୫୦ ପ୍ରତିଶତ କୋଭିଡ ଫି
ଆସନ୍ତାକାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ । ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ଅନୁମତି । ଅଫ ଓ ଅନ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ ଡେଲିଭରି ଦେବେ । କଣ୍ଟେନମେଣ୍ଟ ଜୋନ ବ୍ୟତିତ ଅନ୍ୟ ସବୁଠି...
ମହଙ୍ଗା ପଡିଲା ମାଡ ମାରିବା
ମହଙ୍ଗା ପଡିଲା ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ । ଥାନା ଭିତରେ ଯୁବକଙ୍କୁ ଠେଙ୍ଗାରେ ପିଟିବା ସହ ଗୋଇଠା ମାରିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାରେ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ପୁଲିସ ମହାନିର୍ଦେଶକ ଅଭୟ...
ରାଜ୍ୟରେ 1269 ରେ ପହଁଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା
ରାଜ୍ୟରେ ଆଉ 80 ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ । ଆଜି ଚିହ୍ନଟ ହୋଇଥିବା 80 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 71 ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ 2 ଜଣ ହୋମ କ୍ୱାରେଣ୍ଟାଇନରେ ରହିଥିଲେ ବାକି 7...
ଓଡ଼ିଶା ପାଇଁ ୫୦୦ କୋଟିର ସହାୟତା ଘୋଷଣା
ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପଶ୍ଚିମବଙ୍ଗଠାରୁ ଓଡ଼ିଶାରେ ବେଶି କ୍ଷତି ହୋଇ ନାହିଁ ବୋଲି କହିଲେ। ଓଡ଼ିଶାରେ ହୋଇଥିବା କ୍ଷତି ବିଷୟରେ ଖୁବ୍ଶୀଘ୍ର...
ଲ୍ୟାଣ୍ଡିଂ କରିବାର ଏକ ମିନିଟ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ
ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ । ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନସର PK-303 ବିମାନଟି ଲାହୋରରୁ କରାଚି ଆସୁଥିଲା। ଅବତରଣର ମାତ୍ର କେଇ ମିନିଟ୍ ପୂର୍ବରୁ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଜନବସତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ।...
ପଶ୍ଚିମବଙ୍ଗକୁ ୧ ହଜାର କୋଟି
ପଶ୍ଚିମବଙ୍ଗ ପାଇଁ ୧ ହଜାର କୋଟି ସହାୟତା ଘୋଷଣା । ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ବିତ୍ପାତ ଅଞ୍ଚଳ ବୁଲି ଦେଖିବା ପରେ ସହାୟତା ଘୋଷଣା । ବାତ୍ୟାରେ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା...
ଝଡ ତୋଫାନରେ ସାଇତା ସ୍ମୃତି
ଯେତେବେଳେ ବାତ୍ୟା ଅମ୍ଫାନ ଉଗ୍ର ହୋଇ ଆତଙ୍କ ଚଳାଇଥିଲା ଠିକ୍ ସେତିକିବେଳେ ଅସହ୍ୟ ପ୍ରସବ ବେଦନାରେ ଛଟପଟ ହେଉଥିଲେ ଜାନକୀ । ପରିବାର ଲୋକଙ୍କ ପାଖରେ ବାଟ କିଛି ନଥିଲା । ଏ ଝଡ ତୋଫାନ ଆଉ ବର୍ଷାରେ କେମିତି...
ମେ ୨୬ରୁ ମାଟ୍ରିକ ଖାତା ଦେଖା
ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ ହିଁ ଖାତା ଦେଖା ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହାଇକୋର୍ଟଙ୍କ...
ଅମ୍ଫାନ ତାଣ୍ଡବ:ପଶ୍ଚିମବଙ୍ଗରେ ୭୨ ମୃତ
ବାତ୍ୟା ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟରେ ବାତ୍ୟା ଯୋଗୁ ୭୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ୧୮ ଜଣଙ୍କ ଜୀବନ ଯାଇଥିବାବେଳେ...
କରୋନାରେ ଆଉ ଜଣଙ୍କର ମୃତ୍ୟୁ
ରାଜ୍ୟରେ ଆଜି ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ କଟକ ଜିଲ୍ଲାର ଓ ତାଙ୍କର ବୟସ ୭୫ବର୍ଷ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣକ...



















