କେଉଁଠୁ ଲଢିବେ ? ସୁରକ୍ଷିତ ଆସନ ଖୋଜୁଛନ୍ତି କି ଧର୍ମେନ୍ଦ୍ର !
ଦୁଇ ଦୁଇ ଥର ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏଥର ଓଡିଶାରେ ନିର୍ବାଚନ ଲଢିବେ । ଆସନ୍ତା ସାଧାରଣ ନିର୍ବାଚନରେ ସେ ରାଜ୍ୟର ଯେକୌଣସି ଆସନରୁ ନିର୍ବାଚନ...
ଡଟ୍ ଫେଷ୍ଟରେ ମତୁଆଲା କରିବେ ସୋନା
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ଇଣ୍ଟରନ୍ୟାସନାଲ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ. ଗତ ଦୁଇ ଦିନ ଧରି ବିଭିନ୍ନ ପ୍ରକାରର ଦେଶୀ ଓ ବିଦେଶୀ ଭେଜ୍ ନନଭେଜ୍ ଆଇଟମର ମଜା ନେଉଛନ୍ତି ରାଜଧାନୀବାସି. ଖାଲି ଚଟାପଟ ଖାଦ୍ୟ ନୁହେଁ ଶୀତୁଆ ସନ୍ଧ୍ୟାରେ...
ବେଞ୍ଚ ପାଇଁ ବଲାଙ୍ଗିର ବନ୍ଦ: ୪ଟି ଟ୍ରେନ୍ ବାତିଲ
ଦିନକୁ ଦିନ ଉଗ୍ର ରୂପ ନେଉଛି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ପଶ୍ଚିମ ଓଡ଼ିଶା ପରେ ଏବେ ବଲାଙ୍ଗୀରରେ ୨୪ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଓକିଲ ସଂଘ ଓ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ...
ଲଜ୍ଜା: ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ
ବାଲେଶ୍ୱର ଭୋଗରାଇରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ରସଲପୁର ଗାଁ ଲୋକେ ଉଦ୍ଧାର କରି ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ନାବାଳିକାଙ୍କ ଘର...
ଯଦି ବେଆଇନ, କେମିତି ଚାଲିଛି ପ୍ରଶାସନ ?
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରିସ୍ଥିତ ‘ଗୁଡ୍ ନିୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର" ପରିଚାଳିତ ସେଲଟର୍ ହୋମ୍ ବେଆଇନ. ଅର୍ଥାତ ସରକାରୀ ଅନୁମତି ନ ଥିଲା. ସେଲଟର ହୋମରେ ନିର୍ଯାତନା ଖବର ଆସିବା ପରେ ଏକଥା ସଫେଇ ଦେଇଛନ୍ତି ବିଭାଗୀୟ...
ବିଜୟ-ଦିଲୀପଙ୍କୁ ଦାମଙ୍କ ନିମନ୍ତ୍ରଣ
ଶୁକ୍ରବାର ବିଜେପି ଛାଡିଥିବା ଦିଲୀପ-ବିଜୟ ନିଜ ଦଳ ଛାଡିବା ପରେ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ଏମାନଙ୍କୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଦଳ ଛାଡିବା ପରେ ଏମାନେ ଯିବେ କୁଆଡେ? କେଉଁ ଦଳରେ...
କଡ ଲେଉଟେଇବ ରାଜ୍ୟ ରାଜନୀତି !
ବିଜେପିରୁ ଇସ୍ତଫା ଦେବା ପରେ ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଯିବେ କୁଆଡେ ? ଏବେ ଏ ଦୁଇ ନେତାଙ୍କ ଭବିଷ୍ୟତ ରାଜନୀତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି. କୁହାଯାଉଛି ଦୁଇ ନେତା...
ବିଜେପି ଛାଡିଲେ ବିଜୟ ଓ ଦିଲ୍ଲୀପ
ଶେଷରେ ବିଜେପି ଛାଡିଲେ ଦଳର ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ. ଦିଲ୍ଲୀପ ରାୟ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି. ଦିଲ୍ଲୀପଙ୍କ ଇସ୍ପଫା...
ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ
ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି. ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେବା ପରେ ବାଚସ୍ପତି ଦିଲ୍ଲୀପଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି. ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ...
ବାରବାଟୀରେ ସଲ୍ଲୁଙ୍କ ଜଲୱା
ହକି ବିଶ୍ୱକପକୁ ନେଇ ସାରାଦେଶ ଉତଫୁଲ୍ଲିତ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ ସିଲଭର୍ ସିଟି କଟକ ବେଶ୍ ଚଳଚଞ୍ଚଳ ଥିଲା. ଆଉ ଲୋକମାନଙ୍କ ମଧ୍ୟରେ ସେହି ଆଗ୍ରହ ଓ ଇଚ୍ଛା ପରିଲକ୍ଷିତ ହେଉଥିଲା. ହକି ବିଶ୍ୱକପ୍ କେବେ ଉଦଘାଟନ...















