ଆଜି ରାଜ୍ୟରୁ ୨୪ ଘଣ୍ଟାରେ ୮୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୪୮୯୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୮୪୩ । ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୬୭୩, ବୌଦ୍ଧରୁ ୧୩୭, ଦେଓଗଡ-୬୩, ଢେଙ୍କାନାଳ-୫୦୩, ଗଜପତି-୮୦, ଗଞ୍ଜାମରୁ ୧୫୬ ନୂଆ କେସ୍ ସାମ୍ନାକୁ ଆସିଛି । ଜଗତସିଂହପୁର-୩୮୨, ଯାଜପୁର-୫୦୭, ଝାରସୁଗୁଡା-୧୫୭, କଳାହାଣ୍ଡି-୧୭୭, କନ୍ଧମାଳ-୬୫, କେନ୍ଦ୍ରାପଡା-୩୮୭, କେନ୍ଦୁଝର-୧୭୯, କୋରାପୁଟ-୨୫୫, ମାଲକାନଗିରି-୯୬, ମୟୂରଭଞ୍ଜ-୩୪୨, ନବରଙ୍ଗପୁର-୨୬୪, ନୟାଗଡ-୨୮୫, ନୂଆପଡା-୪୦, ପୁରୀ-୪୬୭, ରାୟଗଡା-୯୦, ସମ୍ବଲପୁର-୧୭୭, ସୋନପୁର-୧୫୬, ସୁନ୍ଦରଗଡ-୨୪୪, ଷ୍ଟେଟ୍‌ପୁଲରୁ ୨୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here