ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ହାଇକୋର୍ଟଙ୍କ ଭର୍ôସନା । ଆଇନ ବ୍ୟବସ୍ଥାର ଦୂରୁପଯୋଗ କରିବା ନେଇ ଭର୍ôସନା କଲେ । ଭର୍ôସନା ସହ ଜୁହିଙ୍କ ଉପରେ ୨୦ ଲକ୍ଷ ଜରିମାନା କଲେ କୋର୍ଟ । କୋର୍ଟଙ୍କ ଭର୍ଚୁଆଲ ଶୁଣାଣି ଲିଙ୍କ୍ ସୋସିଆଲ ମିଡିଆରେ ଛାଡିଥିବାରୁ ତାଙ୍କୁ ତଣ୍ଡ ଗଣିବାକୁ ପଡିଛି । ଏମିତିକି ଶୁଣାଣିବେଳେ ତାଙ୍କର ଜଣେ ପ୍ରଶଂସକ ତାଙ୍କ ଫିଲ୍ମ ଗୀତ ଗାଇଥିଲେ । ଭାରତରେ ୫ଏ କୁ ବିରୋଧ କରି କୋର୍ଟ ଯାଇଥିଲେ ଜୁହି । ୫ଏ ଦ୍ୱାରା ସୃଷ୍ଟ ରେଡିଏସନ ଜନ ଜୀବନ ପାଇଁ ଘାତକ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here