କାଲି ବିଜେପି, ଆଜି କଂଗ୍ରେସ
ପିପିଲି ପୀଡିତା ବେବିନା ପ୍ରସଙ୍ଗକୁ ଆଧାର କରି ଦୁଇ ବିରୋଧି ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । ଏହି ପ୍ରସଙ୍ଗରୁ କେଉଁ ଦଳ କେତେ ରାଜନୀତିକ ଫାଇଦା ଉଠାଇପାରିବ, ତାକୁ ନେଇ ଦୁଇ ଦଳ...
ଘିଅ ଖାଉଥିବା ଏବଂ ନ ଖାଉଥିବା ବ୍ୟକ୍ତି ଏହି କଥା ନିଶ୍ଚୟ ଜାଣିବା ଉଚିତ୍
ସାଧାରଣତଃ ଆମେ ସକାଳେ ବ୍ରଶ୍ କରି ସାରିବା ପରେ କ’ଣ କରିଥାଉ. ବ୍ରଶ କରିବା ପରେ ପ୍ରାୟ ସମସ୍ତେ ଚା’ ପିଇବାକୁ ପସନ୍ଦ କରନ୍ତି. ଆଉ କେହି ନିଜର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଗରମ ପାଣି ସହ ମହୁ ମଧ୍ୟ...
ପୁଲୱାମାରେ ଗୁଳିଚାଳନା
ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ବର୍ଷ ଆରମ୍ଭରୁ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଗୁଳିଚାଳନା. ତ୍ରାଲର ଗୁଲଶନପୋରା ଅଞ୍ଚଳରେ ବର୍ତ୍ତମାନ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି. ତେବେ ସେହି...
ନେହାଙ୍କ ନୂଆ ପ୍ରେମ !
ଗତ କିଛି ଦିନ ଧରି କଣ୍ଠଶିଳ୍ପୀ ନେହା ନିଜ ବୟଫ୍ରେଣ୍ଡ ହିମାଂଶଙ୍କ ସହ ସଂପର୍କ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ତାଙ୍କ ବିଷୟରେ ଆଉ ଏକ ଖବର ବଲିଉଡରେ ଚର୍ଚ୍ଚା ହେଉଛି. ବର୍ତ୍ତମାନ ନେହାଙ୍କ ଏକ ଭିଡିଓ...
ବିବାଦରେ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’
ଅଭିନେତା ଅନୁପମ୍ ଖେରଙ୍କ ଫିଲ୍ମ ‘ଦ ଆକ୍ସିଜେଣ୍ଟଟାଲ ପ୍ରାଇମ ମିନିଷ୍ଟର’କୁ ନେଇ ପୁଣି ଦେଖାଦେଇଛି ବିବାଦ. ବିବାଦଘେରକୁ ଟାଣି ହୋଇଥିବା ଏହି ଫିଲ୍ମ ବିରୁଦ୍ଧରେ ମୁଜାଫରପୁର କୋର୍ଟରେ ମାମଲା ଦାଏର କରିଛନ୍ତି ସୁଧିର ଓଝା ନାମକ ଜଣେ ବ୍ୟକ୍ତି. ଏହି...
ପିଠିରେ ଭାରତୀୟ ଯବାନଙ୍କ ଟାଟୁ
ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜ ପିଠିରେ ବନେଇଛନ୍ତି 560 ଜଣ ଭାରତୀୟ ଯବାନଙ୍କ ଟାଟୁ. ତେବେ ସମସ୍ତେ ନିଜ ପ୍ରେମିକ ଓ ପ୍ରେମିକାଙ୍କ ନା ରେ ଟାଟୁ ବନେଇଥିବା ଆପଣମାନେ ସବୁବେଳେ ଦେଖିଥିବେ. ହେଲେ ଜଣେ 30...
ନୂଆବର୍ଷ ଆରମ୍ଭରୁ ଚାଲିଗଲା ୯ ନୀରିହ ଜୀବନ
ବର୍ଷ ଆରମ୍ଭ ହେଉଣୁ ଘଟିଯାଇଛି ଏକ ଦୁଃଖଦ ଦୁର୍ଘଟଣା. ଘଟଣାଟି ହେଲା ମହାନଦୀ ମୁହାଣରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ଚାଲିଯାଇଛି 9ଟି ମୂଲ୍ୟବାନ ଜୀବନ. ତେବେ ସୂଚନା ଅନୁସାରେ, କୁଜଙ୍ଗ ନିକଟସ୍ଥ ହସିଣା ଗ୍ରାମର ପ୍ରାୟ 55 ଜଣ...
ରାଫେଲକୁ ନେଇ ଲୋକସଭାରେ ହଙ୍ଗାମା
ସଂସଦର ଶୀତକାଳୀନ ଅଧିବେଶନର ୧୩ତମ ଦିବସରେ ରାଫେଲ ଡିଲ୍କୁ ନେଇ ଶାସକ ବିରୋଧୀଙ୍କ ମଧ୍ୟରେ କାଦୁଆ ଫିଙ୍ଗା ହୋଇଥିଲା । ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ । ଏହି ପ୍ରସଙ୍ଗରେ...
ଆଖୁରସ ପିଇଲେ କ’ଣ ହୁଏ ?
ସମସ୍ତେ ଜାଣନ୍ତି ଆଖୁରସ ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହାକୁ ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ. ବିଭିନ୍ନ ପ୍ରକାର ଚିନ୍ତାରୁ ମଧ୍ୟ ଦୂର କରିଥାଏ ଏହି ଆଖୁରସ. ସେଥିପାଇଁ ପ୍ରାୟ ସମସ୍ତେ ଏହାକୁ ପିଇବାକୁ...
ନୂଆବର୍ଷ ଦିନ ଭାରତରେ ଜନ୍ମ ନେଲେ ସର୍ବାଧିକ ଶିଶୁ
2019 ବର୍ଷ ଆରମ୍ଭରେ ୟୁନିସେଫ୍ (United Nations Children's Fund) ଯେଉଁ ତଥ୍ୟ ଦେଇଛି ଆପଣ ତାକୁ ଶୁଣିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ. ନୂଆବର୍ଷର ପ୍ରଥମ ଦିନରେ ସାରା ବିଶ୍ୱରେ ପ୍ରାୟ 395,000 ଶିଶୁ ଜନ୍ମ ନେଇଥିବା ୟୁନିସେଫ୍ ସୂଚନା...

















