ନବ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ
ନବ ଦାସଙ୍କ ହତ୍ୟା ମାମଲାରେ ଖିଅ ପାଉନି ଓଡିଶା ପୋଲିସ । ଦେଶର ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ବି ଭରସା ପାଉନି । ସିଧାସଳଖ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇର ସହଯୋଗ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ...
ପୁଣି ବିଧାୟକ ଦିବ୍ୟଶଙ୍କରଙ୍କୁ ନେଇ ଚର୍ଚ୍ଚା
ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଏ ଚର୍ଚ୍ଚା ଦିବ୍ୟଶଙ୍କର ବିବାହକୁ ନେଇ । ଦିବ୍ୟ ଶଙ୍କର ମିଶ୍ର ପୁଣି ବିବାହ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା । ଦିବ୍ୟଶଙ୍କର...
ବିଜେପି-କଂଗ୍ରେସର ପ୍ରଦିବାଦ, କକ୍ଷତ୍ୟାଗ
ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣବେଳେ ଗୃହରେ ଜୋରଦାର ହୋ ହଲ୍ଲା କରିଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ଅଭିଭାଷଣ ଚାଲିଥିବାବେଳେ ବିଜେପି ସଦସ୍ୟ କକ୍ଷତ୍ୟାଗ...
ନବ ହତ୍ୟା ପଛରେ ପାଣ୍ଡିଆନ୍ , ପ୍ରଣବ!
ନବ ଦାସ ହତ୍ୟା ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ବଡ ମନ୍ତବ୍ୟ । ୫ଟି ସଚିବ, , ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂପୃକ୍ତି...
ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ
ଓଡିଶାର ଦୁଇଜଣ ଜିଲ୍ଲାପାଳ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ । ଗତକାଲି ଉଭୟଙ୍କର ନିର୍ବନ୍ଧ ସରିଛି ।
ଦୁଇ ଜିଲ୍ଲାପାଳଙ୍କର ଏହା ହେଉଛି ଦ୍ବିତୀୟ ବିବାହ...
ବିଧାନସଭାରେ ମୁକାବିଲା ପାଇଁ ଛକାପଞ୍ଝା
ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଶେଷକରି ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି...
ରାଜରାସ୍ତାରେ ମିଶନ ଶକ୍ତିର ମା’ମାନେ
ଯେଉଁ ମିଶନ ଶକ୍ତିର ସଫଳତାକୁ ନେଇ ସରକାର ସବୁବେଳେ ଉଦାହରଣ ଦେଇଆସୁଛନ୍ତି l ସେଇ ମିଶନ ଶକ୍ତିର ମା ମାନେ ଆଜି ନିର୍ଦ୍ଧିଷ୍ଟ କିଛି ଦାବି ନେଇ ରାଜରାସ୍ତାରେ ଧାରଣାରତ l ବିଭିନ୍ନ ଦାବି ନେଇ ଅଲ ଓଡିଶା ଜି.ପି.ଏଲ...
ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲା ଭାରତ
ଦିଲ୍ଲୀ ଟେଷ୍ଟରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲା ଭାରତ । ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା ୩୧ ରନ୍ ଓ କେଏସ ଭାରତ୨୨ ରନ୍ରେ ଅପରାଜିତ ରହି ମ୍ୟାଚ ଜିତାଇଥିଲେ । ଏହି ମ୍ୟାଚରେ...
ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା ଦାଶ
ସବୁ ପ୍ରମାଣ ଥାଇ କି ବି କାର୍ଯ୍ୟାନୁଷ୍ଠାନ ହେଉନି । କାହିଁକି ନା ସେ ବିଜେଡିର ବିଧାୟକ । ନ୍ୟାୟ ପାଇବା ପାଇଁ ମୁଁ ଏପଟ ସେପଟ ହୋଇ ଥକିଗଲିଣି । ଖାଲି ଥାନା ଏବଂ କୋର୍ଟ ଦଉଡୁଛି ।...
ପ୍ରତିଶୃତି ପୂରଣ କଲେ ମୁଖ୍ୟମନ୍ତ୍ରୀ
ନିର୍ବାଚନ ପରେ ଆଜି ପ୍ରଥମଥର ପାଇଁ ପଦ୍ମପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଝାରବନ୍ଧ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ ଦେଇ କହିଛନ୍ତି ଯେ, ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଘୋଷଣା ହେବ । ଏହାସହ ପାଇକମାଳ...



















