ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
ଶୋକାକୁଳ ପରିବେଶ ଭିତରେ ଶେଷ ହୋଇଛି ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କଟକ କାଳିଆବୋଦା ଶ୍ମଶାନରେ ପ୍ରକାଶଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଟକରେ ଚା’ ବିକି ଗୁଜୁରାଣ ମେଣ୍ଟାଉଥିବା ଡି....
ଭୋକର ଭୁଗୋଳ ଆଜି ଭାତହାଣ୍ଡି
ଦିନ ଥିଲା କଳାହାଣ୍ଡି ଭୋକର ଭୁଗୋଳ ଭାବେ ପରିଚିତ ଥିଲା । ଆଜି କିନ୍ତୁ ଭୋକର ଭୁଗୋଳ, ଭାତହାଣ୍ଡିରେ ପରିଣତ ହୋଇଛି । କଲାହାଣ୍ଡି ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି...
ପୁଣି ଛାତ୍ରଛାତ୍ରୀ କରୋନା ସଙ୍କ୍ରମିତ
ପୁଣି କରୋନାରେ ଆକ୍ରାନ୍ତ ହେଲେ ଛାତ୍ରଛାତ୍ରୀ । ସ୍କୁଲ ଖୋଲିବାର ୫ ଦିନ ମଧ୍ୟରେ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ୩ଟି ହାଇସ୍କୁଲରୁ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଙ୍କ୍ରମିତ ହୋଇଥିବା ଖବର ମିଳିଛି । କେଜିପି ସରକାରୀ ହାଇସ୍କୁଲ,...
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ । କରୋନା ଆକ୍ରାନ୍ତ ହୋଇ ଏସସିବି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଅପରାହ୍ନ 4.15ରେ ପରଲୋକ ହୋଇଥିବା ସୂଚନା । କଟକ ବକ୍ସିବଜାର ଛକରେ ଚା ଦୋକାନ କରିଥିବା ଡି. ପ୍ରକାଶ...
୨୫ ପ୍ରେମିକାଙ୍କ ରସିକିଆ ଲୁଟେରା
ଜଣେ କି ଦୁଇ ଜଣ ନୁହେଁ । ୨୫ ପ୍ରେମିକାଙ୍କର ଦିଲ୍ ଖୁସ୍ କରାଉଥିଲା ଅଭିଯୁକ୍ତ ନାରାୟଣ । କେତେବେଳେ ମୋବାଇଲ୍, ଲାପଟପ୍, ସୁନାଚେନ୍ ତ କେତେବେଳେ ଦାମୀ କାନଫୁଲ ପ୍ରେମିକାମାନଙ୍କୁ କରୁଥିଲା ଗିଫ୍ଟ । ଆଉ ଏସବୁ...
ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ
ପରୀ ହତ୍ୟା ମାମଲାର ତଦନ୍ତ ସିବିଆଇକୁ ଦେବା ପାଇଁ ଦାବି କରି ପରୀର ମା ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ ରାଜ୍ୟ ସରକାର କରିଥିବା ଏସଆଇଟି ତଦନ୍ତରେ ସେ ସନ୍ତୁଷ୍ଟ ନୁହଁନ୍ତି ଏବଂ ପ୍ରକୃତ ଦୋଷୀକୁ ତଦନ୍ତକାରୀ...
ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର କେତେ ଅଛି , ଜାଣନ୍ତୁ
ରେକର୍ଡ ଛୁଇଁଛି ପେଟ୍ରୋଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ପାର୍ ହୋଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢି ୮୫ ଟଙ୍କାରେ ପହଁଞ୍ଚିଛି । ସେହିଭଳି ଡିଜେଲ...
କୋଭିସିଲ୍ଡ ପରେ ଆସିଗଲା କୋଭାକ୍ସିନ୍
କୋଭିସିଲ୍ଡ ପରେ ଭୁବନେଶ୍ୱରରେ ପହଁଞ୍ଚିଲା ଭାରତୀୟ ଟିକା କୋଭାକ୍ସିନ୍ । ଭାରତୀୟ ବୈଜ୍ଞାନିକ ମାନେ ଏହି ଦେଶୀ ଟିକା ପ୍ରସ୍ତୁତ କରିଛନ୍ତି । ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଁଞ୍ଚିଛି କୋଭାକ୍ସିନ୍ ଟିକା । ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ୍ର ୨୦...
ଭୁବନେଶ୍ବରରେ ପହଞ୍ଚିଲା ଟିକା
ସବୁ ଅପେକ୍ଷାର ଅନ୍ତଃ ଘଟାଇ ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା । ପୁଣେରୁ ସ୍ବତନ୍ତ୍ର ସ୍ପାଇସ ଜେଟ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ଭିତରେ ରାଜ୍ୟ ଭ୍ୟାସିନ ସେଣ୍ଟରକୁ ନିଆଯାଇଛି । ଆସନ୍ତା 16...
କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ଶେଷରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୃଷି ଆଇନ କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଦେଇଛନ୍ତି । ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ...

















