ନୂଆବର୍ଷରୁ ଆରମ୍ଭ ହେବ ପାଠପଢା
ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ କ୍ଲାସ ଖୋଲିବ । ଜାନୁଆରୀ ୩ ତାରିଖରୁ ଖୋଲିବ ପ୍ରାଥମିକ ସ୍କୁଲ । ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସକାଳ ୯ଟାରୁ...
ଆଉ ୨ଟି କରୋନା ଟିକାକୁ ମିଳିଲା ମଞ୍ଜୁରି
କୋଭିଡ ବିରୋଧୀ ଲଢେଇରେ ଆଉ ଏକ ସଫଳତା । କୋର୍ବେଭାକ୍ସ ଓ କୋଭୋଭାକ୍ସ ଭ୍ୟାକ୍ସିନର ଜରୁରୀ ବ୍ୟବହାର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଅନୁମତି ମିଳିଛି । ଏଥିସହ ଆଣ୍ଟି ଭାଇରାଲା...
୧୧ ଶହରୁ ଅଧିକ ବିମାନ ବାତିଲ
ବିଶ୍ୱରେ ଚିନ୍ତା ବଢାଉଛି ଓମିକ୍ରନ ସଙ୍କ୍ରମଣ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଗତ ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧୧ ହଜାର ୫୦୦ରୁ ଅଧିକ ବିମାନ...
ସୁସ୍ଥ ହେଲେ ରାଜ୍ୟର ପ୍ରଥମ ଓମିକ୍ରନ ସଂକ୍ରମିତ
ରାଜ୍ୟରେ ପ୍ରଥମ ଓମିକ୍ରନ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବିଦେଶରୁ ଫେରିଥିବା ଜଗତସିଂହପୁରର ଜଣେ ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଥିଲା । କଟକର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଗତ...
ନୂଆବର୍ଷରୁ ଛୋଟ ପିଲାଙ୍କୁ ଟିକା
ନୂଆବର୍ଷରୁ 18ରୁ କମ ବୟସର ପିଲାଙ୍କୁ ଦିଆଯିବ କରୋନା ଟିକା । ପ୍ରଥମ ପର୍ଯ୍ୟାୟରେ 15ରୁ 18 ବର୍ଷ ବୟସର ପିଲାଙ୍କୁ ଟିକା ଦେବା ପାଇଁ ନାଁ ପଞ୍ଜିକରଣ କରାଯିବ । ପ୍ରାପ୍ତ ବୟସ୍କଙ୍କ ନାଁ ପଂଜିକରଣ ଭଳି କିଶୋରକିଶୋରୀମାନେ...
ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ଓବିସି ମନ୍ତ୍ର
ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି 40 ପ୍ରତିଶତ ପ୍ରାର୍ଥୀ ଓବିସି ଦେବ । ଆଜି ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏ ସଂକ୍ରାନ୍ତୀୟ ରାଜନୈତିକ ଚିଠା ପ୍ରସ୍ତାବ ଗୃହିତ ହୋଇଛି । ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ...
କଟକଣା ଭିତରେ ପାଳନ ହେଲା ବଡଦିନ
ଆଜି ବଡଦିନ । ଧରା ପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ସମସ୍ତଙ୍କ ମନରେ ଖୁସି ଓ ଉଲ୍ଲାସ । ଚିକମିକ ଆଲୁଅରେ ଝଲୁସୁଛି ପ୍ରାର୍ଥନା ଗୃହ । ବଡ଼ ଦିନକୁ ଖୁବ ଆଡମ୍ବରରେ ପାଳନ କରୁଛନ୍ତି ଖ୍ରୀଷ୍ଟ...
ବଡଦିନ ଓ ନୂଆବର୍ଷ ପାଇଁ ଲାଗୁ ହେଲା କଟକଣା
ବଡଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର ଲାଗୁ କଲେ କଟକଣା I ଡିସେମ୍ବର 25 ତାରିଖରୁ ଜାନୁଆରୀ 2 ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ I ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ସରକାର...
ଆଉ ନାହାଁନ୍ତି ଗଞ୍ଜାମର ଟାଣୁଆ ନେତା ରାମକୃଷ୍ଣ ପଟ୍ଟନାୟକ
ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ । ସକାଳ ୯ଟା୩୦ରେ ଭୁବନେଶ୍ୱରରେ ପରଲୋକ ହୋଇଥିବା ନେଇ ଝିଅ ଅନୀତା ସୂଚନା ଦେଇଛନ୍ତି । ୮୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର...
ଖବରକାଗଜ ହକରଙ୍କୁ କୋଭିଡ ସହାୟତା
ଖବରକାଗଜ ହକରଙ୍କ ଲାଗି ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏହାର ଶୁଭାରମ୍ଭ କରି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି । ପଞ୍ଜୀକୃତ ଖବରକାଗଜ ହକରଙ୍କ ଲାଗି ମୁଖ୍ୟମନ୍ତ୍ରୀ...
















