କଳିଙ୍ଗ ଷ୍ଟାଡିୟମରେ ହକି ଫାଇଟ୍:ଜୁନ୍ ୬ରୁ ୧୫ ଯାଏ ଚାଲିବ ମ୍ୟାଚ୍
କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ହକି ଫାଇଟ୍ । ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିରେ ଭାଗ ନେବାକୁ ପ୍ରଥମ...
ସାମ୍ନାକୁ ଆସିଲା ମୋଦିଙ୍କ ଧ୍ୟାନ ଗୁମ୍ପାର ଅସଲ ଚିତ୍ର
ଧ୍ୟାନମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେଦାରନାଥରେ ଗୁମ୍ପା ଭିତରେ ମୋଦିଙ୍କ ଧ୍ୟାନମୁଦ୍ରା ଚିତ୍ର ଭାଇରାଲ୍ ହେବା ପରେ ଏବେ ସାରା ଭାରତରେ ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଆଉ ମୋଦି ଧ୍ୟାନରେ ବସିଥିବା ସେହି ଗୁମ୍ପାକୁ...
ହାରିବେ ବାପା, ଜିତିବେ ପୁଅ !
ଏଥର ନିର୍ବାଚନ ଫଳକୁ ନେଇ କନଫ୍ୟୁଜ ଅଛନ୍ତି ପୁରୁଖା ନେତା ଦାମୋଦର ରାଉତ । ରାଜ୍ୟର ରାଜନୈତିକ ଚିତ୍ର ସଂପର୍କରେ ସେ ଯଦିଓ ପୂର୍ବାନୁମାନ ଲଗାଇଛନ୍ତି, କିନ୍ତୁ ନିଜ ଗଣନା ନେଇ ସେ ସ୍ପଷ୍ଟ ହୋଇପାରୁନାହାନ୍ତି । ଓଡିଶାରେ ଏଥର ଝୁଲା...
ଆସନ୍ତା ୨୧ରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ
ଆସନ୍ତା ୨୧ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପୂର୍ବରୁ ମେ ତୃତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବା ନେଇ ବୋର୍ଡ କର୍ତ୍ତୃପକ୍ଷ ସୁଚନା ଦେଇଥିଲେ । ବାତ୍ୟା ଫନି ପାଇଁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଇଛି । ଚଳିତବର୍ଷ...
ଅନୁଭବଙ୍କୁ ହତ୍ୟା ଧମକ ମାମଲାରେ ଅଭିଯୁକ୍ତ ଗିରଫ
ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ । ଗୁଜୁରାଟ କମିଶନରେଟ ପୋଲିସର ଏକ ସ୍ପେଶାଲ ସ୍କ୍ୱାର୍ଡ ଯୁବକ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଯୁବକ ଜଣକ...
ଦୂତୀଙ୍କ ବଡ ଖୁଲାସା
ଭାରତର ଆଗଧାଡିର ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନୀଜ ଜୀବନକୁ ନେଇ କରିଛନ୍ତି ବଡ ଖୁଲାସା । ଦୂତୀ କହିଛନ୍ତି ସେ ଏବେ ସମଲିଙ୍ଗି ସମ୍ପର୍କରେ ଅଛନ୍ତି । ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ଏନେଇ ଖୁଲାସା କରିଛନ୍ତି । ଦୂତୀଙ୍କ...
୩୪ଟି ବୁଥରେ ସାନି ଭୋଟ
ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଓଡିଶାର ୧୦ଟି ଜିଲ୍ଲାର ୩୪ଟି ବୁଥରେ ହେଉଛି ସାନି ମତଦାନ । ବୁଥ୍ ରିଗିଂ, ଇଭିଏମ୍ରେ ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଆସିଥିବା ବୁଥ୍ ଗୁଡ଼ିକରେ ସାନି ମତଦାନ ହେଉଛି। ଏହି ୩୪ଟି ବୁଥ୍...
ଜୁଆ ନେଲା ଜୀବନ
ମୁଣ୍ଡ ନେଲା ଜୁଆ ଖେଳ । ମାଲକାନଗିରି ଜିଲ୍ଲା ବାଲିମେଳା ପୋଷ୍ଟ ଅଫିସ କଲୋନୀର ନଦୀ କୂଳରେ ଚାଲିଥିଲା ଜୁଆ ଖେଳ । ଜୁଆଖେଳରେ ନିଶାରେ ମସଗୁଲ ଥିଲେ ଜୁଆଡି । ଜୁଆଖେଳ ଚାଲିଥିବା ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲା...
ସବ୍ୟସାଚୀଙ୍କୁ ଆଜୀବନ ଜେଲ ଦଣ୍ଡ
ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ । ପୂର୍ବରୁ ୫୨ଟି ମାମଲାରେ ଖଲାସ ହୋଇଥିଲେ ସବ୍ୟସାଚୀ । ୨୦୧୪ରେ ବଡବଜାର ଥାନା ଅନ୍ତର୍ଗତ ପେଟାସାହିରୁ ତାଙ୍କୁ ଗିରଫ କରାଯାଇଥିଲା । ସେହି ସମୟରେ ତାଙ୍କଠୁ ୨ ଲକ୍ଷ ସୁନା ଗହଣା...
କେଦାରନାଥରେ ଧ୍ୟାନରେ ବସିଲେ ମୋଦି
୨୦୧୯ ନିର୍ବାଚନ ମହାସମରର ଶେଷ ପର୍ଯ୍ୟାୟ ମତଦାନ ଲାଗି ସରିଛି ପ୍ରଚାର । ଶୁକ୍ରବାର ପ୍ରଚାର ସରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉତରାଖଣ୍ଡ ଗସ୍ତରେ ଯାଇଛନ୍ତି । ସେଠାରେ ପହଞ୍ଚି ପ୍ରଭୁ କେଦାରନାଥଙ୍କ ଦର୍ଶନ କରିବା...



















