ନବୀନ ନିବାସରେ ସମୀକ୍ଷା ବୈଠକ
୨୦୨୪ ପାଇଁ ବିଜେଡିର ପ୍ରସ୍ତୁତି । ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଆଜି ବିଜୁ ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । କିଭଳି ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହେବ ? ବିଜେଡି ପାଇଁ କଣ ଚ୍ୟାଲେଞ୍ଜ...
ସ୍ଥାୟୀ ବେଞ୍ଚ ଆଶା ଧୂଳିସାତ୍
ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆଶା ଧୂଳିସାତ୍ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହଙ୍ଗାମା କରୁଥିବା ଓକିଲ ସଂଘକୁ ଶକ୍ତ ଝଟକା ଲାଗିଛି। ସ୍ଥାୟୀ ବେଞ୍ଚ ମାମଲାର ଶୁଣାଣି ବେଳେ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।...
ସୁପ୍ରିମକୋର୍ଟରେ ହାଜର ହେଲେ ଡିଜିପି
ସୁପ୍ରିମକୋର୍ଟରେ ହାଜର ହେଲେ ଡିଜିପି । ଭିଡିଓ କନଫରେନ୍ସିଂ ଜରିଆରେ ପୋଲିସ ଡିଜି ସୁପ୍ରିମକୋର୍ଟରେ ହାଜର ହୋଇ ନିଜ ମତ ରଖିଛନ୍ତି । ପଶ୍ଚିମ ଓଡିଶାରେ ଓକିଲ ଆନ୍ଦୋଳନ ନିୟନ୍ତ୍ରଣ କରିବାରେ ଓଡିଶା ପୋଲିସର ବିଫଳତା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ...
ଶ୍ରଦ୍ଧାଞ୍ଜଳୀଙ୍କୁ ମିଳିଲାନି ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା
ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳୀଙ୍କୁ ମିଳିଲାନି ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା । ଶ୍ରଦ୍ଧାଞ୍ଜଳୀଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି ହାଇକୋର୍ଟ । ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସହଯୋଗ କରିବାକୁ ଶ୍ରଦ୍ଧାଞ୍ଜଳୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟରେ...
ନାଗ-ଚାନ୍ଦଙ୍କୁ ପୁଣି ରିମାଣ୍ଡରେ ନେବ ଇଡି
ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ଭୁବନେଶ୍ୱର କୋର୍ଟରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଡି । ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ...
ଏଲଏସି ପରିବର୍ତ୍ତନ ଚେଷ୍ଟା କରିଥିଲା ଚୀନ
ଏଲଏସିରେ ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି । ଲୋକସଭାରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗତ ୯ରେ ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଲାଇନ୍ ଅଫ ଆକଚୁଆଲ...
ଶପଥ ନେଲେ ଭୂପେନ୍ଦ୍ର ପଟେଲ
ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ଆୟୋଜିତ ବର୍ଣ୍ଣାଢ୍ୟ ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଗୁଜରାଟରେ ବିଜେପି ସରକାର କ୍ଷମତାରେ ରହିବାରେ ରେକର୍ଡ ପ୍ରତିଷ୍ଠା କରିଛି...
ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଓଡିଶା ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ରାଜ୍ୟରେ ଓକିଲ ଆନ୍ଦୋଳନ ଦମନ କରିବାରେ ଓଡିଶା ପୋଲିସର ବିଫଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପଶ୍ଚିମଓଡିଶାରେ କୋର୍ଟ ପ୍ରତିଷ୍ଠା ଦାବିରେ ବାରମ୍ବାର ଓକିଲ ଆନ୍ଦୋଳନ ହେଉଥିବାରୁ ଆନ୍ଦୋଳନରତ ଓକିଲଙ୍କୁ ଗିରଫ କରିବାକୁ କହିଥିଲେ ସୁପ୍ରିମକୋର୍ଟ ।...
ବର୍ଷାଙ୍କ ଶପଥ
ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଶପଥ ନେଇଛନ୍ତି । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ବରଗଡ ଜିଲ୍ଲାର ବିଜେଡିର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ...
ଓକିଲ-ପୋଲିସ ମୁହାଁମୁହିଁ
ପୋଲିସ-ଓକିଲ ମୁହାଁମୁହିଁ । ସମ୍ବଲପୁର କଚେରୀ ଛକରେ ମୁହାଁମୁହିଁ ହୋଇଛନ୍ତି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସତ୍ୟାଗ୍ରହ ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କୋର୍ଟ ଭିତରେ ଧସେଇ ପସି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । କୋର୍ଟ...













