25.1 C
Bhubaneswar
Saturday, October 31, 2026
-Advertisement-
video

ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡିରୁ ଟଙ୍କା ଜବତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ବିଜେଡ଼ି ବିଧାନସଭା ପ୍ରାର୍ଥୀଙ୍କ କାର୍‌ରୁ ନଗଦ ଟଙ୍କା ଜବତ କରାଯାଇଛି । ଜୟପାଟଣା ନିକଟରୁ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଫ୍ଲାଇଂ ସ୍କ୍ୱାର୍ଡ ଜବତ କରିଛି । ଆଜି ଜୟପାଟଣାରେ ଫ୍ଲାଇଂ...

କେନ୍ଦୁଝର ମହିଳା ପ୍ରାର୍ଥୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ଘଟଣାରେ ଦୁଇ ଗିରଫ

ଆସନ୍ତକାଲି ପ୍ରଥମ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କିନ୍ତୁ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି କେନ୍ଦୁଝର ମହିଳା ପ୍ରାର୍ଥୀଙ୍କ ଅଶ୍ଳିଳ ଭିଡିଓ । ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ପୋଲିସ...
video

ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ଉପରେ ଆକ୍ରମଣ

ଫ୍ଲାଇଂ ସ୍କ୍ୱାର୍ଡ ଉପରକୁ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ରୂପ୍‌ସା ଅନ୍ତର୍ଗତ ପାଟପୁର ଗ୍ରାମରେ ଏହି ଘଟଣା ଘଟିଛି । ଆକ୍ରମଣବେଳେ ଗଞ୍ଜେଇ ବେପାରୀ ମଣ୍ଟୁ ପ୍ରଧାନ ଫେରାର ହୋଇଯାଇଛି । ରପୂସା ଗ୍ରାମରେ ଗଞ୍ଜେଇ ବେପାର ଚାଲିଥିବା ନେଇ...

ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ, ଆଇଡି ବିସ୍ଫୋରଣରେ ଉଡାଇଲେ ବିଜେପି ବିଧାୟକଙ୍କ ଗାଡି, ଓଡିଶାରେ ଆଲର୍ଟ ଜାରି

ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ଲାଲବାହୀନିଙ୍କ ତାଣ୍ଡବ । ମଙ୍ଗଳବାର ସଂଧ୍ୟାରେ ଛତିଶଗଡ଼ ଦନ୍ତେୱାଡ଼ାରେ ବିଜେପି ଏମଏଲଏ ଭୀମ ମାଣ୍ଡୱିଙ୍କ ଗାଡ଼ିକୁ ମାଓବାଦୀ ମାନେ ଆଟାକ୍ କରିଛନ୍ତି । ଏହି ଆକ୍ରମଣର କିଛି ଯବାନ ମଧ୍ୟ ସହିଦ...

ଅପରାଧିକ କାର୍ଯ୍ୟ ଉପରେ ରହିବ କଡ୍ଡା ନଜର, ରାୟଗଡାରେ ପ୍ରସ୍ତୁତି ଶେଷ

ରାୟଗଡା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୧ ତାରିଖରେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାୟଗଡା ନିର୍ବାଚନ ମଣ୍ଡଳୀ ପାଇଁ...

ବିଜେଡି ଇସ୍ତାହାର ‘ନବୀନ ଓଡିଶା ସଶକ୍ତ ଓଡିଶା’

ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ହେବାକୁ ଥିବାବେଳେ ବିଜେଡି ପ୍ରକାଶ କରିଛି ଇସ୍ତାହାର । ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି । କଂଗ୍ରେସ ଓ ବିଜେପି...

କାଳିଆ ପାଇଁ ନବୀନଙ୍କ ଫେରାଦି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଟଙ୍କା ଅଟକାଯିବା ନେଇ ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ...
video

କଳାହାଣ୍ଡିରେ ଜୋରଦାର ପ୍ରଚାର

ମାରାଥନ ପ୍ରଚାରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି କଳାହାଣ୍ଡିରେ ମାରାଥନ ପ୍ରଚାର କରିଛନ୍ତି ନବୀନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା ଓ ରୋଡ ଶୋରେ ଯ଼ୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ନବୀନ...
video

ହେଭିୱେଟଙ୍କ ନୋମିନେସନ

ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ଆଜି ଶେଷ ଥିଲା ନାମାଙ୍କନ । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଧ୍ୟ ଜୋରଦାର ହୋଇଥିଲା । ନିମାପଡା ନିର୍ବାଚନ...

ବିଜେପିରେ ଯୋଗଦେଲେ ରବି ପାଣି

ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ପାଣି। ସେ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହିତ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ରବି ହେଉଛନ୍ତି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...