍ ଡାଉନ ନିୟମକୁ ମଧ୍ୟ ରାଜ୍ୟ ସରକାର ପୂର୍ବାପେକ୍ଷା ଅଧିକ କଡା...
ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍
ପ୍ରଥମ ଲହରକୁ ଟପିଗଲା କରୋନାର ଦ୍ୱିତୀୟ ଲହର । ଦ୍ୱିତୀୟ ଲହରରେ କରୋନା ତାଣ୍ଡବ ରଚୁଛି । ଅନେକ ଲୋକଙ୍କ ଜୀବନ ବି ଗଲାଣି । ବିଶେଷକରି ଗୁରୁତ୍ତର ରୋଗୀଙ୍କୁ ଆଇସିୟୁ କିମ୍ବା ଭେଣ୍ଟିଲେଟର ମିଳୁନଥିବା ଅଭିଯୋଗ ହେଉଛି ।...
ନୂଆ ରୂପରେ ସ୍ୱର୍ଗଦ୍ୱାର
ନୂଆରୂପରେ ସ୍ୱର୍ଗଦ୍ୱାର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଆଜି ଉଦଘାଟନ କରିଛନ୍ତି । ଶବ ସଂସ୍କାର ପାଇଁ ଆସୁଥିବା ଲୋକଙ୍କ ପାଇଁ ନୂଆ ସ୍ୱର୍ଗଦ୍ୱାରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ୱର୍ଗଦ୍ୱାରରେ...


















