ଭୁବନେଶ୍ୱରରେ ସେକ୍ସ ରାକେଟ୍
ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରାଯାଇଛି । ଘଟଣାସ୍ଥଳରୁ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି । ଏକ ଆପାର୍ଟମେଣ୍ଟରେ ସେକ୍ସ ର୍ୟାକେଟ୍ ଚାଲିଥିବା...
ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଲେ ସୁପ୍ରିମୋ
ପାଖଉଛି ପିପିଲି ଉପ ନିର୍ବାଚନ ତାରିଖ । ପ୍ରାର୍ଥୀ ସେମାନଙ୍କ ପ୍ରଚାର ଆରମ୍ଭ କରିଦେଲେଣି । ଏହାରି ଭିତରେ ପିପିଲି ଉପନିର୍ବାଚନ ପରିଚାଳନା ପାଇଁ ବିଜେଡିର ୪ ନେତାଙ୍କୁ ଦିଆଯାଇଛି ଦାୟିତ୍ୱ । ବିଜେଡିର ୪ ବରିଷ୍ଠ ନେତାଙ୍କୁ ପିପିଲି...
ଅତ୍ୟାଚାର ସହି ନପାରି ଆତ୍ମସମର୍ପଣ କଲେ
ମାଲକାନଗିରି ପୋଲିସ ନିକଟରେ ୩ ଜଣ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ଆନ୍ଧ୍ର ଓଡିଶା ବର୍ଡର କମିଟିର ସଦସ୍ୟ ଥିଲେ । ୩ ଜଣଙ୍କ ମଧ୍ୟରୁ ମଇନୁ ଏବଂ ରାମେ ନାରେ ୪ ଲକ୍ଷ ଲେଖାଏଁ ପୁରସ୍କାର...
ତିନି ଦିନ ଅସମ୍ଭାଳ ତାତି
ସାରା ଓଡିଶାରେ ପ୍ରବଳ ତାତି ଅନୁଭୂତ ହେଲାଣି । ତାତି ସାଙ୍ଗକୁ ଗୁଳିଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଉତ୍ତରରୁ ପଶ୍ଚିମ ଓଡିଶାରେ ଖରା କଲବଲ କଲାଣି । ମାର୍ଚ୍ଚ ଶେଷସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲାଣି । ଦିନ...
ରାଜ୍ୟରେ ୩୦୦ ମୁହାଁ କରୋନା ପଜିଟିଭ୍
ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା । ୩୦୦ ମୁହାଁ କରୋନା ପଜିଟିଭ୍ । ଆଜି ରାଜ୍ୟରୁ ୨୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୧୭୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି...
ସରିଲା ନାମାଙ୍କନ, ମୁକାବିଲା ପାଇଁ ପ୍ରସ୍ତୁତ
ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି । ବିଜେଡିରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଆଶ୍ରିତ ପଟ୍ଟନାୟକ । କଂଗ୍ରେସ ଅଜିତ ମଙ୍ଗରାଜଙ୍କୁ...
ଶିକ୍ଷକଙ୍କୁ ଦିଆଯିବ ଟିକା
ପୁଣି ରାଜ୍ୟରେ କରୋନା ଦ୍ରୁତ ବେଗରେ ମାଡିଚାଲିଛି । ବିଶେଷକରି ସ୍କୁଲ, କଲେଜରୁ ଏବେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି ସରକାରୀ, ଘରୋଇ ସ୍କୁଲର ୪୫ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କୁ ଦିଆଯିବ ଟିକା । ଟିକାକରଣ...
ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ
ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ମଇଦାନରେ ଆଜିଠୁ ଜମିବ ପ୍ରଚାର, ଉଠିବ ପଡିବ ପିପିଲି । ଆଜି ପିପିଲି ଉପ ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ...
ରାଜଧାନୀରେ ରକ୍ତରେ ହୋଲି ଖେଳିଲେ ଯୁବତୀ
ରକ୍ତରେ ହୋଲି ଖେଳିଲେ ଯୁବତୀ । ରାଜଧାନୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ହାତ କାଟି ହଙ୍ଗାମା କଲେ ଯୁବତୀ । କିଛି ସମୟ ଛିଡା ହୋଇ ପାଟି କରିବା ପରେ ଘଟଣାସ୍ଥଳରେ ପହଁଞ୍ଚିଥିଲା ପୋଲିସ । ରକ୍ତାକ୍ତ ଅବସ୍ଥାରେ ଗାଡିରେ ବସାଇ...
ହେଲମେଟ୍ ନଥିଲା ବୋଲି ଗର୍ଭବତୀ ମହିଳାଙ୍କୁ ବି …
ଜଣେ ଝିଅ ହିଁ ଆଉ ଜଣେ ଝିଅର ଦୁଃଖ ସହଜରେ ବୁଝିପାରେ । ପୁଣି ଗର୍ଭବେଦନାର ଯନ୍ତ୍ରଣା କେବଳ ଜଣେ ନାରୀ ହିଁ ଅନୁଭବ କରିପାରେ । ମାତ୍ର ସେମିତି ହେଲାନି । ଖାକି ବର୍ଦ୍ଦି ପିନ୍ଧିଥିବା ଜଣେ ମହିଳା...
















