ପାକିସ୍ତାନ କହିଲା କାଶ୍ମୀର ଭାରତର
ମିଳିତ ଜାତିସଂଘରେ ସମସ୍ତଙ୍କ ଆଗରେ ପାକିସ୍ତାନ ମାନିଲା କାଶ୍ମୀର ଭାରତର | ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମ୍ମୁଦ କ୍ୟୁରେସି ନିଜର ସମ୍ବୋଧନ ସମୟରେ ଏନେଇ ସ୍ଵୀକାର କରିଛନ୍ତି | ସେ ନିଜର ବୟାନରେ କାଶ୍ମୀରକୁ ସମ୍ବୋଧିତ କରି...
ଛୁଟି ଦିନରେ ବି ଗାଡି ସମ୍ବୋଧିତ ହୋଇପାରିବ ସମସ୍ତ କାର୍ଯ୍ୟ
ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ ଚାରିଆଡେ ଜନ ଅସନ୍ତୋଷର ଆକ୍ରୋଶ ବଢୁଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି | ହଠାତ ଏତେ ବଡ...
ଭାରତ ସରକାରଙ୍କ ନିକଟରେ ଶରଣ ନେବେ ପାକିସ୍ତାନ ବିଧାୟକ !
ତିନିମାସ ପାଇଁ ଭାରତ ଆସିଥିବା ପାକିସ୍ତାନ ବିଧାୟକ ନିଜ ସରକାରଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ | ନିଜଦେଶର ଲୋକମାନେ ଏବେ ଦୁଃଖ, ଦୁର୍ଦଶା ଓ ଅକଥନୀୟ ଯନ୍ତ୍ରଣା ଦେଇ ଗତି କରୁଥିବା କହିଛନ୍ତି ବିଧାୟକ | ତାଙ୍କର...
ଡଙ୍ଗାବୁଡି ଘଟଣା, ଆଉ ଏକ ମୃତ ଦେହ ଉଦ୍ଧାର
ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ନିଖୋଜ ଘଟଣା । ଆଜିକୁ ଏହି ଘଟଣା ଚତୁର୍ଥ ଦିନରେ ପହଁଚିଥିବା ବେଳେ ଡଙ୍ଗା ବୁଡି ଯାଇ ୪ ଜଣ ନିଖୋଜ ହୋଇଯାଇଥିଲେ | ନିଖୋଜଙ୍କ ମଧ୍ୟରୁ ମଙ୍ଗଳବାର ଏକ ମୃତଦେହ ଉଦ୍ଧାର ହୋଇଛି ।...
ଜରିମାନା ଦେଲେ, ହେଲମେଟ ନେଲେ
ସେପ୍ଟେମ୍ବର ୧ରେ ଲାଗୁ ହୋଇଥିଲା ସଂଶୋଧିତ ନୂଆ ଟ୍ରାଫିକ ନିୟମ । ନୂଆ ନିୟମ ଲାଗୁ ସହ ଆରମ୍ଭ ହୋଇଥିଲା ଜୋରଦାର ଧରପଗଡ । ଖିଲାପକାରୀଙ୍କ ଉପରେ ଲାଗିଥିଲା ହଜାର ହଜାର ଫାଇନ୍ । ନୂଆ ଟ୍ରାଫିକ...
‘କୋକଲି-ଫିସ୍ ଆଉଟ ଅଫ ଓ୍ୱାଟର’ ବେଷ୍ଟ୍ ଫିଚର ଫିଲ୍ମ
ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଚଳଚ୍ଚିତ୍ର ‘କୋକଲି-ଫିସ୍ ଆଉଟ ଅଫ ଓ୍ୱାଟର’ କୁ ମିଳିଲା ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର | ବୃତ୍ତଚିତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି...
ଲସ୍କର-ଇ-ତୋଏବାର ୮ ଆତଙ୍କବାଦୀ ଗିରଫ
କାଶ୍ମୀରର ସୋପର ଅଂଚଳରୁ ଲସ୍କର-ଇ-ତୋଏବାର ୮ ଜଣ ଆତଙ୍କବାଦୀଙ୍କୁ ସୋମବାର ଗିରଫ କରିଛି ପୋଲିସ | ପୋଷ୍ଟ୍ର ପ୍ରକାଶ କରି ଆତଙ୍କବାଦୀମାନେ ସ୍ଥାନୀୟ ଲୋକଙ୍କୁ ଭୟବିତ କରାଉଥିଲେ | ଗିରଫ ଆତଙ୍କବାଦୀମାନେ ହେଲେ ଐଜାଜ୍ ମିର୍, ଓମାର ମିର୍, ତସିଫ୍...
କିଏ ରାସ୍ତାରେ ଡେଉଁଛି ତ ଆଉ କିଏ ଗୁରୁଣ୍ଡୁଛି
କିଏ ରାସ୍ତାରେ ଡେଉଁଛି ତ ଆଉ କିଏ ଗୁରୁଣ୍ଡୁଛି । ଆଉ କିଏ ତଳେ ପଡି ଗଡିଯାଉଛି । ଏ ଦୃଶ୍ୟ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସାନଜୋହେଲା ଗାଁର । ଯୁବତୀ ମାନଙ୍କର ଏପରି ଅସ୍ୱାଭାବିକ ଆଚରଣ...
ଚାଷୀ ପଞ୍ଜୀକରଣ ଅବଧୀ ବୃଦ୍ଧି
ଚାଷୀ ପଞ୍ଜୀକରଣ ଅବଧି ବଢାଇଲେ ରାଜ୍ୟ ସରକାର. ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧି ବଢାଇଲେ.ଆଜି ଥିଲା ପଞ୍ଜୀକରଣର ଶେଷ ଦିନ. ୧୭ ତାରିଖ ଯାଏଁ ବୃଦ୍ଧି. ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ...
ଦକ୍ଷିଣ ଓଡିଶା ବିକାଶ ପରିଷଦ ପକ୍ଷରୁ ବୈଠକ
ରାୟଗଡା ଠାରେ ଦକ୍ଷିଣ ଓଡିଶା ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନଭାବ ପୋଷଣ କରୁଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଛି...
















