ରଥ ପଥ ଜଗନ୍ନାଥ
ଭୁବନେଶ୍ୱର: ଆଜି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । କେବଳ ଓଡ଼ିଶା ନୁହେଁ ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଭକ୍ତ ଛୁଟିଆସିଥାନ୍ତି ଶଙ୍ଖକ୍ଷେତ୍ର ପୁରୀକୁ । ବଡ଼ଦାଣ୍ଡ ହୋଇଉଠିଛି ଭକ୍ତମୟ । ଶ୍ରୀକ୍ଷେତ୍ର ଆଜି ଜଗନ୍ନାଥମୟ । ଲକ୍ଷ ଲକ୍ଷ...
ପଲିଥିନ ମନା : ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଓଡିଶାରେ ବ୍ୟାନ ହେବ ପଲିଥିନ । ଏନେଇ ରାଜ୍ୟ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର 2 ତାରିଖରେ ଏହା ଲାଗୁ ହେବ । ପ୍ରଥମେ ସହରାଞ୍ଚଳ ଓ ପରେ ରାଜ୍ୟବ୍ୟାପୀ ପଲିଥିନ ବନ୍ଦ କରିବାକୁ...
କୈଫୟତ ମାଗିଲେ, ଭୁଲ୍ ବି ମାଗିଲେ : ରାଜ୍ୟପାଳଙ୍କ ବିମାନ ବ୍ୟବହାର ପ୍ରସଙ୍ଗରେ ସରକାରୀ କଳର ଅପରିପକ୍ବ ବ୍ୟବହାର
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବିମାନ ଖର୍ଚ୍ଚକୁ ନେଇ ତନାଘନା । ମେ 29ରେ ରାଜ୍ୟପାଳ ଦାୟିତ୍ବ ନେବା ପରେ ନିଜ ଘର ହରିୟାଣା ସ୍ଥିତ ସିର୍ସାକୁ ଭଡା ବିମାନରେ ଯିବା ଓ ପୁଣି ଜେଟ୍ ଏୟାରକ୍ରାଫ୍ଟରେ ଓଡିଶା ଆସିବା...
କେନ୍ଦ୍ରର ମହିଳା ସଶକ୍ତିକରଣ ଯୋଜନା କାହା ସ୍ୱାର୍ଥରେ? ଏଗ୍ରିମେଣ୍ଟ୍ ସହ ଭଡ଼ାରେ କିଣାବିକା ହେଉଛନ୍ତି ମହିଳା
ମଧ୍ୟପ୍ରଦେଶ(ଏଜେନ୍ସି): ଦେଶରେ ମହିଳା ସଶକ୍ତିକରଣ ହେଉଛି, ମହିଳାମାନେ ଆତ୍ମସମ୍ମାନର ସହ ବଞ୍ଚôବା ଆରମ୍ଭ କରିଛନ୍ତି । ସେମାନଙ୍କୁ ସ୍ୱାବଲମ୍ବୀ କରାଯିବାକୁ ସବୁପ୍ରକାର ପଦକ୍ଷେପ କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି । ଝିଅମାନେ ପାଠ ପଢ଼ୁଛନ୍ତି, ନିଯୁକ୍ତି ପାଉଛନ୍ତି, ଦେଶର ନାମ...
ସୋନାଲିଙ୍କୁ କ୍ୟାନସର୍
କିଛି ଦିନ ହେବ ବଲିଓଡକୁ ଗୋଟିକ ପରେ ଗୋଟିଏ ଧକ୍କା ଲାଗି ଚାଲିଛି । ଏବେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା । ଚର୍ଚ୍ଚିତ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସର ରୋଗରେ ପୀଡିତ ଥିବା ଇନଷ୍ନ୍ଟାଗ୍ରାମରେ ପ୍ରକାଶ...
ବଢିଲା ଧାନର ସହାୟକ ମୂଲ୍ୟ
କେନ୍ଦ୍ର କ୍ୟାବିନେଟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି । କ୍ୟୁଣ୍ଟାଲ ପିଚ୍ଛା ଦୁଇଶହ ଟଙ୍କା ଲୋଖାଁଏ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଫଳରେ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାଲ...
ଦାମବାବୁ ସବୁ ଜାଣିଛନ୍ତି
ବ୍ଲାକରୋଜ୍ ଜାହାଜ ବୁଡି ଘଟଣାର ଗୁମର ସିବିଆଇ ଖୋଲିବା ଆଗରୁ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ । ଏମିତି କିଛି ନ କହି ନକହି ସେ ଯାହା କହିଛନ୍ତି, ତାହା ବିରୋଧୀଙ୍କୁ ଯେତିକି ଉତ୍ସାହିତ କରିଛି,...
ସିବିଆଇ ଖୋଲିବ ବ୍ଲାକରୋଜ ଗୁମର
ପାରାଦୀପରେ ବ୍ଲାକରୋଜ୍ ଜାହାଜ ବୁଡିବାର 9 ବର୍ଷ ପରେ ଏହି ଘଟଣାର ସିବିଆଇ ତଦନ୍ତ କରିବ । ବ୍ଲାକରୋଜ ଜାହାଜ ବୁଡି ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଥିବା ବେଳେ ସିବିଆଇ ତଦନ୍ତ ପରେ ଏହା ଉପରୁ ପରଦା...