ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଫଟୋ ସେ ଟୁଇଟ୍ କରି ଲେଖିଛନ୍ତି ଯେ, ଗଛ ଲଗାଇ ସେ ଖୁବ୍ ଆନନ୍ଦ ଅନୁଭବ କରୁଛନ୍ତି । ଏହି ଗଛରେ ଦିନେ ଚଢେଇ ବସା ବାନ୍ଧିବେ ଏବଂ ଗୀତ ଗାଇବେ । ମଧୁମକ୍ଷୀ ଏହାର ଫୁଲକୁ ପରିପୂର୍ଣ୍ଣ କରିବେ । ଲୋକମାନେ ଏହାର ଫଳ ଖାଇ ଖୁସି ହେବେ । ଏବଂ ଏହାର ଛାଇରେ ଲୋକେ ବିଶ୍ରାମ ନେଇପାରିବେ

LEAVE A REPLY

Please enter your comment!
Please enter your name here