ଶେଷ ହେଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ୬୪% ମତଦାନ
ରାଜନୀତି ମଇଦାନରେ କିଏ ଉଡେଇବ ବିଜୟ ଧ୍ୱଜା । ବହୁ ହେଭିୱେଟଙ୍କର ଚାଲିଛି ଗୋଟି ଚାଳନା । ଏହାଭିତରେ ଆଜି ୧୯ ମହାଯୁଦ୍ଧର ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ । ଘମାଘୋଟ ପ୍ରଚାର ପରେ ଆଜି ଥିଲା ବହୁ...
ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କୁ ଜୋତାମାଡ
ବିଜେପି ସାମ୍ବାଦିକ ସମ୍ମିଳନୀରେ ଜୋତାମାଡ । ଏ ଦୃଶ୍ୟ ଦିଲ୍ଲୀ ବିଜେପି ମୁଖ୍ୟାଳୟର । ବିଜେପି ଦଳର ମୁଖପାତ୍ର ଜେଭିଏଲ ନରସିମହାଙ୍କର ଚାଲିଥିଲା ସାମ୍ବାଦିକ ସମ୍ମିଳନୀ । ହଠାତ୍ ଆଗ ଧାଡିରେ ବସିଥିବା ଜଣେ ଯୁବକ ତାଙ୍କ ଉପରକୁ ଜୋତା...
ସିଇଓଙ୍କ ପାଖରେ ଫେରାଦ ହେଲେ ବିଜେଡି-ବିଜେପି
ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ପରସ୍ପର ବିରୋଧରେ ଫେରାଦ ହେଲେ ବିଜେଡି ଓ ବିଜେପି । ବ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ ବିଜେଡି ଓ ବିଜେପି ପ୍ରତିନିଧି ଦଳ । ବିଜେପି...
୪ଟି ବୁଥରେ ସାନି ନିର୍ବାଚନ
୪ଟି ବୁଥରେ ସାନି ନିର୍ବାଚନ ହେବ । ଭିଭିପାଟ ମେସିନରେ ତ୍ରୁଟି ଥିବା ବୁଥ ଗୁଡିକରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସୁନ୍ଦରଗଡର ୧୨୯ ନଂ ବୁଥ ଓ ୨୧୩ନଂ...
ସଞ୍ଜୁକ୍ତା ଦିଗାଲଙ୍କ ପରିବାରକୁ ୩୦ ଲକ୍ଷର ସହାୟତା ଘୋଷଣା
ନକ୍ସଲ ଆକ୍ରମଣରେ ମୃତ ମହିଳାଙ୍କ ପରିବାରକୁ ୩୦ ଲକ୍ଷର ସହାୟତା ଘୋଷଣା କରାଯାଇଛି । ଗତକାଲି କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପୋଲିଂ କର୍ମଚାରୀଙ୍କ ପରିବାରକୁ ନିର୍ବାଚନ ଆୟୋଗ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି...
ଶାନ୍ତି ଶୃଙ୍ଖଳା ସହ ଚାଲିଛି ସାନି ମତଦାନ
ମାଲକାନଗିରି ଜିଲ୍ଲାର ଏମପିଭି୬୫ ଗ୍ରାମରେ ଆଜି ଆରମ୍ଭ ହୋଇଛି ସାନି ନିର୍ବାଚନ । ଗତ ୧୧ ତାରିଖରେ ଏଠାରେ ନିର୍ବାଚନ ସମୟରେ କିଛି ତ୍ରୁଟି ଯୋଗୁଁ ପୁନଃ ଭୋଟିଂ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆଜି ସକାଳୁ ଏଠାରେ...
ଦିନ ୧ଟା ସୁଦ୍ଧା ୩୩% ମତଦାନ
ରାଜ୍ୟର ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଗ୍ରହଣ କରାଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଲାଇଭ ଅପଡେଟ୍ ।
ଦିନ ୧ଟା ସୁଦ୍ଧା ୩୩% ମତଦାନ
ଦିନ ୧୧ଟା ସୁଦ୍ଧା ୧୮% ମତଦାନ...
ଭୋଟ ଦେଲେ ନବଦମ୍ପତ୍ତି
ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଥିବା ବେଳେ ମତଦାନକୁ ନେଇ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ନିଜ ପସନ୍ଦର ପ୍ରାର୍ଥୀ ବାଛିବା ପାଇଁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ବୁଥରେ ନବଦମ୍ପତ୍ତିଙ୍କ ଉପସ୍ଥିତି...
ଟଳିଲେ ୨ ମାଓବାଦୀ
ଛତିଶଗଡ କୋଆକୋଣ୍ଡାରେ ମାଓବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନ୍କାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । କୋଆକୋଣ୍ଡା ଥାନା ଅନ୍ତର୍ଗତ ଧନୀକାରକା ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଡିଷ୍ଟ୍ରିକ୍ଟ...
ଭୋଟ ପାଇଁ ଧାଡିରେ ଛିଡା ହୋଇଥିବାବେଳେ ବୃଦ୍ଧ ମୃତ
ଆସିକା ସଂସଦୀୟ କ୍ଷେତ୍ରରେ ଅଭାବନୀୟ ଘଟଣା । ସାନଖେମୁଣ୍ଡି କଂସାମାରି ବୁଥରେ ଜଣେ ୯୫ବର୍ଷୀୟ ବୃଦ୍ଧ ଭୋଟ ଦେବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନଟବର ବେହେରା । ନଟବର ଭୋଟ ଦେବା ପାଇଁ...







