ରାଜ୍ୟରେ ବଢିପାରେ ଲକଡାଉନ୍!
ଆଜି ଅପରାହ୍ନରେ କଣ କହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସାଢେ ୪ଟାରେ ପ୍ରେସମିଟ୍ ରହିଛି । ସୁରେଶ ମହାପାତ୍ରଙ୍କ ସହିତ ଏନଏଚଏମ ନିର୍ଦ୍ଦେଶିକା ଏବଂ ବିଏମସି କମିଶନର ମଧ୍ୟ ଉପସ୍ଥିତ ରହିବେ । କରୋନା...
ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର୍
ରାଜ୍ୟରେ ଦିନକରେ କରୋନା ଯୋଗୁଁ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ଅନୁଗୁଳରୁ ୩ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ ଜିଲ୍ଲାରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ...
ଛୋଟ ପିଲା ହେଲେ କାମ ମହାନ୍
ଏତେ କମ୍ ବୟସରେ ମଧ୍ୟ ସେ ଅନ୍ୟ ଜଣଙ୍କ କଷ୍ଟ ବୁଝି ପାରୁଛନ୍ତି । ସେଥିପାଇଁ ତ ଖୋଦ୍ ପୋଲିସ କମିଶନର ତାଙ୍କୁ ପ୍ରଶଂସା ବି କରିଛନ୍ତି । ନିଜ କ୍ଟ୍ରସଶଶଚ୍ଚ ଭବଦ୍ଭଳ ଭାଙ୍ଗି ୧୧ ହଜାର ଟଙ୍କା ଗିପ୍ଟ...
କୋଭିଡ ସଂକ୍ରମିତଙ୍କ ପାଇଁ କଂଗ୍ରେସର କଂଣ୍ଟ୍ରୋଲ୍ ରୁମ୍
ଭୁବନେଶ୍ବରରେ ଭିଟାମିନ ଭାଣ୍ଟିବ କଂଗ୍ରେସ । ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରୁଥିବାରୁ କଂଗ୍ରେସ ଭୁବନେଶ୍ବରରେ ଭିଟାମିନ ସି ଟାବ୍ଲେଟ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି । 14 ତାରିଖରୁ 20 ତାରିଖ ଯାଏଁ ହୋମ୍ କ୍ବାରେଣ୍ଟିନରେ ଥିବା...
ଭଡାଟିଆଙ୍କୁ ଭଗବାନ୍ ଭରସା
(ରିପୋର୍ଟ : ଯମୁନା ରାଉତରାୟ) ରାଜ୍ୟରେ ଏବେ କରୋନା ଉପରମୁହାଁ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ମଧ୍ୟ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଆପଣ ମାନେ ସମସ୍ତେ ଅବଗତ ଥିବେ ଯେ ସ୍ଥିତି ଏବେ କେତେ ଭୟଙ୍କର...
ସ୍ପୁଟନିକ-ଭି ଦର ୯୪୮ ଟଙ୍କା
ଋୁଷୀୟ ଟିକା ସ୍ପୁଟନିକ-ଭି ଦର ପ୍ରକାଶ କଲା ଡ.ରେଡ୍ଡୀ ଲ୍ୟାବ୍ । ସ୍ପୁଟନିକ-ଭି ଡୋଜ୍ ପିଛା ଦର ୯୪୮ ଟଙ୍କା ପଡିବ । ତେବେ ୫% ଜିଏସଟି ପରେ ଦର ପାଖାପାଖି ୯୯୫ ଟଙ୍କା ପଡିବ ବୋଲି କୁହାଯାଇଛି ।...
ସ୍ଥିତି ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ନବୀନ
ଶେଷରେ ସର୍ବଦଳୀୟ ବୈଠକ ଡାକିବାକୁ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 17 ତାରିଖ ଅପରାହ୍ନ ସାଢେ ପାଞ୍ଚଟାରେ ବିଧାନସଭାର ସମ୍ମିଳନୀ କକ୍ଷରେ ଏହି ସର୍ବଦଳୀୟ ବୈଠକ ବସିବ । ଭର୍ଚୁଆଲରେ ଏହି ବୈଠକ ଅନୁଷ୍ଠିତ ହେବ...
କରୋନାରେ ଆଖି ବୁଜିଲେ ଏହି ଭାଇରାଲ ଯୁବତୀ
ଜୀବନକୁ ଭଲ ପାଉଥିବା ଯୁବତୀ ମୃତ୍ୟୁ ସହ ଲଢି ଲଢି ହାରିଯାଇଛନ୍ତି । ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ କରୋନାରେ ତାଙ୍କର ମୃତ୍ୟୁ ଘଟିଛି । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ସେହି ଯୁବତୀଙ୍କୁ ଚିକିତ୍ସା...
ରାଜ୍ୟରେ ଉପରମୁହାଁ କରୋନା ମିଟର, ଖୋର୍ଦ୍ଧାରେ ସର୍ବାଧିକ ମୃତ୍ୟୁ
ରାଜ୍ୟରେ କରୋନା ଦୈନିକ ସଙ୍କ୍ରମଣ ଏବଂ ମୃତ୍ୟୁରେ ସର୍ବକାଳୀନ ରେକର୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଙ୍କ୍ରମଣରେ ଯାଇଛି ୨୨ ଜଣଙ୍କର ଜୀବନ । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି । ଆଜି...
ଜେଲରେ କଏଦୀଙ୍କ ଖୁସି କହିଲେ ନସରେ
ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତି । କରୋନା କଟକଣା ଫୁ । ସାମାଜିକ ଦୂରତାର ଖୋଲାଖୋଲି ଧର୍ଯ୍ୟା ଉଡିଛି । ଖୋଦ ରାଜଧାନୀ ଭୁବନେଶ୍ୱର ଝାରପଡା ଜେଲରୁ ଆସିଛି ଭାଇରାଲ ଭିଡିଓ । କେଉଁଠି ସଙ୍ଗୀତର ଆସର...


















