ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତଧାରୀଙ୍କ ପୂଜାପାଠ
ଆଜି ସାବିତ୍ରୀ ଅମାବାସ୍ୟା । ଆଜିର ଦିନରେ ସ୍ୱାମୀଙ୍କୁ ପୂଜା କରି ବ୍ରତ ପାଳନ କରିଥାନ୍ତି ଗୃହୀଣି । ସ୍ୱାମୀଙ୍କ ଦୀର୍ଘାୟୁ ଜୀବନ ଏବଂ ନିରୋଗୀ ରହିବା ପାଇଁ ସ୍ତ୍ରୀମାନେ ଭଗବାନଙ୍କ ନିକଟରେ କାମନା କରିଥାନ୍ତି । ରାଜ୍ୟର ବିଭିନ୍ନ...
ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ ଶିକ୍ଷକଙ୍କୁ
ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଅନ୍ତର୍ଗତ ସିଙ୍ଗିରି ଗାଁରେ ଟ୍ୟୁସନ୍ ଶିକ୍ଷକଙ୍କୁ ଖୁଣ୍ଟରେ ବାନନ୍ଦି ଶହଶହ ଲୋକଙ୍କ ଆଗରେ ନିସ୍ତୁକ ମାଡମାରି ଥିଲେ ଗ୍ରାମବାସୀ , ଖବରପାଇ ପୁଲିସ ଉଧାର କରିଥିଲା । ଘଟଣାଟି ଏପରି ଥିଲାକି ପ୍ରତିଦିନ ଭଳି...
ମଇଦାନରେ ଦକ୍ଷିଣ ଆଫ୍ରିକା ବାଂଲାଦେଶ ମୁହାଁମୁହିଁ
ବିଶ୍ୱକପର ପଞ୍ଚମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶର ବ୍ୟାଟିଂ ଜାରି ରହିଛି । ଦ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ୱାଦଶ ବିଶ୍ୱକପର ପଞ୍ଚମ ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଛି ଦକ୍ଷିଣ ଆଫ୍ରିକା...
ପଲ୍ଲୀ ଆମ୍ବ ଗଲା ଦିଲ୍ଲୀ
ପଲ୍ଲୀରୁ ଆମ୍ବ ଗଲା ଦିଲ୍ଲୀ । ରାୟଗଡା ଜିଲ୍ଲାର ବିଭିନ୍ନ ପୁରପଲ୍ଲୀର ଆମ୍ବ ଦିଲ୍ଲୀ ପଠାଯାଇଛି । ଓରମାସ୍ ତରଫରୁ ପ୍ରଥମ ଦଫାରେ ୨.୬ ମେଟ୍ରିକ ଟନ୍ ଆମ୍ବ ଟ୍ରେନ୍ ଯୋଗେ ଦିଲ୍ଲୀ ପଠାଯାଇଥିବା ବେଳେ ଆଗକୁ ଆହୁରୀ ପଠାଯିବ...
ଜୀଅନ୍ତା ଜଳିଗଲା ୭ବର୍ଷର ବାଳକ
ଚଢେଇ ଧରିବାକୁ ଯାଇ ଟ୍ରାନ୍ସଫର୍ମରରେ ଲାଗି ଜୀଅନ୍ତା ଜଳିଗଲେ୭ ବର୍ଷର ବାଳକ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପାଟଣାଗୁଡ଼ା ଗାଁରେ ଘଟିଛି ଏହି ଅଘଟଣ । ମୃତ ବାଳକ ହେଲେ ରାଜେନ୍ଦ୍ର ସିସା । ସୂଚନା ଅନୁଯାୟୀ, ସେ...
ଜାତୀୟ ପତ୍ରିକାରେ ଚନ୍ଦ୍ରାଣୀ
ଇଂରାଜ ପତ୍ରିକା ଇଣ୍ଡିଆ ଟୁଡେ ପକ୍ଷରୁ ସଦ୍ୟ ପ୍ରକାଶ ପାଇବାକୁ ଥିବା ସଂସ୍କରଣର କଭର ପେଜରେ ସ୍ଥାନ ପାଇଛି କେନ୍ଦୁଝରର ନବ ନିର୍ବାଚିତ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫଟୋ । ବିଜୁ ଜନତା ଦଳରୁ ପାର୍ଥୀ ହୋଇ ନିର୍ବାଚନ ମଇଦାନକୁ...
ମାର ବୁକୁଫୁଟା କାନ୍ଦ
ମାର ବୁକୁଫୁଟା କାନ୍ଦ । ଶେଷଥର ପାଇଁ ମୋ ଝିଅକୁ ଟିକେ ଦେଖାଇ ଦିଅ । ଆଖି ଆଗରେ ଝିଅର ଶବ ଦେଖି ମାର ଚେତା ବି ରହୁନି । ବନ୍ଧୁବାନ୍ଧବ, ସଂପର୍କୀୟ ଓ କ୍ରୀଡାପ୍ରେମୀ, ସମସ୍ତଙ୍କ ମନରେ ଦୁଃଖ...
ମାର୍କେଟରେ ଜମୁଛି ବେପାର
ସାବିତ୍ରୀ ଅମାବାସ୍ୟା ପାଇଁ ସଜେଇ ହୋଇଛି ରାଜଧାନୀର ଫଳ ବଜାର । ଭଳିକି ଭଳି ଫଳ ଗ୍ରାହକଙ୍କୁ ଅପେକ୍ଷା କରିଛି । ହେଲେ ଫଳ ବଜାରରେ ସତେ ଯେମିତି ନିଆଁ ଲାଗିଛି । ଫଳ ଦର ଶୁଣି ସତ୍ୟବାନଙ୍କ ମୁଣ୍ଡ...
ଭାଲୁ ସହ ଲଢେଇ କରି ଜୀବନ ବଞ୍ଚାଇଲେ
ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ବାଲେଶ୍ୱର ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ପିଠରୁ ଘରକୁ ଫେରିବା ବେଳେ ସୁକୁରା ଦେହୁରୀ ନାମକ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି...
ରଙ୍ଗିନ କୋଣାର୍କ
ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରରେ ଆରମ୍ଭ ହେଲା ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା । ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା ମରାମତି ପରେ ଗତକାଲିଠୁ ଆରମ୍ଭ ହୋଇଛି । ବାତ୍ୟା ଫନି ତାଣ୍ଡବର...

















