26.1 C
Bhubaneswar
Sunday, November 1, 2026
-Advertisement-
video

ଓଡିଶାକୁ ମିଠା ଖବର

ପଶ୍ଚିମବଙ୍ଗ ସହିତ ରସଗୋଲାକୁ ନେଇ ଚାଲିଥିବା ଲଢେଇରେ ଓଡିଶା ବିଜୟୀ ହୋଇଛି । ଭାରତ ସରକାର ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ପ୍ରଦାନ କରିଛନ୍ତି । ଆଜି ଚେନ୍ନାଇ ସ୍ଥିତ ଜିଆଇ ରେଜିଷ୍ଟାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।...
video

ଜଙ୍ଗଲରେ ମୋଦି

ପୁଣି ଚର୍ଚ୍ଚାରେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ଏଥର କିଛି ଭିନ୍ନ ଏବଂ ଦୁଃସାହସିକ କାମ ପାଇଁ ସାରା ବିଶ୍ୱରେ ଏବେ ମୋଦିଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା...

ଘରର କାନ୍ଥ ପଡି ଜଣେ ମୃତ , ୨ ଗୁରୁତର

ଘର କାନ୍ଥ ପଡି ରାୟଗଡାରେ ଜଣେ ବୃଦ୍ଧଙ୍କର ମୃତୁ୍ୟ ହୋଇଛି । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ କାଶୀପୁର ବ୍ଲକ ପଣସଗୁଡା ଗାଁର ସମ୍ବାରୁ ମାଝୀ (୬୦) । ଘଟଣାରେ ସମ୍ବାରୁ ମାଝୀଙ୍କ...

ରମେଶ ଇନିଂସ ଶେଷ

କର୍ଣ୍ଣାଟକରେ ଶେଷ ହେଲା ରମେଶ କୁମାର ଇଂନିସ । ନିଜ ପଦରୁ ଇସ୍ତଫା ଦେଲେ ବାଚସ୍ପତି କେ.ଆର ରମେଶ କୁମାର । ୟେଦୁରପ୍ପା ଆସ୍ଥା ଭୋଟରେ ଜିତିଲା ପରେ ପଦ ଛାଡିଲେ ରମେଶ । ରମେଶଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ...

ଧରାପଡିଲା ସାଇକୋ କିଲର

ଧରାପଡିଛି କଟକରେ ଆତଙ୍କ ସୃଷ୍ଟି କରିଥିବା ସାଇକୋ କିଲର । ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ । ସନ୍ଦିଗ୍ଧ ବ୍ୟକ୍ତି ଜଣକ ହେଲା ଗଞ୍ଜାମ ଜିଲ୍ଲା ଅଞ୍ଚଳର ନାରାୟଣ ସାହୁ । କଟକରେ ସିରିଏଲ...

ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପଅନସିପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କମାଲ

ଓଡ଼ିଶା ଗର୍ବ ଓ ଗୌରବ ଅନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡିଶା ପାଇଁ ପୁଣୀ ଏକ ସମ୍ମାନ ଆଣିଦେଇଛନ୍ତିା । ଆମେରିକାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ପିପୁଲ୍ସ ଚଏସ ଆୱାର୍ଡ ସମ୍ମାନ । ଆମେରିକାର ବୋଷ୍ଟନରେ ଚାଲିଥିବା ଅନ୍ତର୍ଜାତୀୟ...

ମାଓ ସଂଗଠନ ପାଳୁଛି ସହିଦ ସପ୍ତାହ

ଆଜି ଠାରୁ ମାଓସଂଗଠନ ପାଳନ କରୁଛି ସହିଦ ସପ୍ତାହ । ରାୟଗଡା ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି . ନିୟମଗିିରି ଅଂଚଳରେ ଲାଲ ସଂଗଠନର ଦବଦବା ରହିଥିବାରୁ କଲ୍ୟାଣସିଂହପୁର,ବିଷମକଟକ ଓ ମୁନିଗୁଡା ଅଂଚଳରେ କମ୍ବିଂ ଅପରେସନ ଜୋରଦାର...

ପୋଲିସ ନଜରରେ ଡ୍ୟାନ୍ସ ବାର୍

ପୁଣି ନଜରକୁ ଆସିଲା ଡାନ୍ସ ବାରର ଦୃଶ୍ୟ । ଭୁବନେଶ୍ୱରର ବିଭିନ୍ନ ଡାନ୍ସ ବାର୍ ଗୁଡିକରେ ରାତି ଅଧରେ ଦେଖିବାକୁ ମିଳୁଥିଲା ଯୁବତୀ ମାନଙ୍କର ଅର୍ଦ୍ଧନଗ୍ନ ନୃତ୍ୟ । ରାଜଧାନୀରେ ଏହି ଖବର ଏବେ ଚର୍ଚ୍ଚା ଜୋର ଧରିଛି ।...

ଦେଶର ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଦୂତୀ

ପ୍ରକାଶ ପାଇଛି ଦେଶର ଶୀର୍ଷ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା । ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ । ତାଲିକାରେ ସ୍ଥାନ ପାଇଥିବା ୫୦ ଜଣଙ୍କ ମଧ୍ୟରୁ ୧୬...

ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତ କରିବେ ପ୍ରତାପ

ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଆଫ୍ରିକାର ଜିନିଆ, ଗାମ୍ବିଆ ଓ ବେନିନ ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...