ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଉଛି ‘ପେଥାଇ’
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ‘ପେଥାଇ’ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳପଥ ଆଡକୁ ମାଡି ଆସୁଛି । ଗତକାଲି ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଥିବାବେଳେ ଆଗାମୀ ୨୪ ଘଂଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପନେବା...
ରାଫେଲକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍
ଯୁଦ୍ଧ ବିମାନ ରାଫେଲକୁ ନେଇ ଚାଲିଥିବା ରାଜନୈତିକ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସୁପ୍ରିମକୋର୍ଟ. ରାଫେଲ କିଣାରେ ଲାଞ୍ଚ କାରବାର ତଥା ଅନିୟମିତତାକୁ ନେଇ ସନ୍ଦେହ କରିବାର କିଛି ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି . ଏଥିସହିତ ରାଫେଲ ଚୁକ୍ତିରେ...
ଓଡିଶାରେ କ୍ଷମତା ଦଖଲ ପାଇଁ କଂଗ୍ରେସ ଆଶାବାଦୀ
ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସର ସଫଳତା ପ୍ରଦେଶ କଂଗ୍ରେସରେ ଏବେ ନୂଆ ଆଶା ସଂଚାର କରିଛି । ପିସିସି ସଭାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ବେଦନହୀନ ରାଜନୈତିକ...
ଷ୍ଟାର ନାଇଟରେ ଶ୍ରେୟାଙ୍କ ପ୍ରେମ ବର୍ଷା
ଗୀତରେ ଗୀତରେ ଝୁମୁଥିଲା ଶୀତୁଆ ସନ୍ଧ୍ୟା । ବାହାରେ ଶୀତ ଅନୁଭୁତ ହେଉଥିବା ବେଳେ ପ୍ରଦର୍ଶନୀ ପଡିଆର ମାହୋଲ ଥିଲା ବେଶ ଗରମ । କିଛି କ୍ଷଣ ପାଇଁ ପ୍ରଦର୍ଶନୀ ପଡିଆ ପାଲଟିଥିଲା ପ୍ରେମ ରାଇଜ । ବେପନହା ପ୍ୟାର...
ମହୁମାଛିଙ୍କ ଗୁଞ୍ଜରଣ ରୋକିବ ହାତୀ ମୃତ୍ୟୁ
ଦିନକୁ ଦିନ ବଢିଚାଲିଛି ହାତୀ ମୃତ୍ୟୁ । ବିଶେଷକରି ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି । ତେବେ ହାତୀ ମୃତ୍ୟୁକୁ ରୋକିବାକୁ ଏକ ଅଭିନବ ପନ୍ଥା ଗ୍ରହଣ କରିବାକୁ ରେଳ ଓ ବନ ବିଭାଗ...
ଇସ୍ତାହାର କମିଟିରୁ ବାଦ୍ ପଡିଲେ ଶ୍ରୀକାନ୍ତ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଲାଗିଛି ବଡ ଝଟକା । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡିଛନ୍ତି ଶ୍ରୀକାନ୍ତ । ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ଗୁରୁବାର ଅଲ୍...
ପ୍ରସଙ୍ଗ ମହିଳା ସଂରକ୍ଷଣ: ୨୨ ଦଳକୁ ଭେଟିବ ବିଜେଡି
୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ଶକ୍ତି ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା କସରତରେ ବିଜେଡି ଜାତୀୟସ୍ତରରେ ବି ଅନ୍ୟ ଦଳକୁ ପଛରେ ପକାଇ ଦେଇଛି । ସମର୍ଥନ ହାତେଇବାକୁ...
ପିଠାକୁ ନେଇ ବିଜେଡି-ବିଜେପି ମଧ୍ୟରେ କଳି
ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ତାଚ୍ଛଲ୍ୟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ଯୁବମୋର୍ଚ୍ଚା ସମ୍ମିଳନୀରେ ପିଠା ଯୋଜନାକୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି, ଏହା ପିଠା ନୁହେଁ ବିଧା ମାରିବା ଯୋଜନା । ଧର୍ମେନ୍ଦ୍ରଙ୍କୁ...
ନରମିଲେ ସରକାର, ଅଭିଜିତଙ୍କୁ ମିଳିବ ଜାମିନ
କୋଣାର୍କ ମନ୍ଦିର ଓ ଓଡିଶାର ଗାରିମା ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ବଙ୍ଗୀୟ ଯୁବକ ଅଭିଜିତ ଅୟାର ମିତ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି. ରାଜ୍ୟ ସରକାର ଅଭିଜିତଙ୍କ ଉପରୁ ସମସ୍ତ ଆରୋପ ପ୍ରତ୍ୟାହାର କରିନେଇଛନ୍ତି.କୋଣାର୍କ ଓ...
ଶେଷ ହେଲା ପରୀକ୍ଷାମୂଳକ ଅବଢା ରୋଷେଇ, ଖୁବଶୀଘ୍ର ପ୍ରକାଶ ପାଇବ ଦର ତାଲିକା
ଶେଷ ହୋଇଛି ପରୀକ୍ଷାମୂଳକ ଅବଢା ରୋଷେଇ । ତେବେ ମହାପ୍ରସାଦର ଦର ନିର୍ଦ୍ଧାରଣ ହୋଇନଥିବା ବେଳେ ସୁଆର ନିଯୋଗ ସହ ଆଲୋଚନା ପରେ ଦର ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସୁଚନାଅନୁସାରେ ପୁରୀ...














