34.6 C
Bhubaneswar
Wednesday, August 5, 2026
-Advertisement-

ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବିଳମ୍ବ

ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତିରେ ବିଳମ୍ବ I ମହାଦୀପ ଉଠିବା ପାଇଁ ପୂର୍ବରୁ ରାତି 10 ଟା ସୁଦ୍ଧା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ନୀତିକାନ୍ତିରେ ବିଳମ୍ବ ଯୋଗୁ ମହାଦୀପ ଉଠିବା ବିଳମ୍ବ ହୋଇଛି I ସନ୍ଧ୍ୟା ସାତଟାର ନୀତିକାନ୍ତି ରାତି...

ସାରା ଦୁନିଆ ଶିବମୟ

ଓଁ ନମଃ ଶିବାୟରେ ସାରା ଦୁନିଆ ପ୍ରକମ୍ପିତ I ସର୍ବତ୍ର ଶିବଙ୍କ ଆରାଧନା I କ୍ଷୀର, ବେଲପତ୍ର, ଶ୍ରୀଫଳ ନୈବେଦ୍ୟ ଅର୍ପଣ କରି ଭକ୍ତ ଜଗତର ମଙ୍ଗଳ ପ୍ରାର୍ଥନା କରୁଛି I ଆଜି ସବୁ ଶିବ ମନ୍ଦିରରେ ମହାଜାଗର ରୀତି ନୀତି...

ଅରୂପଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେପି

ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନାଁ ନ ନେଇ ତାଙ୍କୁ ମାରିବା ପାଇଁ ଦଳୀୟ ସଭାରେ ଖୋଲାଖୋଲି ଧମକ ଦେଇଥିଲେ ବିଜେଡି...

ଦିଲ୍ଲୀରେ ନନାଙ୍କ ମାଟିଘର

ଦିଲ୍ଲୀରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମାଟିଘରକୁ ନେଇ ଚର୍ଚ୍ଚା । ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ପରିସରରେ ଏକ ମାଟି ଘର ପ୍ରସ୍ତୁତ କରିଛନ୍ତି ସାଂସଦ । ନିଜ ଖର୍ଚ୍ଚରେ ସେ ଏହି ଘର ନିର୍ମାଣ କରିଛନ୍ତି ।...

ବିରୋଧୀ ଦଳ ନେତାଙ୍କୁ ଧମକ … ମୋ ହାବୁଡରେ ପଡୁ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଖୋଲା ଧମକ । ଗତକାଲି ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ବେଳେ ଜୟନାରାୟଣ ମିଶ୍ରଙ୍କର ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହ ଉଚ୍ଚବାଚ ହୋଇଥିଲା । ଜୟନାରାୟଣ...

ଜୟନାରାୟଣଙ୍କ ଚାପୁଡା ମାଡ

ଧନୁପାଲି ମହିଳା ଆଇଆଇସିଙ୍କୁ ଚାପୁଡା ମାରିବା ଘଟଣାରେ ହେବ କି କାର୍ଯ୍ୟାନୁଷ୍ଠାନ । ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଧନୁପାଲି ମହିଳା ଆଇଆଇସିଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି...

ବିଜେଡି ନେତାଙ୍କୁ ସତର୍କ କଲେ ଚେଲ୍ଲା କୁମାର

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଭୟଙ୍କର ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଚେଲା କୁମାର । ପିସିସି ପ୍ରଭାରୀ ଚେଲା କୁମାର କହିଛନ୍ତି, ଆଜି ନବ ଦାସଙ୍କୁ ହତ୍ୟା କରାଗଲା, ଆଗକୁ ଆଉ...

ଚେତନ ଶର୍ମାଙ୍କ ସାଂଘାତିକ ବୟାନ

ଷ୍ଟିଙ୍ଗ ଅପରେସନରେ ଫସିଲେ ବିସିସିଆଇ ଚୟନ କମିଟି ମୁଖ୍ୟ ଚେତନ ଶର୍ମା । ଖୋଲିଦେଲେ ଭାରତୀୟ କ୍ରିକେଟ ଟିମର ଅନେକ ରାଜ୍ । ଖେଳାଳୀଙ୍କ ଫିଟନେସଠୁ ଆରମ୍ଭ କରି ଟିମ୍ ଚୟନ ପୁଣି ଅଧିନାୟକ କୋଚଙ୍କ ମଧ୍ୟରେ ମନମାଳିନ୍ୟର ବହୁ...

୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ

ଆତଙ୍କବାଦୀ କାର୍ଯ୍ୟକଳାପରେ ଗିରଫ କଟକ ଜଗତପୁର ପଶ୍ଚିମକଚ ଗାଁର ମହମ୍ମଦ ଅବଦୁଲ ରେହେମାନକୁ ଜେଲ ଦଣ୍ଡାଦେଶ । ୭ ବର୍ଷ ୫ ମାସ ଜେଲ ଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ଅଲ କାଏଦା ଲିଙ୍କରେ...

ପ୍ରେମ ପାଇଁ ଦିନଟିଏ ..

ପ୍ରେମିକ ସବୁଦିନ ଅପେକ୍ଷା କରେ ପ୍ରେମିକାକୁ । ପ୍ରେମିକା ବି ଅପେକ୍ଷା କରିଥାଏ, କେତେବେଳେ ତା ପ୍ରେମିକ ଆସିବ । ପ୍ରେମର ଯାଦୁରେ ଦୁହେଁ ଯେମିତି ପରସ୍ପର ବାନ୍ଧି ହୋଇଯାଇଥାନ୍ତି । ଗୋଟିଏ କଲେଜରେ ପାଠ ପଢୁଥିବା ପ୍ରେମିକ ପ୍ରେମିକା...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...