ସ୍ୱାମୀଙ୍କର କିଛି ହେଲେ ସମସ୍ତଙ୍କୁ କାଠଗଡାକୁ ଟାଣିବି
ଦଳରୁ ବହିଷ୍କୃତ ହେବା ପରେ ପ୍ରଦୀପଙ୍କ ପାଇଁ ବଢୁଛି ଅଡୁଆ । ପ୍ରତିଦିନ ଗୋଟିଏ ପରେ ଗୋଟିଏ ସରକାରଙ୍କ ବିରୋଧରେ ଦୁର୍ନିତୀ ଓ ଅନିୟମିତତାର ଖୁଲାସା କରୁଥିବା ଗୋପାଳପୁର ବିଧାୟକଙ୍କୁ ଆଜି ପୋଲିସ ଉଠାଇନେଇଛି । ପ୍ରଦୀପଙ୍କ ପତ୍ନୀ ସୁଜାତା...
ସବୁଠୁ ବଡ ପ୍ରତିବାଦ, ମୋଦୀଙ୍କ ନିଦ ହଜିଗଲାଣି
ଦେଶର ସବୁଠୁ ବଡ ପ୍ରତିବାଦ । କେନ୍ଦ୍ର ସରକାରଙ୍କ ଚାଷୀ ନୀତି ବିରୋଧରେ ହଜାର ହଜାର ଚାଷୀ ଗତ ଆଠଦିନ ଧରି ଶୀତ କାକରରେ ପଡି ଦିଲ୍ଲୀ ସୀମାନ୍ତ ରାଜରାସ୍ତାରେ ପ୍ରତିବାଦ କରିବା ନୂଆ ଇତିହାସ ସୃଷ୍ଟି କରିଛି ।...
ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ସହ ଆଉ କିଏ କିଏ ଉଡିଥିଲେ ଚାର୍ଟରରେ
କୋଭିଡ ସମୟରେ ଯେତେବେଳେ ରାଜ୍ୟବାସୀ ତ୍ରାହି ତ୍ରାହି ଡାକ ଦେଉଥିଲେ, ସେତେବେଳେ ଭୁବନେଶ୍ବରରୁ ପୁନେ ଓ ମୁମ୍ବାଇ ସହରକୁ ଚାର୍ଟରରେ ଉଡୁଥିଲେ ନେତା । ଏଭଳି ଜନବିରୋଧୀ ନେତାଙ୍କୁ ଦଳରୁ ବିତାଡିତ କରିଛି ବିଜେଡି । ତେବେ ବିଜେଡିରୁ...
ଏତଲା ଦେବା ପାଇଁ ସମର୍ଥକଙ୍କ ଉପରେ ପୋଲିସର ଥାର୍ଡ ଡିଗ୍ରୀ !
ବିଜେଡିରୁ ବିତାଡିତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ସରକାରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ I ତାଙ୍କ ବିରୋଧରେ କୌଣସି ଏତଲା କି ଅଭିଯୋଗ ନ ଥିବା ବେଳେ ଷ୍ଟେଟଫୋର୍ସ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫିନିସ୍...
କଣ ରହିଛି ଗାଇଡ ଲାଇନ୍ :ଦେଖନ୍ତୁ
ଡିସେମ୍ବର ୩୧ ଯାଏ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର
ସାମାଜିକ , ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା
ହଲରେ ୫୦ ପ୍ରତିଶତ କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ ବାଣିଜ୍ୟିକ ପ୍ରଦର୍ଶନୀ
ତୋଷାଳୀ, ଶିଶିର ସରସ ଆଦି ମେଳା...
ସବୁ ମ୍ୟାନେଜ୍ ହେଇଗଲା
ପରୀ ପ୍ରସଙ୍ଗ ମ୍ୟାନେଜ ହୋଇଗଲା । ପରୀ ଘଟଣାର ଏସଆଇଟି ତଦନ୍ତ ଘୋଷଣା ରାଜ୍ୟ ସରକାର ଦାୟିତ୍ବ ଶେଷ କଲେ । ବିଜେପି ନେତାଏ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଓ ଘଟଣାର ସିବିଆଇ ତଦନ୍ତ ଦାବି କରି...
ଗୁମର ଖୋଲିଲେ ପ୍ରଦୀପ, ପଲିଟିକାଲ ଭଏସ୍ ନାହିଁ
ଦଳରୁ ବହିଷ୍କୃତ ହେବା ପରେ ଖୋଲିଲେ ଗୁମର । ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ ଅଭିଯୋଗରେ ବିଜେଡିରୁ ବହିଷ୍କୃତ କରାଯିବା ପରେ ସରକାର ଓ ଦଳର ଗୁମର ଖୋଲିଛନ୍ତି ପ୍ରଦୀପ । ତାଙ୍କ ଘରକୁ...
ବିଜେଡିରୁ ବିଦା ହେଲେ ପ୍ରଦୀପ
ବିଜେଡିରୁ ବିଦା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଭୟକାନ୍ତ ପାଠକଙ୍କ ସମୁଦି ହେବାକୁ ପ୍ରସ୍ତୁତ ହେଉଥିବା ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ବିଜେଡି ସଭାପତି ଦଳରୁ ବହିଷ୍କୃତ କରିଛନ୍ତି ।
କିଛିଦିନ...
୩ଟା ଯାଏଁ ଗୃହ ମୁଲତବି
ବିଧାନସଭାରେ ‘ପରୀ’ ଝଡ । ‘ପରୀ’ ପ୍ରସଙ୍ଗ ଉଠାଇ ଗୃହରେ ବିରୋଧୀଙ୍କ ହୋ ହଲ୍ଲା । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ପରୀ ପ୍ରସଙ୍ଗ ଉଠାଇ ଗୃହରେ ହୋ ହଲ୍ଲା କରିଥିଲେ । ପ୍ରବଳ ହଟ୍ଟଗୋଳ ପାଇଁ...
ପରୀ ମାମଲାରେ ଅରୁଣଙ୍କ ସଂପୃକ୍ତି ନେଇ ସରପଞ୍ଚଙ୍କ ବିସ୍ଫୋରକ ବୟାନ
ନୂଆ ମୋଡ ନେଉଛି ପରୀ ହତ୍ୟା ମାମଲା I ସରକାର ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦେଇଥିଲେ ମଧ୍ୟ ନିଆଁ ଲିଭିବା ବଦଳରେ ହୁତୁହୁତୁ ହୋଇ ଜଳୁଛି I ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ ପରେ...



















