ରାଜ୍ୟରେ ୧୦୨ କରୋନା ପଜିଟିଭ୍
ଆଜି ରାଜ୍ୟରେ ଆଉ ୧୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି
ପାଇଛି। ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟିନ୍ ସେଣ୍ଟରର ହୋଇଥିବାବେଳେ ୫ ଜଣ...
ସୁସ୍ଥ ହେଲେ ୫୭ କରୋନା ଆକ୍ରାନ୍ତ, ଭୁବନେଶ୍ୱର କରୋନା ମୁକ୍ତ
ରାଜ୍ୟରେ ଆଜି ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଂଜାମର ସର୍ବାଧିକ ୪୦ କରୋନା ରୋଗୀ ସୁସ୍ଥ ହୋଇଥିବାବେଳେ, ଜଗତସିଂହପୁର ୫, ମୟୂରଭଞ୍ଜର ୪, ଭୁବନେଶ୍ୱରର...
ସମୁଦ୍ର ଭିତରେ ଧ୍ବଂସର ତାଣ୍ଡବ ରଚୁଛି ଅମ୍ଫାନ
ସୁପର ସାଇକ୍ଲନରେ ପରିଣତ ହୋଇଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ସୋମବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲେ ହେଁ ବାତ୍ୟା ଉଗ୍ର ରୂପ ଧାରଣ କରିଛି । ସୁପର...
ଅମ୍ଫାନକୁ ହାଲକାରେ ନିଅନ୍ତୁନି
ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେଇସାରିଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ଆସନ୍ତାକାଲି ସୋମବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମ ଏବଂ 19 ତାରିଖ ମଙ୍ଗଳବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି...
ଓଡିଶାରେ ୧୮ରୁ ୨୦ ଯାଏ ବର୍ଷା ହେବ
ବେଙ୍ଗଲ ଉପକୂଳକୁ ଯାଇପାରେ ବାତ୍ୟା । ଲଘୁଚାପଟି ଅବପାତ ରୂପ ନେଇଛି , ଆଜି ବାତ୍ୟା ରୂପ ନେଇପାରେ । ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଛି । ଏବେ ଘଣ୍ଟାକୁ ୨୦ କିମି ବେଗରେ ଗତି...
ଆପଣ ପିଉଥିବା ଓମଫେଡ କ୍ଷୀର କେତେ ଶୁଦ୍ଧ, ଦେଖନ୍ତୁ
ପାଟିରେ ପଶିଛି ପାଇପ । ଆଉ ଏହି ପାଇପ ମାଧ୍ୟମରେ ଚାଲିଛି ଗୋଟିଏ ପାତ୍ରରୁ ଅନ୍ୟ ଏକ ପାତ୍ରକୁ କ୍ଷୀର ସ୍ତାନାନ୍ତର । ଦୃଶ୍ୟ ବାଲେଶ୍ୱର ଗୋପାଳପୁର ଦୁଗ୍ଧ ଉତ୍ପାଦକ ମହିଳା ସମବାୟ ସମିତିର । କରୋନା...
ପ୍ରଥମରୁ ଅଷ୍ଟମ ସମସ୍ତେ ପାସ୍
ପ୍ରଥମରୁ ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ୍ । ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏ ପିଲା ପାସ । କରୋନା ସ୍ଥିତି ନେଇ ସବୁ ପିଲାଙ୍କୁ ପାସ୍ ଘୋଷଣା କଲେ ସରକାର । ...
୪ ଜିଲ୍ଲାକୁ ବାତ୍ୟା ବିପଦ!
ମାଡି ଆସୁଛି ଆଉ ଏକ ବିପଦ । ବଙ୍ଗୋପସାଗରରେ ବଳ ଗୋଟାଉଛି ପୁଣି ଏକ ବାତ୍ୟା । କରୋନା ସମୟରେ ଏବେ ଓଡିଶାବାସୀଙ୍କୁ ଘାରିଛି ବାତ୍ୟା ଭୟ । ୧୬ ସୁଦ୍ଧା ଝଡ ବାତ୍ୟାର ରୂପ ନେଇପାରେ ଲଘୁଚାପ...
ମାଡି ଆସୁଛି ଅମ୍ଫାନ
ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ହୋଇଥିବା ଏହି ଲଘୁଚାପ ଓ୍ବେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଥିବା ବେଳେ 16 ତାରିଖ ସଂଧ୍ୟା ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି ।...
ରାଜରାସ୍ତାରେ ଏମିତି ଚାଲିଛି ପ୍ରବାସୀଙ୍କ ଜୀବନ ଗାଡି
କଅଁଳ ପାଦରେ ଚାଲିବାକୁ ଆଉ ବଳ ନାହିଁ । ହେଲେ ପେଟର ବେଦନା ଅନାହାର ମନର ଯନ୍ତ୍ରଣା ଆମକୁ ନେଇ ଚାଲିବାକୁ ପଡିବ । କରୋନା ଭାଇରସ ଭୟ ଭିତରେ ଚାଲି ଚାଲି ଥକିପଡିଥିବା କୁନି ପୁଅକୁ ଚକାଲଗା ବ୍ୟାଗରେ...



















