ଜହ୍ନରେ ଉଡିଲା ତ୍ରିରଙ୍ଗା
ଦେଶ ପାଇଁ ଐତିହାସିକ ସଫଳତା । ଶେଷରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଚନ୍ଦ୍ରାୟନ -3 । ଭାରତର ଚନ୍ଦ୍ର ଅଭିଯାନ ସଫଳ ହୋଇଛି । ଚନ୍ଦ୍ର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଟିଂ କରିଛି । ଇସ୍ରୋ ବୈଜ୍ଞାନିକଙ୍କ...
ଜହ୍ନରୁ ଆସିଛି ଚିଠି
ଚନ୍ଦ୍ରାୟନ-3 ଆଉ ଅଳ୍ପ କେଇଘଣ୍ଟା ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ସମଗ୍ର ବିଶ୍ବ ଏହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛି । ଜୁଲାଇ 14 ରେ ଚନ୍ଦ୍ରାୟନ -3 ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିଲା । ଚନ୍ଦ୍ରପୃଷ୍ଟରେ...
ଏସିଆ କପ୍ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ
ଏସିଆ କପ୍ ପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ । 17 ଜଣିଆ ଟିମର ଅଧିନାୟକ ଭାବେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଉପ-ଅଧିନାୟକ ଭାବେ ଦଳର ନେତୃତ୍ବ ନେବେ । ଦୁଇ ଖେଳାଳି କେ. ଏଲ ରାହୁଲ...
ଚନ୍ଦ୍ରଯାନ-3 ର ଚନ୍ଦ୍ରପୃଷ୍ଠ ଅବତରଣ ଦୃଶ୍ୟ ଲାଇଭ୍ କରିବ ଇସ୍ରୋ
ଆଉ ତିନିଦିନ ଅପେକ୍ଷା । ଅଗଷ୍ଟ 23ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ । ଚନ୍ଦ୍ରଯାନ-3 କେତେବେଳେ ଏବଂ କେଉଁ ସମୟରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ, ଆଜି ସମୟ ଘୋଷଣା କରିଛି ଇସ୍ରୋ । ଏପର୍ଯ୍ୟନ୍ତ ଇସ୍ରୋ ଆକଳନ ଅନୁଯାୟୀ ଚନ୍ଦ୍ରଯାନ-3...
ଲକ୍ଷ୍ମଣରେଖା ଭିତରେ ରୁହନ୍ତୁ
ଗତକାଲି 5ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଉପରକୁ କାଳିମାଡ କରାଯିବା ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମୁଖ୍ୟ ଶାସନସଚିବ ବିଜୟ ପଟ୍ଟନାୟକ । ଲକ୍ଷ୍ମଣରେଖା ଭିତରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।...
ପାଣ୍ଡିଆନଙ୍କ ଉପରକୁ କାଳି ମାଡ
ପୁରୀ ସତ୍ୟବାଦୀରେ 5 ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଉପରକୁ କାଳି ମାଡ । ସତ୍ୟବାଦୀରେ ୟୁଜିଏସ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଜଣେ ଯୁବକ ତାଙ୍କ ଉପରକୁ କାଳି ମାଡ କରିଛନ୍ତି । ପାଣ୍ଡିଆନଙ୍କ...
କ୍ୟାନସରରେ ପୀଡିତ ଥିଲେ ଦୂତୀ ଚାନ୍ଦ
ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଜାତୀୟ ଅନ୍ତର୍ଜାତୀୟ ମ୍ୟାଚରୁ ଚାରିବର୍ଷ ବାସନ୍ଦ ଦଣ୍ଡାଦେଶ ପରେ ମୁହଁ ଖୋଲିଛନ୍ତି ଦୂତୀ । ଦୂତୀ କହିଛନ୍ତି, ସେ ଲେଭଲ ଓ୍ବାନ କ୍ୟାନସରରେ ଆକ୍ରାନ୍ତ ହେବା ପରେ ଡାକ୍ତରଙ୍କୁ...
ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାକୁ ମଂଜୁରୀ, ଉପକୃତ ହେବେ 30 ଲକ୍ଷ କୌଳିକ ବୃତ୍ତିଧାରୀ
ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । ଏହି ଯୋଜନାରେ 30 ଲକ୍ଷ କୌଳିକ ବୃତ୍ତିଧାରୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଏହି ଯୋଜନାରେ ପାଞ୍ଚବର୍ଷ ପାଇଁ 13 ହଜାର କୋଟି ଟଙ୍କା...
18ରେ ଲଘୁଚାପ, କାଲିଠୁ ବର୍ଷା
ଆସନ୍ତା 18 ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି...
ଫୋକସରେ ମଣିପୁର, ମୋଦି କହିଲେ ସମଗ୍ର ଦେଶ ମଣିପୁର ସହ ରହିଛି
ଲାଲକିଲ୍ଲୀରେ ତ୍ରିରଙ୍ଗା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ସହ ସମଗ୍ର ଦେଶ ରହିଛି ଏବଂ ମଣିପୁରକୁ ଶାନ୍ତି ଫେରି ଆସୁଛି ବୋଲି କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଲାଲକିଲ୍ଲା ଅଭିଭାଷଣ ମଣିପୁର ପ୍ରସଙ୍ଗରୁ ହିଁ ଆରମ୍ଭ ହୋଇଥିଲା...
















