ଭାରତ-ପାକ୍ ମଧ୍ୟରେ ହେବ କଡା ଟକ୍କର
ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଭାରତ ବିଜୟ ସହ ଏସିଆ କପ୍ ଅଭିଯାନକୁ ଆରମ୍ଭ କରିଛି. ତେବେ ଏହି ମ୍ୟାଚରେ ଶିଖର ଧାୱନ ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ବନିଯାଇଥିଲେ. ଶିଖରଙ୍କ ଧୂଆଁଧାର ଶତକ ବଳରେ ଭାରତ ଏହି ମ୍ୟାଚକୁ ଜିତିବାରେ...
ଚିଲିକାରେ ଚପର ଉଡା ଘଟଣା : ହାଜର ହେଲେ ଇମ୍ପା କର୍ତ୍ତୃପକ୍ଷ, ଆସିଲେନି ବୈଜୟନ୍ତ ଓ ଦୁଇ ବନ୍ଧୁ!
ଚିଲିକା ଉପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ହେଲିକପ୍ଟର ଉଡାଇବା ଘଟଣାରେ ଇମ୍ପାର ଏକ ୫ଜଣିଆ ଟିମ୍ ବୁଧବାର ପୁରୀ ସଦର ଥାନାକୁ ଆସି ଅରଖକୁଦା ସାମୁଦ୍ରିକ ଥାନା ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି । ହେଲିକପ୍ଟର ଉଡାଣ ସମ୍ପର୍କରେ...
ସ୍ୱେଚ୍ଛାକୃତ ଅବସର ନେବେ ଆଇଏଏସ ଅପରାଜିତା: ରାଜନୀତି କରିବେ… ଭୁବନେଶ୍ୱରରୁ ପ୍ରାର୍ଥୀ ହେବେ?
ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ଚାକିରୀରୁ ଅବସର ନେବେ । ସ୍ୱେଚ୍ଛାକୃତ ଅବସର ନେବା ପାଇଁ ସେ ଆବେଦନ କରିଛନ୍ତି । ତେବେ ଆଇଏଏସ ଚାକିରୀ କାଳରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅପରାଜିତା ଅବସର ନେବା ପରେ ରାଜନୀତିରେ...
ଅଷ୍ଟମ ଦିନ ପାଇଁ ଚାଲିପାରିଲାନି ପ୍ରଶ୍ନକାଳ: ବିଧାନସଭାରେ ବୈଜୟନ୍ତଙ୍କ ହେଲିକପ୍ଟର ବିବାଦ
ଲଗାତର ଅଷ୍ଟମ ଦିନ ପାଇଁ ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ । ବିଧାନସଭାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣକୁ ନେଇ ଉଭୟ ଶାସକ ଏବଂ ବିରୋଧି ହଟ୍ଟଗୋଳ କରିବା ଯୋଗୁ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।
ଗୃହକାର୍ଯ୍ୟ...
ବୈଜୟନ୍ତଙ୍କ ବନ୍ଧୁ କଲେ ଲିକ୍, ଅଶାଳୀନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା
ବିବାଦ ଘେରରେ ସାଂସଦ ବୈଜୟନ୍ତ ପଣ୍ଡା । ନିଜ ବନ୍ଧୁ ଖୋଲିଛନ୍ତି ବୈଜୟନ୍ତଙ୍କ ମୁଖା । ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଉପରେ ଉଡିଥିଲା ବୈଜୟନ୍ତଙ୍କ ହେଲିକପ୍ଟର । ବୈଜୟନ୍ତଙ୍କ ହେଲିକପ୍ଟରରେ ବୈଜୟନ୍ତଙ୍କ ସହ ଥିଲେ ଦିଲ୍ଲୀର ଦୁଇ ସାମ୍ବାଦିକ...
ବୈଜୟନ୍ତଙ୍କୁ ରୋକିବାକୁ ଷଡଯନ୍ତ୍ର !
ଗତ ଶନିବାର ଦିନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକା ଆକାଶରେ ଉଡିଥିବା ଅଭିଯୋଗରେ ତାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ପୁରୀ ପୋଲିସ ସିଜ୍ କରିଛି. ଅଭିଯୋଗ ହୋଇଛି, ବୈଜୟନ୍ତ ବେଆଇନ ଭାବେ ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର...
ସାରିଡନକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
ସୋମବାର ସୁପ୍ରିମକୋର୍ଟ ସାରିଡନ ଓ ଅନ୍ୟଦୁଇଟି ଔଷଧକୁ ପ୍ରସ୍ତୁତି ଓ ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଏହି ଔଷଧ କମ୍ପାନୀଙ୍କ ଆବେଦନ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହି ଆଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ...
ଆସନ୍ତା ୨୦ରେ ପୁରୀ ଆସିବେ ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମନ୍ୟମ୍
ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ନିଯୁକ୍ତ ହୋଇଥିବା ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମନ୍ୟମ୍ ଆସନ୍ତା ଗୁରୁବାର ଦିନ ପୁରୀ ଆସୁଛନ୍ତି. ତେବେ ସେ ପୁରୀ ଆସି ବିଭିନ୍ନ ପ୍ରକାର ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି. ଶୁକ୍ରବାର ଓ ଶନିବାର...
ପରସ୍ପରର ଗୋହି ଖୋଳାଖୋଳି ହେଲେ ଦାମ-ସୂର୍ଯ୍ୟ
ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିବା ପରେ ବରିଷ୍ଠ ବିଜେଡି ନେତାମାନେ ଡା.ଦାମୋଦର ରାଉତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି । ଦାମବାବୁଙ୍କ ବିରୋଧରେ...
୬୮ବର୍ଷରେ ମୋଦି
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୮ ବର୍ଷ ବୟସରେ ପାଦ ଥାପିଛନ୍ତି । ସାରା ଦେଶରୁ ମୋଦିଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କର ଜନ୍ମ ୧୯୫୦ ମସିହା ସେପ୍ଟେମ୍ବର ୧୭...













