29.1 C
Bhubaneswar
Monday, August 17, 2026
-Advertisement-

ସତ୍ୟପାଠରେ ହାଜତ ମୃତ୍ୟୁକୁ ନା

ପୁରୀ ବାସେଳି ସାହି କେ. ରମେଶଙ୍କ ମୃତ୍ୟୁ ହାଜତ ମୃତ୍ୟୁ ନୁହେଁ ବୋଲି ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି I ଏଥିସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି I ତେବେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ...

ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ଚାଷୀ ଆନ୍ଦୋଳନକୁ ନେଇ ସରକାର ଯେପରି ଢଙ୍ଗରେ କାମ କରୁଛନ୍ତି, ସେଥିରେ ସୁପ୍ରିମକୋର୍ଟ ଆଦୌ ଖୁସି ନାହାଁନ୍ତି I ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ସେଥିରେ ସରକାର ବିଫଳ ହୋଇଥିବା...

ବିନା ରିପୋର୍ଟରେ କରିପାରିବେ ଜଗା ଦର୍ଶନ

ସମସ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ଦୀର୍ଘ ୯ମାସ ପରେ ଯଦିଓ ଶ୍ରୀମନ୍ଦିର ଖୋଲିଥିଲା । ତଥାପି କାଳିଆକୁ ଟିକେ ଦେଖିବାକୁ କଟକଣା ଜାରି କରାଯାଇଥିଲା । ଦର୍ଶନ ପାଇଁ ଜରୁରୀ ଥିଲା କୋଭିଡ ନେଗେଟିଭ୍ ରିପୋର୍ଟ ।...

ନବୀନଙ୍କ ସମେତ କେଉଁ ମନ୍ତ୍ରୀଙ୍କର କେତେ ସମ୍ପତ୍ତି, ପଢନ୍ତୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ନିଜ ସମ୍ପତ୍ତି ତାଲିକା । ମାର୍ଚ୍ଚ ୩୧ ୨୦୨୦ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଜମା ବାବଦରେ ରହିଛି ୧୩ କୋଟି ୧ ଲକ୍ଷ ୬ ହଜାର ୧୧ ଟଙ୍କା । ଦିଲ୍ଲୀ , ଭୁବନେଶ୍ୱର...

୨ ଦିନରେ ୨୬ ଶିକ୍ଷକ କରୋନା ପଜିଟିଭ୍

ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପରେ ୨୬ ଶିକ୍ଷକ କରୋନା ପଜିଟିଭ୍ l ତେବେ ସର୍ବାଧିକ ମୋହନା ବ୍ଲକରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍‌ ପରୀକ୍ଷା କେନ୍ଦ୍ରରୁ ୧୦ଜଣ ଚିହ୍ନଟ କରାଯାଇଛି।...

ମହିଳାଙ୍କ ଉପରେ ପୁସ୍ତକ ଲୋକାର୍ପିତ

ମହିଳାଙ୍କ ଉପରେ ଆଧାରିତ ପୁସ୍ତକ ଭାରତୀୟ ମହିଳା,ପ୍ରତିବନ୍ଧକର ବିନାଶକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ଏହି ପୁସ୍ତକକୁ ଲୋକାର୍ପଣ କରିବା ସହ ରାଜ୍ୟର 1 କୋଟି 15...

ନିଖୋଜ ହୋଇଯାଇଛି ବିମାନ

ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରୁ ଉଡାଣ କରିଥିବା ଏକ ବୋଇଁ ବିମାନ ନିଖୋଜ ହୋଇଯାଇଛି । ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନରେ 56 ଜଣ ଯାତ୍ରୀ ଓ 6...

ଗାର୍ଲଫ୍ରେଣ୍ଡକୁ ଗିଫ୍ଟ ଦେବା ପାଇଁ ଲୁଟ୍‌

ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର । ଦିନ ଦ୍ୱିପହରରେ ବି ଆତଙ୍କ ଖେଳାଉଛନ୍ତି ଲୁଟେରା । କିଏ ବନ୍ଧୁକ ଦେଖାଇ ଲୁଟୁଛି ତ କିଏ ଘରେ ପଶି କଳାକନା ବୁଲାଉଛି । ଆଉ ଅନେକ ଦୁର୍ବୃତ୍ତ ଚଳନ୍ତା ଗାଡିକୁ ପିଛା କରି...

ରାଜି ହେଲାନି ନାବାଳକ

ରାଜି ହେଲାନି ନାବାଳକ । ନୟାଗଡ ଯଦୁପୁରର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନାବାଳକକୁ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଏସଆଇଟି ନାବାଳକ ଅଭିଯୁକ୍ତକୁ ହାଜର କରାଇବା ସହ ନାର୍କୋ ଟେଷ୍ଟ ପାଇଁ...

କେତେ ରହିଛି ‘ମୋ ଖତ’ର ମୂଲ୍ୟ ; ପଢନ୍ତୁ

ପ୍ରଥମେ ‘ମୋ ବସ୍‌’ ପରେ ‘ମୋ ସାଇକେଲ’ଆଉ ଏବେ ‘ମୋ ଖତ’ । ଭୁବନେଶ୍ୱର ରାଜମହଲରେ ଜୈବିକ ସାର ମୋ ଖତ ବିକ୍ରୟର ଶୁଭାରମ୍ଭ ହୋଇଛି । ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଏମସି...
- Advertisement -

Latest article

Avis sur Kyngs Nolimit City Extreme Volatility

SommaireComprendre la Volatilité Extrême de Nolimit CityStratégies de Gestion de Bankroll pour les Jeux à Haut RisqueLes Bonus et Promotions AdaptésProblèmes Fréquents et DépannageConclusion...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...