କଳ୍ପନାଜଳ୍ପନାର ଅନ୍ତ
ହିମନ୍ତ ବିଶ୍ୱଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଜେପି ବିଶ୍ୱଶର୍ମାଙ୍କ ଉପରେ ବିଶ୍ୱାସ ଦେଖାଇଛି । ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି ହିମନ୍ତ ବିଶ୍ୱଶର୍ମା । କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।...
ବିଧାନସଭା ବାହାରେ ହାଇଡ୍ରାମା : ନବୀନ ନିବାସ ଗଲେ ବିଜେପି ନେତା
ପାଞ୍ଚଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି । ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାଁନ୍ତି । କିନ୍ତୁ ବାହାରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏମିତି ଆରୋପ ଲଗାଇ ଆଜି ବିଜେପି ବିଧାୟକ ଓ ନେତାମାନେ ବିଧାନସଭାରୁ...
୭ଟି ପର୍ଯ୍ୟାୟରେ କୋହଳ ହେବ
ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଅନୁଦାନ ପ୍ରାପ୍ତ , ଅଣଅନୁଦାନ ପାପ୍ତ ଓ ଘରୋଇ ସ୍କୁଲ ଫି’ ଛାଡ କରିବେ । ୨୦୨୦-୨୧...
କପିଲ ଦେବଙ୍କୁ ହାର୍ଟ ଆଟାକ: ICUରେ ଭର୍ତ୍ତି
ପ୍ରଖ୍ୟାତ କ୍ରିକେଟର କପିଲ ଦେବଙ୍କୁ ହାର୍ଟ ଆଟାକ ହୋଇଛି । ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ରହିଥିବା...
ମହାମାୟାଙ୍କ ମହାସପ୍ତମୀ
ଆଜି ମହାମାୟାଙ୍କ ମହାସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଗତକାଲି ଷଷ୍ଠୀର ମହାଅବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗଧାତ୍ରୀ ମା’ ଦୁର୍ଗା । ଅଧିବାସ ଓ ବେଲ ବରଣୀ କରାଯାଇଛି । ଆଜି...
୧୭ ମୃତ, ୩୬୧୫ ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନାରେ ଆଜି ୧୭ ଜଣଙ୍କର ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକ ଓ ନୟାଗଡରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି ଅନୁଗୁଳ,...
ନାଗକୁ ଦେଲେ ନୂଆ ଜୀବନ
କୂଅରେ ପଡି ଛଟପଟ ହେଉଥିଲା ନାଗ ସାପ । ଆଉ ଖବର ପାଇ କୂଅ ପାଖରେ ପହଁଞ୍ଚିଥିଲେ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତ ଓ ତାଙ୍କ ସ୍ତ୍ରୀ ସସ୍ମିତା ଗୋଛାୟତ । ସସ୍ମିତା ସାଙ୍ଗେ ସାଙ୍ଗେ ବୁଦ୍ଧି ପ୍ରୟୋଗ କରି...
କରୋନା ବଞ୍ଚାଇଦେଲା କମଲନାଥ ସରକାରଙ୍କୁ
କରୋନା ପାଇଁ କମଲ ନାଥ ସରକାର ସଙ୍କଟରୁ ବର୍ତ୍ତିଲା । କରୋନା ପାଇଁ ନୋହିଲା କମଲ ନାଥ ସରକାରଙ୍କ ଶକ୍ତି ପରୀକ୍ଷା । ଶକ୍ତି ପରୀକ୍ଷା ପୂର୍ବରୁ ବିଧାନସଭା ମୁଲତବି କରିଦେଲେ ବାଚସ୍ପତି । ବିଧାନସଭାକୁ ମାର୍ଚ୍ଚ ୨୬ ଯାଏ...
ନାଇଁ କାନ୍ଦ ମାଉସି, ମତେ ଖୁସି ଖୁସିରେ ଛାଡ..
ସମସ୍ତଙ୍କ ଆଖିରେ ଲୁହ, ହୃଦୟରେ କୋହ I କେହି ମୁହଁ ଲୁଚାଇ କାନ୍ଦୁଛି ତ, ଆଉ କିଏ କୁଣ୍ଢେଇ ପକେଇ କାନ୍ଦୁଛି I ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ...
ଆରମ୍ଭ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା : ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ସକାଳ ୧୦ଟାରୁ ଆରମ୍ଭ ହୋଇଛି ବୋର୍ଡ ପରୀକ୍ଷା । ସକାଳ ୯ଟାରୁ ପରୀକ୍ଷାକେନ୍ଦ୍ରର ଗେଟ୍ ଖୋଲାଯାଇଥିଲା । ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା...













