36.1 C
Bhubaneswar
Monday, May 20, 2024
-Advertisement-

14 ଦିନ ପାଇଁ ମାସ୍କ ଅଭିଯାନ

କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠାରୁ 14 ଦିନ ପାଇଁ ମାସ୍କ ଅଭିଯାନ ଆରମ୍ଭ କରିବାକୁ ଆହ୍ବାନ ଦେଇଛନ୍ତି । ସମସ୍ତେ ମାସ୍କ ପିନ୍ଧି କରୋନାକୁ ରୋକି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।...

ଜୟ ନାରାୟଣଙ୍କ ପ୍ରଶ୍ନ – ସିଏମଓ କହିଲେ କଣ ଜଣେ ସଚିବ ?

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ସ୍ପଷ୍ଟତା ନାହିଁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସ କହିଲେ ନବୀନ ପଟ୍ଟନାୟକ କଣ ବୁଝାନ୍ତି...

ମାଗଣାରେ ପିଲାଙ୍କୁ କେନ୍ଦ୍ର ସରକାରଙ୍କ ଶିକ୍ଷାଦାନ !

ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ଶ୍ରେଣୀରେ ପଛରେ ଥିବା ଭୋଟର୍ସଙ୍କୁ ଆକର୍ଷିତ କରିବା ପାଇଁ ମୋଦି ସରକାର ଏକ ନୂଆ ନିଷ୍ପତ୍ତି ନେଇପାରନ୍ତି. ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବେ...

ଜିପିଏଲଏଫ ମହିଳା ସଂଘ ଦାବି, ସ୍କୁଟର ଦେବେ ସରକାର !

ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ହଜାର ହଜାର ଜିପିଏଲଏଫ ମହିଳା ସଂଘର ଦାବିକୁ ସରକାର ଗ୍ରହଣ କରିନେଇଛନ୍ତି ବୋଲି କୁହାଯାଉଛି । ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି, ଭତ୍ତା ବୃଦ୍ଧି, ଗାଁକୁ ଗାଁ ବୁଲି କାର୍ଯ୍ୟ କରିବା ପାଇଁ...

ଶୌଚାଳୟ ସାମ୍ନାରେ ଫଟୋ ଉଠାଓ , ଟଙ୍କା ନିଅ

ଶୌଚାଳୟ ସାମ୍ନାରେ ଛିଡା ହୋଇ ଫଟୋ ଉଠାଇଲେ ମିଳିବ ଟଙ୍କା | ସେ ପୁଣି ୫୧ ହଜାର ଟଙ୍କା | ଏଭଳି ଏକ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର | ଯେଉଁ ଦମ୍ପତ୍ତି ଶୌଚାଳୟ ଉପରେ ଛିଡ଼ା ହୋଇ ସେଲଫି...
video

ପାଗଳ ବେଶରେ ଯୁବ ଇଂଜିନିୟର

କିଏ ପାଗଳ କୁହେତ ଆଉ କୁହେ ଚୋର କହି ଗୋଡାଏ । କିନ୍ତୁ ଏସବୁକୁ ଖାତିର କରନ୍ତିନି ଯୁବ ଇଂଜିନିୟର ଅଭିମନ୍ୟୁ । ହଁ ଆଗ୍ୟା ଏ ହେଉଛନ୍ତି ଜଣେ ଇଂଜିନିୟର । ସମାଜ ସେବା କରିବାର ନିଶା, ପ୍ଲାଷ୍ଟିକ...

ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ୍

ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲକଡାଉନ ଅବଧି ବୃଦ୍ଧି ଘୋଷଣା କରିବା ସହ ସ୍ଥିତିରେ ସୁଧାର ଆସିଥିବା କହିଛନ୍ତି । ଲକଡାଉନ ଯୋଗୁ ସଂକ୍ରମଣ ଏବେ ତଳମୁହାଁ ହେବାରେ ଲାଗିଛି...

ପ୍ରଦୀପ ମାଝୀଙ୍କ ନାଁରେ ଏତଲା

କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା । ହିଂସାକୁ ଉସକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ପ୍ରଦୀପ ମାଝୀଙ୍କ ନାଁରେ ଏତଲା ଦାଏର ହୋଇଛି । ଥାନାରେ ନିଜ ତରଫରୁ ଏତଲା କରିଛି ନବରଙ୍ଗପୁର ପୋଲିସ...

ପ୍ରବାସୀଙ୍କୁ ଫ୍ଲାଇଟରେ ଆଣିଲେ, ଦାଦନଙ୍କୁ ବ୍ଲିଚିଂ ପାଣିରେ ଗାଧେଇ ଦେଲେ

ଇଏ ହେଉଛି ଭାରତ I ବିଚିତ୍ର ସ୍ଥିତି, ବିଚିତ୍ର ଶାସନ ବ୍ୟବସ୍ଥା I ଯେଉଁ ଭାରତୀୟମାନେ ବିଦେଶରେ ଥିଲେ, ଏବଂ କରୋନା ସଂକ୍ରମିତ ହୋଇଥିବାର ଆଶଙ୍କା ଥିଲା, ସେମାନଙ୍କୁ ତୁରନ୍ତୁ ବିମାନ ପଠେଇ ସରକାର ନିଜ ଦେଶକୁ ଫେରାଇ ଆଣିଲେ...

ହାଇକୋର୍ଟଙ୍କ ଅର୍ଡର ପରେ ରୁଜୁ ହେଲା ମାମଲା

ବିଳମ୍ବ ହେଉ ପଛେ ରୁଜୁ ହୋଇଛି ମାମଲା । ବହୁ ଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ନୂଆ ଟୁଇଷ୍ଟ । ଏହି ମାମଲାରେ ପ୍ରେମିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗାୟିକା...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...