ପୁରୀରେ ଫୁଟିଲା ଗୁଳି, ଦୁଇ ଦୁର୍ଦ୍ଦାନ୍ତ ଅପରଧୀ ଆହତ
ଶ୍ରୀକ୍ଷେତ୍ରରେ ପୋଲିସ କରିଛି ଡବଲ ଏନ୍କାଉଣ୍ଟର | ଦୁଇଟି ପୃଥକ ପୃଥକ ସ୍ଥାନରେ ପୋଲିସ ଦୁଇ ଦୁର୍ଦ୍ଦାନ୍ତ ଅପରଧୀଙ୍କ ଉପରେ ଗୁଳି ଚଳାଇଛି |ଆହତଦ୍ୱୟ ହେଲେ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ...
ନୂଆ ଟ୍ରାଫିକ ନିୟମକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା
ସଂଶୋଧିତ ମୋଟର ଭେଇକିଲ ଆଇନ ଓ ଜରିମାନା ପ୍ରସଙ୍ଗ । ନୂଆ ଟ୍ରାଫିକ ନିୟମକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଲୋକଙ୍କ ରୋଷକୁ ଦେଖି ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀn୩ ମାସ ପର୍ଯ୍ୟନ୍ତ ନିୟମ...
ରୋଡ ରୋମିଓଙ୍କୁ ପାନେ
ନିଧୁର୍ମ ଛେଚା ଖାଇଲେ ରୋଡ ରୋମିଓ । ଭୁବନେଶ୍ୱର ଜିଜିପି କଲୋନିର ଅଞ୍ଚଳରେ ଏହି ମାଡମରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗତ ରବିବାର ଏହି ଘଟଣା ଘଟିଥିଲା । ଜିଜିପି କଲୋନି ଅଞ୍ଚଳରେ...
ଲ୍ୟାଣ୍ଡର ବିକ୍ରମ ସମ୍ପର୍କରେ ବଡ ଖବର
ଲ୍ୟାଣ୍ଡର ବିକ୍ରମର କିଛି କ୍ଷତି ହୋଇନଥିବା ସ୍ପଷ୍ଟ କଲା ଇସ୍ରୋ । ବିକ୍ରମର ହାର୍ଡ ଲ୍ୟାଣ୍ଡିଂ ହୋଇଛି, କୌଣସି ଅଂଶ ଭାଙ୍ଗିନି ବୋଲି ସୁଚନା ଦେଇଛି ଇସ୍ରୋ । ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ଜାରି ରହିଛି , ଆଶା...
ବୃଦ୍ଧି ପାଇବାରେ ଲାଗୁଛି ହୀରାକୁଦ ଡ୍ୟାମର ଜଳସ୍ତର
ବୃଦ୍ଧି ପାଇବାରେ ଲାଗୁଛି ହୀରାକୁଦ ଡ୍ୟାମର ଜଳସ୍ତର ,୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଅପରାହ୍ନରେ ଜଳସ୍ତର ୬୨୫.୫୬ଫୁଟ...
ଧୂମଧାମରେ ଶେଷ ହୋଇଛି ଖୁଦୁରୁକୁଣୀ ଓଷା
ବିବିଧ ପୂଜା, ପର୍ବପର୍ବାଣୀ ଓ ଓଷାପାଳନକୁ ନେଇ ଓଡ଼ିଶାର ଧାର୍ମିକ ପରଂପରାର ମହତ୍ତ୍ୱ ରହିଛି । ପ୍ରତିପର୍ବ ନିଜର ଏକ ସ୍ୱତନ୍ତ୍ର ବିଶେଷତ୍ୱ ବହନ କରେ । ବିଶେଷ କରି ଭାଦ୍ରବ ମାସରେ ଏମିତି ସବୁ ପର୍ବକୁ ନେଇ ଗାଁଠୁ...
କୋହଳ ହେବ ଫାଇନ୍!
ନୂଆ ମୋଟର ଯାନ ଆଇନରେ ଥିବା ଫାଇନ କୋହଳ ହେବ । ଏନେଇ ସୁଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନୂଆ ରୁଲ ଆଣି ପରିବର୍ତ୍ତନ କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି...
ପରଲୋକରେ ଦିଲୀପ
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ସତପଥିଙ୍କ ପରଲୋକ । ୫୬ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । କର୍କଟ ରୋଗରେ ପିଡୀତ ଥିବା ଦିଲୀପ ଗତ କିଛିମାସ ହେଲା ଅସୁସ୍ଥ ହୋଇପଡିଥିଲେ । ନିୟମିତ ଚିକିତ୍ସାଧିନ ଥିବା ଦିଲ୍ଲୀପ...
କଂଗ୍ରେସର କୁଳଚନ୍ଦ୍ରମାଙ୍କୁ ଅଣଦେଖା
କଂଗ୍ରେସରେ କୋରାପୁଟ ଲୋକସଭା ସାଂସଦକୁ ଅଣଦେଖା , ଫଳରେ ଆଜି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । କୋରାପୁଟ ସାଂସଦ ସପ୍ତଗିରୀ ଉଲାକାଙ୍କୁ ରାୟଗଡା ଜିଲ୍ଲାରେ ହେଉଥିବା ବିଭିନ୍ନ ସରାକାରୀ କାର୍ଯ୍ୟକ୍ରମରେ ଡକାଯାଉନି ବୋଲି...
ଫାଇନ ଦେଲେ , ଦୋଷ ମାନିଲେ ବିଧାୟକ
ସଡକ ସୁରକ୍ଷା ସଚେତନତା ଲାଗି ଆସିଥିବା ନିଜେ ଫସିଯାଇଛନ୍ତି । ତାଙ୍କୁ ଗଣିବାକୁ ପଡିଛି ଫାଇନ । ଆଜି ଭୁବନେଶ୍ୱର ଏଜି ଛକଠାରେ ଏଭଳି ହଟହଟା ହୋଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ତାଙ୍କ ନିର୍ବାଚନୀମଣ୍ଡଳ...















