କ୍ରାଇମବ୍ରାଞ୍ଚ କରିବ ତଦନ୍ତ
ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି । ଜେଲ୍ ଭିତରେ କେଉଁଭଳି ପରିସ୍ଥିତିରେ ଗୋବିନ୍ଦ ସାହୁ...
ଜେଲରେ ଆତ୍ମହତ୍ୟା
ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି । କଣ୍ଟାବାଞ୍ଜି ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ଜେଲର ଏକ ଛୋଟ ଗଛରେ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଥିବା...
ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ!
ବର୍ଷା-ଅନୁଭବ ପାରିବାରିକ ବିବାଦର ଶୁଣାଣିବେଳେ ଆଜି କଟକ ଫ୍ୟାମିଲି କୋର୍ଟରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି । ଅନୁଭବ ଓକିଲଙ୍କ କେତେକ ପ୍ରଶ୍ନ ଉପରେ ଆପତ୍ତି ଉଠାଇଥିଲେ ବର୍ଷା । ତାଙ୍କୁ ଏମିତି ପ୍ରଶ୍ନ ପଚରା ଯାଇପାରିବନି ବୋଲି ସେ...
ଆମ୍ବୁଲାନ୍ସ ଭିତରେ ମଦ ଥେରାପି
ରାସ୍ତା କଡରେ ଆମ୍ବୁଲାନ୍ସ ରଖି ଖୁଲମଖୁଲା ମଦ ପିଇଲେ ଡ୍ରାଇଭର-ରୋଗୀ । ଜଗତସିଂହପୁର ଜିଲ୍ଲାର କଟକ-ପାରାଦୀପ ରାସ୍ତାର ଶାରଳା ରୋଡ ନିକଟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଆମ୍ବୁଲାନ୍ସରେ ଗୋଡରେ...
ହାତ ଧରିଲେ କଣ୍ଠଶିଳ୍ପୀ
ସଙ୍ଗୀତ ନିର୍ଦ୍ଦେଶକ ତଥା ସିଙ୍ଗର ଗୁଡଲି ରଥ ହାତ ଧରିଛନ୍ତି । ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଛନ୍ତି ଗୁଡଲି । ଚେଲ୍ଲା କୁମାର ଓ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, କଣ୍ଠଶିଳ୍ପୀ...
୫ ଦିନ ପରେ ଘରକୁ ଫେରିଲା ଅମ୍ରିତ୍
୫ଦିନ ପରେ ଉଦ୍ଧାର ହୋଇଛନ୍ତି ନିଖୋଜ ଛାତ୍ର ଅମ୍ରିତ ପାତ୍ର । ଅମ୍ରିତ ଉଦ୍ଧାର ହେବା ପରେ ପରିବାର ଲୋକଙ୍କ ଖୁସି କହିଲେ ନସରେ । କୁରାଳ ଗାଁର ଶୁଣ୍ଢି ସାହିରୁ ଅମ୍ରିତ୍ ପାତ୍ରଙ୍କୁ ଉଦ୍ଧାର କରିଛନ୍ତି ଗ୍ରମବାସୀ ।...
୨୦୨୪ ନିର୍ବାଚନରେ କୌଣସି ପରିବର୍ତ୍ତନ ହେବନି
୨୦୨୪ ବିଧାନସଭା ନିର୍ବାଚନରେ ଓଡିଶା ରାଜନୀତିରେ କିଛି ପରିବର୍ତ୍ତନ ହେବନାହିଁ । ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହାଁନ୍ତି । ବିଜେଡି ବହୁ ପରିମାଣରେ ଜିତିବ ଆଉ ନବୀନ ହିଁ ମୁଖ୍ୟମନ୍ତ୍ରୀ ହେବେ । ବିଜେଡି ସର୍ବାଧିକ ଭୋଟ ପାଇବ...
୨୦୨୪ ରଣନୀତି କରିବ ବିଜେପି
୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ କସରତ କଲେଣି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଭାପତି , ଜିଲ୍ଲା ପ୍ରଭାରୀ ଓ...
‘ଇଏ ନେହରୁଙ୍କ ଭାରତ ନୁହେଁ’
ଭାରତ ଯୋଡୋ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶର ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଭାରତ ଉପରେ ଚୀନ ଆକ୍ରମଣ ପାଇଁ ପ୍ରସ୍ତୁତି...
ଫ୍ଲିପକାର୍ଟରୁ ଅଭିଯୁକ୍ତ କିଣିଥିଲା ଏସିଡ୍
ଖୋଲା ବଜାରରେ ଖୁଲମଖୁଲା ଏସିଡ ବିକ୍ରୀ ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଥିବା ସତ୍ତ୍ୱେ ଅନଲାଇନରେ ସହଜରେ ମିଳିପାରୁଛି ଏସିଡ । ଦିଲ୍ଲୀରେ ୧୭ ବର୍ଷର ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ ଆକ୍ରମଣ ପରେ ଦିଲ୍ଲୀ ମହିଳା କମିଶନର ଏସିଡ୍...
















