25.1 C
Bhubaneswar
Saturday, October 31, 2026
-Advertisement-

ମର୍ଡର ପଛରେ ଉପକୂଳିଆର ବଡ ନେତା!

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ୧୧ ଦିନ ପୁରିଲାଣି । ହେଲେ ଏବେ ବି ମର୍ଡର ପଛରୁ ପରଦା ହଟୁନି । ନବଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଅନେକ ନେତା ବୟାନବାଜି କରୁଛନ୍ତି ।...

ଶପଥ ନେଲେ ୫ ବିଚାରପତି

ସୁପ୍ରିମକୋର୍ଟ ଜଜ୍ ଭାବେ ଶପଥ ନେଲେ ୫ ଜଣ ଜଷ୍ଟିସ୍ । ଏହି ୫ ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ହୋଇଛି। ୟମ ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୪ ରହିବା କଥା।...

ଭୂକମ୍ପ ପରର ଭୟଙ୍କର ଦୃଶ୍ୟ

ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ । ତୁର୍କୀ ଓ ସିରିଆରେ ୭.୮ ତୀବ୍ରତାର ବଡ ଧରଣର ଭୂମିକମ୍ପ । ବଡ ଧରଣର ଭୂମିକମ୍ପରେ ୨୦୦ ରୁ ଅଧିକ ମୃତ । ସାଇପ୍ରସ ଓ ଇଜିପ୍ଟରେ ମଧ୍ୟ ଭୂକମ୍ପ ଝଟକା...

ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ

ନବ ଦାସ ମୃତ୍ୟୁକୁ ଏହା ମଧ୍ୟରେ ସପ୍ତାହେ ବିତି ଯାଇଛି । ଘଟଣାର ୮ ଦିନ ପରେ ଗଣ ମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧା ସଳଖ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା...

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ମାଟ୍ରିକ୍ ମଧ୍ୟମା ପରୀକ୍ଷା ଆରମ୍ଭ ହେବ । ଏନେଇ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସକାଳ ୮ରୁ ପରୀକ୍ଷା ଆରମ୍ଭ ହୋଇ...

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ

ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ପରଲୋକ । ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ...

‘ଆଶ୍ଚର୍ଯ୍ୟ ଲାଗୁଛି , ବିଶ୍ୱାସ ହେଉନି’

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ପୋଲିସ ଗୁଳିକରି ମାରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ବିଶ୍ୱାସ ହେଉନି । ଜଣେ ପାୱାରଫୁଲ ମନ୍ତ୍ରୀଙ୍କୁ ଏଏସଆଇ ଗୁଳି କରିବା ଗ୍ରହଣଯୋଗ୍ୟ...

ଗୋପାଳଙ୍କ କ୍ବାର୍ଟରରେ କ୍ରାଇମବ୍ରାଞ୍ଚ ଟିମ୍

ଆଜି କ୍ରାଇମବ୍ରାଞ୍ଚ ଟିମ୍ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଏଏସଆଇ ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ତଦନ୍ତ କରୁଛି । ଛାନଭିନ୍ ଜାରି ରଖିଛି ପୋଲିସ । ହତ୍ୟାକାଣ୍ଡର ସୁରାକ୍ ଖୋଜୁଛି ପୋଲିସ । ପୋଲିସ ଚାକିରୀ ଭିତରେ...

ଶେଷରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ

ବିଧାୟକ ହେବା ପୂର୍ବରୁ ପ୍ରେମ ସଂପର୍କ ରଖିଥିଲେ । ବିଧାୟକ ହେବା ପରେ ପ୍ରେମିକାଙ୍କୁ ଧୋକା ଦେଲେ । ନ' ମାସ ତଳେ ବିଧାୟକଙ୍କ ବିରୋଧରେ ଥାନାରେ ଫେରାଦ ହୋଇଥିଲେ ପ୍ରେମିକା । ମାତ୍ର ଶାସକ ଦଳର ବିଧାୟକଙ୍କ ବିରୋଧରେ...

ସଂସଦରେ ଆଦାନୀ ବିରୋଧୀ ଝଡ

ସଂସଦରେ ଆଦାନୀ ସ୍କାମ ଅଭିଯୋଗକୁ ନେଇ ଏକାଠି ହୋଇଛନ୍ତି ବିରୋଧୀ । ଆମେରିକୀୟ ସଟ୍ ସେଲର ହିଣ୍ଡେନବର୍ଗ ଆଦାନୀ କଂପାନୀ ବିରୋଧରେ ଠକେଇ ଅଭିଯୋଗ ଆଣିଛି । ତେଣୁ ଆଦାନୀ ସ୍କାମର ତଦନ୍ତ ସଂସଦୀୟ କମିଟି ଅବା ସୁପ୍ରିମକୋର୍ଟ ଦ୍ବାରା...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...