ବାଲେଶ୍ୱରରେ ଗଣତନ୍ତ୍ର ଦିବସ ପାଳିତ
70ତମ ସାଧାରଣତନ୍ତ୍ର ଦିବସ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି. ବାଲେଶ୍ୱର ପୋଲିସ ପଡିଆରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି. ଏହି ଉତ୍ସବରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ....
ଦାୟିତ୍ୱହିନତାର ପରିଣାମ
ଶନିବାର ସାରା ରାଜ୍ୟରେ 70ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି. ଏହି ଅବସରରେ କଳାହାଣ୍ଡିରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା. ମାତ୍ର ଶ୍ରୀ ଜେନା...
ପଦ୍ମ ନେବେନି ଗୀତା
ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟଖାନ କରିଛନ୍ତି ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା. ନିର୍ବାଚନ ବର୍ଷ ହୋଇଥିବାରୁ ଏହି ସମ୍ମାନ ଗ୍ରହଣ କଲେ ସର୍ବସାଧାରଣରେ ଭିନ୍ନ ବାର୍ତ୍ତା ଯିବ ବୋଲି କହିଛନ୍ତି ଗୀତା. ତେଣୁ ସେ...
ହସ୍ପିଟାଲରେ କମଳା ପୂଜାରୀ
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପାଇଁ ମନୋନୀତ ହୋଇଥିବା କମଳା ପୂଜାରୀ ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଛନ୍ତି. ଫଳରେ ତାଙ୍କୁ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି. କୃଷି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ...
ଗଣତନ୍ତ୍ର ଦିବସରେ ମାଓବାଦୀଙ୍କ ହାମଲା
ଶନିବାର ଦେଶବ୍ୟାପୀ ଗଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ଆତଙ୍କ ଖେଳାଇଛନ୍ତି. କାଶ୍ମୀର ଘାଟି ପୁଲୱାମାର ପମ୍ପୋର ଓ ଖାନମୋ ଅଞ୍ଚଳରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ହାମଲା କରିଛନ୍ତି. ଫଳରେ 5 ଜଣ ସୁରକ୍ଷାକର୍ମୀ...
70ତମ ସାଧାରଣତନ୍ତ୍ର ଦିବସ ପାଳିତ
ଶନିବାର ସାରାଦେଶ ପାଳନ କରୁଛି 70ତମ ସାଧାରଣତନ୍ତ୍ର ଦିବସ. ସାରା ରାଜ୍ୟରେ ଅତି ଆଡମ୍ବର ସହ 70ତମ ସାଧାରଣତନ୍ତ୍ର ଦିବସକୁ ପାଳନ କରାଯାଇଛି. ଭୁବନେଶ୍ୱର ମହାତ୍ଗାଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିବା ସହ ପରେଡରେ...
ପ୍ରଣବ ଦା, ନାନାଜୀ ଓ ହଜାରିକାଙ୍କୁ ଭାରତ ରତ୍ନ
ପୂର୍ବତନ ରାଷ୍ଟପତି ପ୍ରଣବ ମୂଖାର୍ଜୀ, ବିଶିଷ୍ଟ ସମାଜ ସେବୀ ନାନାଜୀ ଦେଶମୁଖ ଓ ସଙ୍ଗୀତକାର ଭୂପେନ ହଜାରିକାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଅଭିନନ୍ଦନ ଜଣାଇବା ସହ ଶ୍ରୀ ମୂଖାର୍ଜୀଙ୍କୁ ଜଣେ...
4 ଓଡିଆଙ୍କୁ ପଦ୍ମ ପୁରସ୍କାର
ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା, ଦୈତାରୀ ନାୟକ, କମଳା ପୂଜାରୀ ଓ ଡି. ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ. ଚଳିତ ବର୍ଷ ଏହି ସମ୍ମାନ 112ଜଣଙ୍କୁ ପ୍ରଦାନ କରାଯିବ ବୋଲି...
ନୀଳଗିରିରେ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ପାଳିତ ହୋଇଯାଇଛି ଭୋଟର ଦିବସ. ଭୋଟର ଦିବସ ଉପଲକ୍ଷେ ଏଥିରେ ଉପସ୍ଥିତ ଥିବା ଲୋକଙ୍କୁ ଇଭିଏମ ଓ ଭିଭିପାଟ ବିଷୟରେ ଅବଗତ କରାଯାଇଥିଲା. ଇଭିଏମ ଓ ଭିଭିପାଟ ମାଧ୍ୟମରେ ଲୋକମାନେ କିପରି ଭୋଟ ଦେବେ...
ତମାଣ୍ଡୋରୁ ତୀର ମାରିଲେ ରାହୁଲ
ଦିନିକିଆ ଓଡିଶା ଗସ୍ତରେ ଆସିଥିବା କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ ଉଭୟ ରାଜ୍ୟ ଓ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ତମାଣ୍ଡୋ ସଭାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ।...











